ବ୍ୟୁରୋ ରିପୋର୍ଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ମୀଘମର ଏଜବେଷ୍ଟନରେ ୫ମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପ୍ରଥମ ପାରିରେ ୪୧୬ ରନ କରିଛି। ଏହି ପାରିରେ ଉପ ଅଧିନାୟକ ରିଷଭ ପନ୍ତ ୧୪୬ ଓ ରବିନ୍ଦ୍ର ଜାଡେଜା ୧୦୪ ରନର ଯୋଗଦାନ ଦେଇଥିଲେ।ଦ୍ୱିତୀୟ ଦିନ ଖେଳ ଆରମ୍ଭ ପୂର୍ବରୁ ଗ୍ରାଉଣ୍ଡରେ ଦର୍ଶକଙ୍କ ସହିତ ଖେଳାଳି ମଧ୍ୟ ଏକ ଖାସ କାରଣରୁ ନୀଳ ରଙ୍ଗର ଟୋପି ପିନ୍ଧିଥିଲେ। ୪୫ ସେକେଣ୍ଡ ପର୍ଯ୍ୟନ୍ତ ଇଂଲଣ୍ଡର ପୂର୍ଵ ପ୍ରେସର ବାବ ବିଲିସଙ୍କ ପାଇଁ ତାଳି ମାରିଥିଲେ।

ଏହି ଟୋପିର କନେକ୍ସନ ବିଲିସଙ୍କ ସହ ଅଛି।ତାଙ୍କର ମୃତ୍ୟୁ ପ୍ରୋଟେଷ୍ଟ କ୍ୟା-ନ୍ସ-ରରେ ହୋଇଥିଲା ଯାହା ପରେ ତାଙ୍କ ନମାରେ ଏହି ରୋଗ ପାଇଁ ଓ ଚିକିତ୍ସା ପାଇଁ ବାଵ ବିଲିସ ଫଣ୍ଡ ତିଆରି କରାଯାଇଥିଲା।
ଏହି କାରଣରୁ ଏଜବେଷ୍ଟନରେ ଖେଳାଯାଉଥିବା ଏହି ମ୍ୟାଚରେ ତାଙ୍କ ଫଣ୍ଡ ପାଇଁ ଖେଳାଳି ନୀଳ ଟୋପି ପିନ୍ଧିଥିଲେ। କହିରଖିବୁକି ବିଲିସଙ୍କ ମୃ-ତ୍ୟୁ ଡିସେମ୍ବର ୨୦୧୯ରେ ପ୍ରୋଟେଷ୍ଟ କ୍ୟା-ନ୍ସ-ରରେ ହୋଇଥିଲା। ତାଙ୍କ ମୃ-ତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେବେ ଠୁ ଇଂଲଣ୍ଡରେ ଏହି ରୋଗର ଚିକିତ୍ସା ଓ ଅନୁସନ୍ଧାନ ପାଇଁ #ବ୍ଲୁଫରବୋବ ଚାଲୁଛି। ପୂର୍ଵ ବର୍ଷ ମଧ୍ୟ ଯେବେ ପାକିସ୍ତାନ ଇଂଲଣ୍ଡ ଗ୍ରସ୍ତରେ ଆସିଥିଲା ସେବେ ମଧ୍ୟ ଏକ ଏକଦିବସିୟ ମ୍ୟାଚରେ ଖେଳାଳି, ଦର୍ଶକ ଓ କମେଣ୍ଟେଟର ମଧ୍ୟ ନୀଳ ଟୋପି ପିନ୍ଧିଥିଲେ।
ପ୍ରୋଟେଷ୍ଟେ କ୍ୟାନ୍ସର ପାଇଁ ଲୋକଙ୍କୁ ଜାଗରୁକ କରାଯାଉଛି:
ବ୍ରିଟେନରେ ପ୍ରତି ୮ ରୁ ଜଣେ ପୁରୁଷ ପ୍ରୋଟେଷ୍ଟ କ୍ୟାନ୍ସରରେ ପୀଡିତ ହେଉଛି। ଏବେ ପର୍ଯ୍ୟନ୍ତ ଦେଶରେ ସ୍କାନିଙ୍ଗ ପାଇଁ ଅନେକ ନେସନାଲ ପୋଗ୍ରାମ ଆରମ୍ଭ ହେଇଛି ଯାହା ଦ୍ୱାରା ଜଣାପଡୁଛିକି ଏହା କେତେ ସାଙ୍ଘାତିକ ହୋଇପାରେ। ବାବ ବିଲିସ ଫଣ୍ଡ ଏହି ଚିନ୍ତାଧାରାକୁ ବଦଳାଇବା ପାଇଁ ସାଧାରଣ ଲୋକଙ୍କୁ ଏହା ପ୍ରତି ଜାଗୁରୁକ କରିବା ଅଟେ। ଏହି ଫଣ୍ଡର ଆରମ୍ଭ ବିଲିସଙ୍କ ପତ୍ନୀ ଲାରେନ କ୍ଲାର୍କ ଓ ତାଙ୍କ ଭାଇ ଡେଭିଡ କରିଥିଲେ।
🏟️ Edgbaston Stadium will be turning #BlueForBob today in honour of former England and Warwickshire County Cricket Club legend Bob Willis to raise awareness and funds for the fight against prostate cancer.#INDvENG #ENGvIND #BlueForBob #BobsBowlingZone #TeamIndia #BharatArmy pic.twitter.com/EXr3GwoVt8
— The Bharat Army (@thebharatarmy) July 2, 2022
ଦର୍ଶକ ଓ ସ୍ପେଶାଲ ଗେଷ୍ଟ ଏଥିରେ ଅଂଶ ହେବେ:
ଏଜବେଷ୍ଟନ ଟେଷ୍ଟର ଦ୍ୱିତୀୟ ଦିନ ଶନିବାରକୁ #BobsBowlingZone ଚ୍ୟାଲେଞ୍ଜ ସାମିଲ ହେବ। ଯେଉଁଥିରେ ଇଂଲଣ୍ଡ ଓ ଭାରତର ସମର୍ଥକ ଗ୍ରୁପ ବାର୍ମୀ ଓ ଭାରତ ଆର୍ମି ,ଏଜବେଷ୍ଟନ ଟେଷ୍ଟରେ ଉପସ୍ଥିତ ଦର୍ଶକ ଓ ସ୍ପେଶାଲ ଗେଷ୍ଟ ଦିନ ସାରା ଦୁଇ ହଜାର ବଲ ପକାଇବେ। ଏହା ଆଜିର ଦିନରେ ଷ୍ଟାଡିୟମରେ ଉପସ୍ଥିତ ପୁରୁଷ ପ୍ରସଂସକଙ୍କ ବରାବରୀ ହେବ,ଯାହାଙ୍କୁ ପ୍ରୋଟେଷ୍ଟ କ୍ୟା-ନ୍ସ-ର ହେବାର ଆଶଙ୍କା ଅଟେ।

ବିଲିସ ଇଂଲଣ୍ଡ ପାଇଁ ୩୨୫ ୱିକେଟ ନେଇଥିଲେ:
ବାଵ ବିଲିସ ୧୯୭୨-୧୯୮୪ ପର୍ଯ୍ୟନ୍ତ ବାରବିକସାୟର ପାଇଁ କାଉଁଟି କ୍ରିକେଟ ଖେଳିଛନ୍ତି।ସେ ଏହି କ୍ଳବ ସହିତ ପ୍ରଥମ ବର୍ଷ ଚମ୍ପିୟାନ ହୋଇଥିଲେ। ସେ ଇଂଲଣ୍ଡ ପାଇଁ ୯୦ ଟେଷ୍ଟରେ ୨୫.୨୦ ଔସତରେ ୩୨୫ ୱିକେଟ ନେଇଥିଲେ।କେବଳ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ଼ ଓ ଇୟାନ ବୋଥାମଙ୍କ ଔସତ ବାଵଙ୍କ ଠୁ ଭଲ। ତାଙ୍କର ସବୁଠୁ ଭଲ ସ୍ପେଲ ୧୯୮୧ରେ ହେଣ୍ଡଲିଙ୍ଗ ଆସେସ ଟେଷ୍ଟରେ ଆସିଥିଲା। ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୪୩ ରନ ଦେଇ ୮ ୱିକେଟ ନେଇଥିଲେ ଓ ଇଂଲଣ୍ଡ ମ୍ୟାଚ ଜିତିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।