ଚୀନ ସୀମାରେ ଭାରତର ବଡ଼ ଚ୍ୟାଲେଞ୍ଜ, ଦକ୍ଷିଣ ଚୀନ ସାଗରରେ ଭାରତ ରଖିଲା ୪ଟି ଭୟଙ୍କର ଯୁଦ୍ଧ ବିମାନ

ଅନେକ ସମୟରେ ଚୀନ ଭାରତକୁ ଡ଼ରେଇବାକୁ ଚେଷ୍ଟା କରିଚାଲିଥିବା ବେଳେ ଏବେ ଭାରତ ମଧ୍ୟ ଚୀନକୁ ଡରେଇବା ଆରମ୍ଭ କରିଦେଇଛି। ଏବେ ଭାରତ ଚୀନର ସୀମାରେ ଦକ୍ଷିଣ ଚୀନ ସାଗରରେ ସଜାଗ ରଖିଛି ୪ ଟି ଅତି ଭୟାନକ ଯୁଦ୍ଧ ବିମାନ ମିଳିଥିବା ସୂଚନା ଅନୁସାରେ ଏହି ଯୁଦ୍ଧ ବିମାନ ଦକ୍ଷିଣ ଚୀନ ସାଗର ଓ ଦକ୍ଷିଣ ପୂର୍ଵ ଏସିଆରେ ପାଖାପାଖି ୨ ମାସ ପର୍ଯ୍ୟନ୍ତ ରହିବ। ଏବେ ଏହିମାନେ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଭିଏତନାମ, ଫିଲିପାଇନ୍ସ ଓ ମାଲେସିଆ ସହ ଯୁଦ୍ଧର ଅଭ୍ୟାସ କରିପାରନ୍ତି।

Google

ଏହି ସବୁ ଦେଶ ମଧ୍ୟ ଚୀନର ବିପକ୍ଷରେ ତେଣୁ ଏମାନଙ୍କ ସହ ଭାରତ ମିଶିଯାଇଛି। ଭାରତ ଯୁଦ୍ଧ ବିମାନ ଗାଇଡେଡ ମିସାଇଲ୍‌ ଡେଷ୍ଟ୍ରୟର, ଗାଇଡେଡ ମିସାଇଲ ଫ୍ରିଗେଟ୍‌, ଆଣ୍ଟିସ ସବମରିନ ପୋତ ଏବଂ ଗାଇଡେଡ ମିସାଇଲ ଜାହାଜ ସେଠାରେ ସଜାଗ ରଖିଛି। ଭାରତ ସୂଚନା ପାଇଥିଲାକି ତାଇବାନ ଉପରେ ଚୀନ ଆକ୍ରମଣ କରିପାରେ ଯାହା ପାଇଁ ଏଭଳି ପଦକ୍ଷେପ ନେଇଛି ଭାରତ।

ଚୀନ ସମସ୍ତଙ୍କ ଉପରେ ଅତ୍ୟାଚାର କରିଆସୁଛି ତେଣୁ ତାର ପଡୋଶୀ ଦେଶ ସାଉଥ ଚାଇନା, ଭିଏତନାମ, ଇଣ୍ଡୋନେସିଆ,ଆଦି ଦେଶ ଏହା ଦ୍ଵାରା ଚୀନ ବିପକ୍ଷ ହୋଇଯାଇଛନ୍ତି କିନ୍ତୁ ଭାରତ ସର୍ଵଦା ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି। ସେଥିପାଇଁ ଭାରତ ଏପରି ପଦକ୍ଷେପ ନେଇଛି। ଏବେ ଏହି ସବୁ ମହାଶକ୍ତିଶାଳୀ ଯୁଦ୍ଧ ବିମାନ ଆଗୁଆ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ସହ ଯୁଦ୍ଧ ଅଭ୍ୟାସ କରିବ।

Google

ଆପଣଙ୍କୁ କହିରଖିବୁ ଚୀନ ସବୁବେଳେ ଦକ୍ଷିଣ ଚୀନ ସାଗରକୁ ନିଜର କହୁଛି କିନ୍ତୁ ଅନେକ ଦେଶ ଏହାକୁ ମାନିବାକୁ ରାଜିନାହାନ୍ତି। ଦକ୍ଷିଣ ଚୀନ ସାଗରରେ ବ୍ରିଟେନ ନିଜ ଯୁଦ୍ଧ ବିମାନ ଏୟାରକ୍ରାଫ୍ଟ କ୍ୟାରିୟର ଓ ଆମେରିକା ମଧ୍ୟ ଯୁଦ୍ଧ ବିମାନ ସର୍ଵଦା ରଖିଥାନ୍ତି। ଅଷ୍ଟ୍ରେଲିଆ ସହ ମଧ୍ୟ ସେଠାରେ ଅନେକ ଥର ଚୀନର ଆମ୍ନା ସାମ୍ନା ହୋଇଛି।
ନସଂଜ୍ଵ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *