IND vs AUS :ଅଷ୍ଟ୍ରେଲିଆ ଗ୍ରସ୍ତରେ ଯିବେ ରୋହିତ ଶର୍ମା, ଖେଳିପାରନ୍ତି ଟେଷ୍ଟ ସିରିଜ।

ଭାରତର କ୍ରିକେଟ ଟିମର ଓପନର ରୋହିତ ଶର୍ମା ଅଷ୍ଟ୍ରେଲିଆ ଗ୍ରସ୍ତରେ ଯିବେ। ସେ ଟିମର ଅଂଶ ନହାଁନ୍ତି ତଥାପି ସେ ଟେଷ୍ଟ ମ୍ୟାଚ ଖେଳିପାରନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ ସେ ନିଶ୍ଚିତ ରୂପରେ ଅଷ୍ଟ୍ରେଲିଆ ଗ୍ରସ୍ତର ଅଂଶ ହେବେ କିନ୍ତୁ ସେ ଟେଷ୍ଟ ସିରିଜ ଖେଳିବାର ସବୁଠୁ ଅଧିକ ସମ୍ଭାବନା ଅଛି। ଟିମ ଇଣ୍ଡିଆ ୧୧ ନଭେମ୍ବର ଠୁ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ବାହାରି ପଡିବେ। ଏଏନଆଇ ଅନୁସାରେ ରୋହିତ ଶର୍ମା ୧୧ ନଭେମ୍ବରକୁ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ଇଣ୍ଡିଆ ଟିମ ସହିତ ଯିବେନି। ସେ ପରେ ଯାଇ ଇଣ୍ଡିଆ ଟିମ ସହିତ ମିଶିବେ।

Google

ମିଳିଥିବା ସୂଚନା ଅନୁସାରେ “ରୋହିତ ଶର୍ମା ଅଷ୍ଟ୍ରେଲିଆ ଗ୍ରସ୍ତ ରେ ଭାରତୀୟ ଟିମରେ ସାମିଲ ହେବା ଅବଶ୍ୟ କିନ୍ତୁ ସେ କେବଳ ଟେଷ୍ଟ ସିରିଜ ଖେଳିବାର ସମ୍ଭାବନା ଅଛି।କାରଣ ଅଷ୍ଟ୍ରେଲିଆରେ କ୍ବାରେଣ୍ଟିନ ପିରିୟଡ଼ ରହିଛି ଯାହା ପାଇଁ ସେ ନିର୍ଦ୍ଧାରିତ ଓଭର ମ୍ୟାଚ ଖେଳିପାରିବେ ନାହିଁ।

ପୂର୍ଵ ବର୍ଷ ଯେବେ ଭାରତୀୟ ଟିମ ଚାରୋଟି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଗ୍ରସ୍ତରେ ଯାଇଥିଲା ସେବେ ଭାରତକୁ ୨-୧ ରେ ବିଜୟ ମିଳିଥିଲା । ଏହି ଥର ମଧ୍ୟ କୋହଲି ସିରିଜ ବଞ୍ଚାଇବା ପାଇଁ ସବୁ ଚେଷ୍ଟା କରିବେ। ପୂର୍ଵଥର ଭାରତ ଅଷ୍ଟ୍ରେଲିଆ କି ଏଡ଼ିଲେଡ଼ରେ ପ୍ରଥମ ମ୍ୟାଚରେ ହରାଇଥିଲା।ଏହା ପରେ ପର୍ଥରେ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ହାର ସାମ୍ନା କରିବାକୁ ପଡିଥିଲା। ପର୍ଥରେ କୋହଲି ଏହା ସୁନ୍ଦର ଶତକ ମାରିଥିଲେ। ଏହା ପରେ ଭାରତ ସୁନ୍ଦର ପ୍ରଦର୍ଶନ କରି ମେଲବର୍ଣରେ ବିଜୟ ହାସଲ କରି ସିରିଜକୁ ନିଜ ନାମରେ କରିଥିଲା।

ଭାରତର ଅଷ୍ଟ୍ରେଲିଆ ଗ୍ରସ୍ତ ୨୭ ନଭେମ୍ବରରୁ ଆରମ୍ଭ ହେବ।ସିରିଜର ଆରମ୍ଭ ତିନୋଟି ଏକଦିବସୀୟ ମ୍ୟାଚରୁ ହେବ।ଏହା ପରେ ଟି-୨୦ ମ୍ୟାଚ ସିରିଜ ହେବ। ସର୍ଵ ଶେଷରେ ଚାରୋଟି ମ୍ୟାଚର ଟେଷ୍ଟ ସିରିଜ ହେବ। ପ୍ରଥମ ଟେଷ୍ଟ ଏଡ଼ିଲେଡରେ ଖେଳାଯିବ। ଯାହା ଡେ ନାଇଟ ହେବ। ଏହା ପରେ ଦ୍ୱିତୀୟ ଟେଷ୍ଟ ୨୬ ଡିସେମ୍ବରକୁ ମେଲବର୍ଣ୍ଣରେ ଖେଳହେବ। ତୃତୀୟ ଟେଷ୍ଟ ୭ ଜାନୁଆରୀକୁ ସିଡନୀରେ ଖେଳାଯିବ ଓ ଚତ୍ରୁର୍ଥ ଟେଷ୍ଟ ୧୫ ଜାନୁଆରୀକୁ ଗାବାରେ ଖେଳାଯିବ।

ଏହା ପୂର୍ବରୁ ପୂର୍ବ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ଓ କହିଥିଲେ କି ଅଷ୍ଟ୍ରେଲିଆ ଟିମ ବିରାଟ କୋହଲି ଓ ଟିମ ଇଣ୍ଡିଆ ସହ ସ୍ପେଲଜିଙ୍ଗ କରିବ ନାହିଁ। ଷ୍ଟିଭ ଓ ଏଇସିପିଏସ କ୍ରିକଇନ୍ଫୋ ଦିଆଯାଇଥିବା ଭିଡ଼ିଓରେ କହିଛନ୍ତି କୌଣସି ଝଗଡା ଦ୍ଵାରା ବିରାଟ କୋହଲିଙ୍କୁ କୌଣସି ଅଶୁବିଧା ହେବନାହିଁ। ମହାନ ଖେଳାଳୀଙ୍କୁ ଏହାର ପ୍ରଭାବ ପଡେନାହିଁ ସେଥିପାଇଁ ଏଥିରୁ ଦୂରରେ ରୁହଁନ୍ତୁ।

ସେ କହିଛନ୍ତି,” ଏହା ଦ୍ଵାରା ତାଙ୍କୁ ଆହୁରି ରନ କହିବା ପାଇଁ ପ୍ରେରଣା ମିଳିବ। ସେଥିପାଇଁ ତା ଉପରେ ଶବ୍ଦ ବାଣ ନଛାଡିବା ହିଁ ଠିକ। ଅଷ୍ଟ୍ରେଲିଆର ତତ୍କାଳୀନ ଅଧିନାୟକ ଟିମ ପେନ ଓ ତାଙ୍କ ଟିମ ଭାରତର ପୂର୍ବ ଅଷ୍ଟ୍ରେଲିଆ ଗ୍ରସ୍ତରେ ଭୁଲ କଲେ ଓ ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ୨-୧ରେ ବିଜୟ ହାସଲ କଲା।

Google

ଷ୍ଟିଭ ଓ କହିଲେ,” ବିରାଟ କୋହଲି ବିଶ୍ୱସ୍ତରିୟ ଖେଳାଳି ଅଟନ୍ତି ଓ ସେ ସିରିଜର ସର୍ଵଶ୍ରେଷ୍ଟ ବ୍ୟାଟ୍ସମ୍ୟାନ ରହିବାକୁ ଚାହଁନ୍ତି। ପୂର୍ବ ଥର ଭାରତରେ ସେ ଓ ଷ୍ଟିବ ସ୍ମିଥ ସମ୍ମୁଖରେ ଥିଲେ। ଯେଉଁଠି ସ୍ମିଥ ତିନୋଟି ଶତକ ମାରି ଆଗରେ ରହିଥିଲେ। ଏହା ବି ତାଙ୍କର ମନେ ଥିବ ଓ ସେ ଅଧିକ ରନ କରିବାକୁ ଚାହିଁବେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.