ଭାରତ ଓ ଆମେରିକା ଟୁ ପ୍ଲସ ଟୁ ବାର୍ତ୍ତା ଅନୁସାରେ ଅନେକ ଚୁକ୍ତି କରିବାକୁ ଯାଉଛନ୍ତି। ଏହି ଚୁକ୍ତି ଦ୍ଵାରା ଭାରତର ସୈନ୍ୟ ଶକ୍ତି ମଝବୁତ ହେବ। ଭାରତ ଓ ଆମେରିକା ଭିତରେ ବୈସିକ ଏକ୍ସଚେଞ୍ଜ ଆଣ୍ଡ କରପୋରେସନ ଏଗ୍ରିମେଣ୍ଟ ବା BECA ଉପରେ ଚୁକ୍ତିନାମା ହେବାକୁ ଯାଉଛି।

ଭାରତ ଓ ଆମେରିକା ଭିତରେ ୨+୨ ଡାଇଲଗ ପାଇଁ ଭାରତର ରକ୍ଷାମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଆମେରିକାର ରକ୍ଷାମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କୁ ଭେଟ ହେବ। ଏହି ଭେଟ ପାଇଁ ଆମେରିକାର ରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ଓ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଭାରତ ପହଁଚିସାରିଲେଣି। ଦୁଇ ଦେଶର ନେତା ମାନଙ୍କ ସହିତ କାଲି ସାଧାରଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।୨+୨ ଡାଇଲଗ ଅନୁସାରେ ଆଜି ସୈନ୍ୟ ସହଯୋଗକୁ ନେଇ ବଡ଼ ଚୁକ୍ତିନାମା ହେବ। ଆଜି ଭାରତ ଓ ଆମେରିକା ଟୁ ପ୍ଲସ ଟୁ ବାର୍ତ୍ତା ଅନୁସାରେ ଅନେକ ଚୁକ୍ତି ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଚୁକ୍ତି ଦ୍ଵାରା ଭାରତର ସୈନ୍ୟ ଶକ୍ତି ମଝବୁତ ହେବ। ଭାରତ ଓ ଆମେରିକା ଭିତରେ ବୈସିକ ଏକ୍ସଚେଞ୍ଜ ଆଣ୍ଡ କରପୋରେସନ ଏଗ୍ରିମେଣ୍ଟ ବା BECA ଉପରେ କରାର ହେବାକୁ ଯାଉଛି।
BECA ଚୁକ୍ତିନାମା କଣ ଏବଂ ଏଥିରେ କଣ ଫାଇଦା ହେବ?
୨+୨ ଡାଇଲଗ ଅନୁସାରେ ସମସ୍ତଙ୍କ ଦୃଷ୍ଟି ଭାରତ ଓ ଆମେରିକା ଭିତରେ ହେବାକୁ ଥିବା BECA ଚୁକ୍ତିନାମା ଉପରେ ଅଛି। BECA ହେଉଛି ବୈସିକ ଏକ୍ସଚେଞ୍ଜ ଆଣ୍ଡ କରପୋରେସନ ଏଗ୍ରିମେଣ୍ଟ ଫୋର ଜିଓସ୍ପୋକଟିକଲ କରପରେସନ । ଏହି ଚୁକ୍ତି ଅନୁସାରେ ଆମେରିକାର ଜିଓ-ଷ୍ଟେଟେଜିକଲ ମୈପ, ସାଟେଲାଇଟ ଇମେଜରି ଓ ଅନ୍ୟ କ୍ଲାସିଫାଏଡ ଡାଟା ଭାରତ ବ୍ୟବହାର କରିପାରିବେ।

ଚୁକ୍ତିନାମାରେ ଭାରତକୁ ଫ୍ରଉରୁ ଅର ବୈଲେଷ୍ଟକ ମିସାଇଲ ସହିତ ଡ୍ରୋନ ଆଟାକରେ ସଠିକ ଲକ୍ଷ ଲଗାଇବାରେ ସାହାଯ୍ୟ ମିଳିବ। ଚୁକ୍ତି ଦ୍ଵାରା ଆମେରିକାର ଜିଓ-ଷ୍ଟେଟେଜିକଲ ମୈପ, ସୈଟେଲାଇଟ ଇମେଜରି, ଓ ଅନ୍ୟ କ୍ଲାସିଫାଏଡ ଡାଟା ଭାରତ ବ୍ୟବହାର କରିପାରିବ।
BECA ଦ୍ଵାରା ଜିଓ- ଷ୍ଟେଟେଜିକଲ ମ୍ୟାପ ସହିତ ଆମେରିକାର ଏୟାରନୋଟିକ ନାଭିଗେସନ ଚାର୍ଟସ ବି ବ୍ୟବହାର କରିବାରେ ଉଦିଷ୍ଟ ହେବ । ଏହା ଛଡା ଏହି ଚୁକ୍ତି ଦ୍ଵାରା ଆମେରିକାର ଜିଓ-ମୈଗେନେଟିକ, ଜିଓ-ଫିଜିକଲ, ଓ ଗ୍ରେବେଟ ଡାଟା, ଭି ଭାରତ ସହିତ ଚୁକ୍ତି କରାଯିବ। ଏହି ଚୁକ୍ତିନାମାରେ ଭାରତକୁ ଫ୍ରଉରୁ ଅର ବୈଲେଷ୍ଟକ ମିସାଇଲ ସହିତ ଡ୍ରୋନ ଆଟାକ ରେ ସଠିକ ଲକ୍ଷ ଲଗାଇବାରେ ସାହାଯ୍ୟ ମିଳିବ ତା ସହିତ ପ୍ରଶାନ୍ତ ମହାସାଗରରେ ନାଭିଗେସନରେ ସାହାଯ୍ୟ ମିଳିବ।
ମୋଦି ସରକାର ଆମେରିକା ସହିତ ଦୁଇଟି ଅନ୍ୟ ବଡ଼ ସୈନ୍ୟ ଚୁକ୍ତିନାମା ପୂର୍ବରୁ କରିସାରିଛନ୍ତି:
କହିରଖିବୁ କି ମୋଦି ସରକାର ପୂର୍ବରୁ ଆମେରିକା ସହିତ ଦୁଇଟି ଅନ୍ୟ ବଡ଼ ସୈନ୍ୟ ଚୁକ୍ତିନାମା କରିସାରିଛନ୍ତି। ପ୍ରଥମ ଅଟେ ଲିମାଓ ବା ଲଯେଷ୍ଟିକ ଏକ୍ସଚେଞ୍ଜ ମେମୋରେଡେମ ଅଫ ଏଗ୍ରୀମେଣ୍ଟ, ଯାହା ଦ୍ୱାରା ଦୁଇ ଦେଶ ଜଣେ ଜଣଙ୍କ ମିଲିଟାରୀ ବେସ ବ୍ୟବହାର କରିପାରିବେ। ଅନ୍ୟଟି ହେଉଛି କୋମକାସା ବା କମୁନିକେସନ କମ୍ପେଟବେଲିଟି ଆଣ୍ଡ ସିକ୍ୟୁରୀଟି ଏଗ୍ରୀମେଣ୍ଟ।
ସୋମବାରକୁ ହୋଇଥିଲା ଦୁଇଦେଶର ରକ୍ଷା ମନ୍ତ୍ରୀଙ୍କ ବୈଠକ:
ସୋମବରକୁ ମନ୍ତ୍ରୀ ରାଜନାଥ ସିଂ ଓ ଆମେରିକାରେ ରକ୍ଷା ସଚିବ (ମନ୍ତ୍ରୀ) ମାର୍କ ଏସ୍ପର ଙ୍କର ନୂଆଦିଲ୍ଲୀରେ ଭେଟ ହୋଇଥିଲା। ଏହି ଭେଟ ପରେ ରକ୍ଷା ମନ୍ତ୍ରାଳୟ ବୟାନ ଜାରିକରି BECA ଚୁକ୍ତିନାମା ପ୍ରସଙ୍ଗରେ ସୂଚନା ଦେଇଥିଲେ। ଆମେରିକାର ରକ୍ଷା ସଚିବ ଓ ବିଦେଶ ସଚିବ ମାଈକ ପୋମ୍ପିଓ ଦୁଇ ଦିନର ଗ୍ରସ୍ତ ସହିତ ଟୁ ପ୍ଲସ ଟୁ ମିଟିଙ୍ଗ ପାଇଁ ଭାରତ ଆସିଛନ୍ତି। ଆଜି ଦୁଇ ଦେଶର ରକ୍ଷା ଓ ବିଦେଶ ମନ୍ତ୍ରୀ ଏକା ସାଥିରେ ବୈଠକ କରିବେ। ଏହା ଦ୍ଵାରା BECA ଫୋର ଜିଓ ସ୍ପୋଟିୟଲ କରପୋରେସନ ହସ୍ତାକ୍ଷର କରାଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।