ଭାରତ-ଚୀନ ମଧ୍ୟରେ ଜଲ୍ଦି ଶେଷ ହୋଇପାରେ ଗତିରୋଧ, ମୁହାଁମୁହିଁ ହେଉଥିବା କିଛି ସ୍ଥାନରୁ ପଛକୁ ଯାଇପାରନ୍ତି ଦୁଇ ଦେଶର ଯବାନ ।

ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଭାସ୍ତବିକ ସନିୟନ୍ତ୍ରଣ ରେଖା ଉପରେ ଛଅ ମାସରୁ ଅଧିକ ସମୟରୁ ଜାରି ଗତିରୋଧ ବହୁତ ଜଲ୍ଦି ଶେଷ ହୋଇପାରେ। ଦୁଇଦେଶ ମଧ୍ୟରେ କୋର କମାଣ୍ଡର ସ୍ଥାନରେ ୮ ମ ବୈଠକରେ ଗତିରୋଧ ଶେଷ ହେବାର ସଂକେତ ମିଳିଛି।ରକ୍ଷା ସୂତ୍ର ଅମୁସରେ ଆଗାମୀ କିଛି ଦିନରେ ଦୁଇଦେଶର ସୈନିକ ମୁହାଁମୁହିଁ ହେଉଥିବା ସ୍ଥାନରୁ ପଛକୁ ଯାଇପାରନ୍ତି।ଏହାର ତରିକା ବାହାର କରିବା ପାଇଁ ଦୁଇ ଦେଶର ପକ୍ଷ ମଧ୍ୟରେ ବୈଠକ ହୋଇଥିଲା।

Google
ଭାରତୀୟ ସେନାର କିଛି ଅଶୁଣା କଥା:-

ଯଦି ଆମେ ଆମ ଜୀବନର ସବୁ ସମୟ ନିଜ ସାଙ୍ଗ ସାଥି ଓ ପରିଜନଙ୍କ ସହିତ କୌଣସି ଅଶୁବିଧା ବିନା ବିତାଇ ପାରୁଛେ ଏହାର ଶ୍ରେୟ ଯାଇଥାଏ ସେନାକୁ। ଯାହାର ଯବାନ ଦିନରାତି ଆମ ପାଇଁ ଜଗିରହିଥାନ୍ତି। ଆସନ୍ତୁ ଆଜି ଆମେ ଭାରତୀୟ ସେନା(ଜଳ ,ସ୍ଥଳ, ଓ ବାୟୁ ସେନା) ସହିତ ଜଡିତ କିଛି ରୋଚକ କଥା ଜାଣିବା। ଏହାକୁ ଜାଣିବା ପାଇଁ ଆଗକୁ ଦେଖନ୍ତୁ।

ତଥାପି ଭାରତ ଏହି ମାମଲାରେ ସାବଧାନ ପୂର୍ବକ ଆଗକୁ ବଢୁଛି। କାରଣ ତାର ମାନିବା ପଟେ କି କଥାବାର୍ତ୍ତା ଓ ବୁଝାମଣାକୁ ମାଟି ସ୍ଥାନରେ ଲାଗୁକରାଯିବା ଉଚିତ।ଦୁଇଦେଶ ରବିବାରକୁ ସଂଯୁକ୍ତ ବୟାନ ଜାରି କରି କମାଣ୍ଡର ସ୍ତରର ଅଷ୍ଟମ ବୈଠକରେ ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି କି ଚୁସୁଲ ସେକ୍ଟରରେ ଦୁଇ ଦେଶ ମଧ୍ୟରେ ଖୋଲାଖୋଲି ଓ ବିସ୍ତାର ରୂପରେ କଥାବାର୍ତ୍ତା ହୋଇଛି।

ସୂତ୍ର ଅନୁସାରେ ଏହି କଥା ଉପରେ ସହମତି ଅଛି କି ସୈନ୍ୟ ବଳରେ ର ସଂଯମତା ରକ୍ଷା କରିବା ତା ସହିତ ଭୁଲ ବୁଝାମଣାକୁ ଶେଷ କରିବା ପାଇଁ ଦୁଇ ଦେଶର ନେତା ମାନଙ୍କୁ ସହମତି ଲାଗୁ କରିବା ଆବଶ୍ୟକ। ଦୁଇ ପକ୍ଷର ସୈନ୍ୟ କୂଟନୀତିକ ସ୍ତରର କଥାବାର୍ତ୍ତା ଆଗାକୁ ସେହିପରି ବଢ଼ାଇବ ଆବଶ୍ୟକ। ବେଜିଙ୍ଗ ଓ ନୂଆଦିଲ୍ଲୀର ବୟାନରେ କୁହାଯାଇଛି କି ଦୁଇ ପକ୍ଷର ସୈନ୍ୟ ଓ ରାଜନୀତିକ ମାଧ୍ୟମରେ ବାର୍ତ୍ତା ଓ ସମ୍ବାଦ ଜାରିରଖିବା ପାଇଁ ଓ ପୁରୁଣା ଦ୍ଵନ୍ଦ ସାମଧାନ ପାଇଁ ବାର୍ତାକୁ ଆଗକୁ ବଢ଼ାଇବା ପାଇଁ ସହମତି ଦେଖାଇଛନ୍ତି।

Google

ଜଣାପଡିଛି କି ଭାରତୀୟ ସେନା ଓ ଚୀନର ପିପୁଲ୍ସ ଲିବରେସନ ଆର୍ମି ଭିତରର ଚୁସୁଲରେ ଶୁକ୍ରବାରକୁ ଅଷ୍ଟମ ବୈଠକ ହୋଇଥିଲା। ପାଖାପାଖି ସାଢ଼େ ୧୦ ଘଣ୍ଟା ସେହି ବୈଠକ ଚାଲିଥିଲା। ସେହି ବୈଠକରେ ଦୁଇଦେଶ ପୁନଃ ବୈଠକ ପାଇଁ ସହମତି ଦେଖାଇଛନ୍ତି। ମାନାଯାଉଛି କି ଦୁଇଦେଶ ମଧ୍ୟରେ ଆଗାମୀ ବୈଠକରେ କୌଣସି ବଡ଼ ଫଇସଲା ହୋଇପାରେ। କାରଣ ଏଲଏସି ଉପରେ କିଛି ଦିନ ହେବ ଜବରଦସ୍ତ ବରଫବାରି ହେବାକୁ ଯାଉଛି।ସେଥିପାଇଁ ସୈନ୍ୟ ମାନେ ଫେରିବା ଏକ ବଡ଼ ଫଇସଲା ମାନାଯାଉଛି।

ସେହିପରି ଦୁଇଦେଶ ଶୁକ୍ରବାରକୁ ସଂଯୁକ୍ତ ବୟାନ ଜାରିକରି କମାଣ୍ଡର ସ୍ତରନର ଅଷ୍ଟମ ବୈଠକ ବିଷୟରେ ସୂଚନାଦେଇ ସକରାତ୍ମକ ବୟାନ ଦେଇଛନ୍ତି। ଏଥିରେ କୁହାଯାଇଛି କି ଚୁସୁଲ ସେକ୍ଟର ରେ ଦୁଇ ଦେଶ ମଧ୍ୟରେ ଖୋଲାଖୋଲି ଓ ବିସ୍ତାର ରୂପରେ କଥାବାର୍ତ୍ତା ହୋଇଛି। ଦୁଇ ପକ୍ଷର ଏହା ସହମତି ଅଛି କି ସୈନ୍ୟ ବଳରେ ସଂଯମତା ରକ୍ଷା କରିବା ତା ସହିତ ଭୁଲ ବୁଝାମଣାକୁ ଶେଷ କରିବା ପାଇଁ ଦୁଇ ଦେଶର ନେତା ମାନଙ୍କୁ ସହମତି ଲାଗୁ କରିବା ଆବଶ୍ୟକ।

Google

କହିରଖିବୁ କି ପୂର୍ବ ଲଦାଖର ପଡାଡି ଅଞ୍ଚଳରେ ପାଖାପାଖି ୫୦ ହଜାର ଶୂନ୍ୟ ତାପମାତ୍ରରେ ଯୁଦ୍ଧ ପାଇଁ ଉପସ୍ଥିତ ରହିଛନ୍ତି। ଚୀନ ବି ପାଖାପାଖି ସେତିକି ସୈନ୍ୟଙ୍କୁ ଉପସ୍ଥିତ ରଖିଛି। ସୁତ୍ର ଅନୁସାରେ ଭାରତୀୟ ସେନା ବୈଠକରେ ଚୀନ ସୈନ୍ୟ ମାନଙ୍କୁ ମୁହାଁମୁହିଁ ହେଉଥିବା ସବୁ ସ୍ଥାନରୁ ପଛକୁ ଯିବାକୁ ଦାବି କରିଛନ୍ତି। ଭାରତ ପୂର୍ବରୁ ସ୍ୱୀକାର କରିଛି କି ଏଲଏସିରେ କୌଣସି ପରିବର୍ତ୍ତନ ସ୍ୱୀକାର କରିବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *