ମହଙ୍ଗା ହେଲା ଏଲପିଜି ସିଲିଣ୍ଡର। ୧୫ ଫ୍ରେବୃୟାରୀରୁ ଲାଗୁ ହୋଇସାରିଛି ନୂଆ ଦର।ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ରାଜଧାନୀରେ ଗ୍ୟାସ ସିଲିଣ୍ଡରର ଦାମରେ ୫୦ଟଙ୍କା ବଢିଯିବ। ନୂଆ ଦାମ ସୋମବାର ଦ୍ବୀପହର ୧୨ ଠାରୁ ଲାଗୁ ହେଇଯିବ। ଏହି ପେଟ୍ରୋଲ ଦରରେ ଲଗାତାର ଇଯାଫା ହେବାରେ ଲାଗିଛି। ୪ ଫେବ୍ରୁଆରୀକୁ ହିଁ ଏହି ଦାମରେ ୨୫ ଟଙ୍କାର ବୃଦ୍ଧି ଦେଖା ଯାଇଥିଲା ମାତ୍ର ଏବେ ପୁଣି ୫୦ ଟଙ୍କାର ଇଯାଫା ଦେଖା ଦେଇଛି। ଏହାପରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡରର ଦାମ ପ୍ରାୟ ୭୭୯ ଟଙ୍କା ହେଇଯିବ।

Google

ଗୋଟେ ପଟେ ସିଲିଣ୍ଡରର ଦାମରେ ଇଯାଫା ଦେଖା ଯାଉଛି ଆଉ ଦ୍ୱିତୀୟ ପଟେ ପ୍ରଧାନମନ୍ତ୍ରୀ ପେଟ୍ରୋଲୀୟମ ସବ୍ସିଡିରେ ହ୍ରାସ କରି ୧୨୯୯୫ କୋଟି ଟଙ୍କା ରଖାଯାଇଛି। ଏହାପରେ ଏପରି ଅନୁମାନ କରାଯାଉଛି କି ଜଲଦି ହିଁ ସରକାର ଏଲପିଜିର ସବ୍ସିଡି ସମାପ୍ତ କରିବାକୁ ଯାଉଛି। ସେଠାରେ ପେଟ୍ରୋଲ ଆଉ ଡିଜେଲର କାରବାର କରୁଥିବା ବ୍ୟକ୍ତିଗତ କମ୍ପାନୀ ମାନେ ପେଟ୍ରୋଲ ଦରରେ ଲଗାତାର ଇଯାଫା କରିବାରେ ଲାଗିଛନ୍ତି ଆଉ ଦିଲ୍ଲୀର ପେଟ୍ରୋଲ ଦର ୮୮.୭୩ ଆଉ ଡିଜେଲ ୭୯.୦୯ ଟଙ୍କା ଯାଏ ପହଂଚି ସାରିଛି। ବୈଶ୍ବିକ ବଜାରରେ ଇଯାଫା ପରେ ସ୍ଥାନୀୟ କମ୍ପାନୀ ମାନେ ବୁଧବାର ପେଟ୍ରୋଲରେ ୨୯ ପଇସା ତଥା ଡିଜେଲରେ ୩୨ ପଇସା ବୃଦ୍ଧି କରି ଦେଇଛନ୍ତି।

ରାଜସ୍ଥାନରେ ପେଟ୍ରୋଲ ତଥା ଡିଜେଲ ଦର ସର୍ବାଧିକ ଅଟେ ଆଉ ଏଠାରେ ପେଟ୍ରୋଲ ଆଉ ଡିଜେଲ ଯଥାକ୍ରମେ ୯୯ ଆଉ ୯୧ ରୁ ବି ଅଧିକ ହେଇ ଯାଇଛି। ଏଠାରେ ଶ୍ରୀନଗରରେ ପେଟ୍ରୋଲ ୯୯.୨୯ ଆଉ ଡିଜେଲ ଦର ୯୧.୧୭ ପ୍ରତି ଲିଟର ଯାଏ ପହଂଚି ଯାଇଛି। ରାଜସ୍ଥାନ ପୂର୍ବ ମାସ ଅନ୍ତିମ ଦିନରେ ପେଟ୍ରୋଲ ଆଉ ଡିଜେଲ ଦରରେ ୨ ଟଙ୍କା ପ୍ରତି ଲିଟର କମ କରିଥିଲା ତଥାପି ସେଠାରେ ଦର ୩୬% ବୃଦ୍ଧି ଘଟିଛି ଯାହାକି ଦେଶରେ ସର୍ବାଧିକ ଅଟେ।

ଶ୍ରୀଗଙ୍ଗନଗରରେ ପ୍ରିମିଆମ ପେଟ୍ରୋଲର ଦର ୧୦୨.୭ ଆଉ ପ୍ରିମିଆମ ଡିଜେଲର ଦର ୯୪.୫୬ ଟଙ୍କା ପ୍ରତି ଲିଟର ବିକ୍ରି ହେଉଥିଲା। ମୁମ୍ବାଇରେ ସାଧାରଣ ପେଟ୍ରୋଲର ଦରରେ କ୍ରମଶଃ ୯୫.୭୧ ଆଉ ୮୬.୦୪ ଦରରେ ସାଧାରଣ ଡିଜେଲ ବିକ୍ରି ହେଉଥିଲା। ଆଉ ପ୍ରମିଆମ ଉତ୍ପାଦ ମାନଙ୍କର ଦର କ୍ରମଶଃ ୯୭.୯୯ ଆଉ ୮୯.୨୭ ଥିଲା।

Google

କଂଗ୍ରେସ ତଥା ଅନ୍ୟ ବିପକ୍ଷୀ ଦଳ ମାନେ ଏହି ପେଟ୍ରୋଲ ଦର ଇଯାଫା ଉପରେ ବିଜେପି ସରକାରଙ୍କୁ ବହୁତ କମ୍ପ୍ଲେନ କରିଛନ୍ତି। ପେଟ୍ରୋଳିଆମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ସଂସଦରେ କହିଲେ କି ପେଟ୍ରୋଳିଆମ ଉତ୍ପାଦଙ୍କ ଉପରେ ଶୁଳ୍କ ଘଟିବା ଉପରେ କିଛି ଆଲୋଚନା କରା ଯାଇନାହିଁ। ବୈଶ୍ବିକ ବଜାରରେ ଲକଡାଉନ ପରେ ପେଟ୍ରୋଲର ଦର ପ୍ରାୟ ୬୧ ଡଲାର ପ୍ରତି ବ୍ୟାରେଲ ଯାଏ ପହଂଚି ଯାଇଛି ଆଉ ଭାରତକୁ ନିଜର ପେଟ୍ରୋଲ ବ୍ୟବହାର ଉପରେ ୮୦% ଆମଦାନୀ ଉପରେ ଭରସା କରିବାକୁ ପଡିଥାଏ। ତେଣୁ ଭାରତ ପେଟ୍ରୋଲ ଆଉ ଡିଜେଲ ଉପରେ କ୍ରମଶଃ ୩୨.୯ ଆଉ ୩୧.୮୦ ଟଙ୍କାର ଶୁଳ୍କ ଲଗାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *