ଭାରତକୁ ମିଳିଲା ଡିଭିଲିୟର୍ସଙ୍କ ପରି ଭୟାନକ ବ୍ୟାଟ୍ସମ୍ୟାନ। ଟି-୨୦ରେ ମାରିଲେ ୩୦୦ ରନ। ଚାରିଆଡେ ଭାଇରଲ।

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଏକ ମହତ୍ତ୍ୱପୂର୍ଣ ନ୍ୟୁଜ ବାବଦରେ। ଭାରତକୁ ମିଳି ଯାଇଛି ଏବି ଡିଭିଲିୟର୍ସଙ୍କ ଠାରୁ ବି ବଡ଼ ଆଉ ଭୟଙ୍କର ବ୍ୟାଟ୍ସମ୍ୟାନ ଯିଏ କି ଗୋଟେ ହି ଟି ଟ୍ୱେଣ୍ଟି ମ୍ୟାଚରେ ୩୦୦ ରନ ମାରିଥିଲେ। ଆଜି ଆମେ ଆପଣଙ୍କ ପାଖରେ କହୁଛୁ ପାନୀପଥର ତହସିଲ କ୍ୟାମ୍ପର ରହୁଥିବା ମୋହିତ ଏହ୍ଲାବାତଙ୍କର। ଯଦି ଆପଣ ବି ଏବି ଡିଭିୟର୍ସଙ୍କର ବଡ଼ ସମର୍ଥକ ହେଇଥାନ୍ତି ତାହେଲେ ଆପଣଙ୍କ ପାଇଁ ଏହି କଥା ବହୁତ ଦରକାରୀ ହେଇ ପାରେ।

Google

ସେ ଏକ ଟି-୨୦ ମ୍ୟାଚରେ ୩୦୦ ରନ କରିବାରେ ସଫଳ ହେଇ ଯାଇଛନ୍ତି। ୨୧ ବର୍ଷୀୟ ମୋହିତ ବହୁତ ଜଲଦି ଅର୍ଦ୍ଧଶତକ ଲଗେଇବାରେ ସଫଳ ହେଇଛନ୍ତି। ଏହା ସେହି କାରିନାମା ଯାହା ବହୁତ କମ ଲୋକ କରିବାରେ ସଫଳ ହେଇଛନ୍ତି। ଦିଲ୍ଲୀର ଲଳିତା ପାର୍କରେ ଖେଳା ଯାଇଥିବା ଏକ ଫ୍ରେଣ୍ଡଲି ମ୍ୟାଚରେ ଏହି କାରିନାମା କରି ଦେଖେଇଛନ୍ତି ମୋହିତ। ସେ ଯୁବରାଜ ଙ୍କର ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କାଟି ପାରିଲେ ନାହିଁ ଆଉ ସେ ୧୭ଟି ବଲରେ ଅର୍ଦ୍ଧଶତକ ମାରିଲେ। ଯୁବରାଜ ଗୋଟେ ଓଭରରେ ୩୬ ରନ କରିଥିଲେ ଆଉ ମୋହିତ ୩୪ ରନ ହିଁ କରିପାରିଲେ।

ସେ ୫ଟି ଛକା ମାରିବାରେ ସଫଳ ହେଲେ। ମଙ୍ଗଳବାର ଦିନ ହେଇଥିବା ଏହି ମ୍ୟାଚରେ ମୋହିତଙ୍କ ଦ୍ଵାରା ହିଁ ମାମିଲ ୧୧ ନିଜର ନିର୍ଦ୍ଧାରିତ ୨୦ ଓଭରରେ ୪୧୬ ରନ କଲା ଯାହାର ଜବାବରେ ବିପରୀତ ଟିମ ମାତ୍ର ୨୦୦ ରନରେ ହି ଅଟକି ଗଲା। ମୋହିତଙ୍କ ୧୭ ବଲରେ ଅର୍ଦ୍ଧଶତକ ମାରିବା ଆଗରୁ ଯୁବରାଜ ୧୨ଟି ବଲରେ ଅର୍ଦ୍ଧଶତକ ମାରି ସାରିଥିଲେ ଯାହା କି ଆନ୍ତର୍ଜାତୀୟ କ୍ରିକେଟରେ ମାରିଥିଲେ। ମୋହିତ ଲଗାତାର ୫ଟି ଛକା ମାରିଲେ ଯାହା କି ଯୁବରାଜ ୬ଟି ମାରିଥିଲେ।

Google

ସ୍କୋର ବୋର୍ଡ ହିସାବରେ ମୋହିତ ପୁରା ୩୯ଟି ଛକା ଆଉ ୧୪ଟି ଚୌକା ମାରିବା ସହ ୬ଟି ସିଙ୍ଗିଲ ଆଉ ୩ଟି ଡବଲ ବି ନେଇଥିଲେ। ଏହିପରି ସ୍କୋର ୩୦୨ରନ ହେଇଥାଏ। ମୋହିତଙ୍କର ପରିବାର ପାନୀପଥର ବବେଲ ଗ୍ରାମରେ ରହିବା ଲୋକ ଅଟନ୍ତି। ପିତା ପବନ ଏହ୍ଲାବାତ ଜଣେ ଅଟୋ ଚଳାନ୍ତି ଆଉ ମା ଜଣେ ଛୋଟ ସ୍କୁଲରେ ଟିଚର ଅଟନ୍ତି। ସେ କ୍ରିକେଟକୁ ପୂର୍ବ ୩ବର୍ଷ ହେବ ହି ଶିରିଅସ ହେଇ ନେବା ଆରମ୍ଭ କରିଥିଲେ। ସେ ତାଙ୍କର ଏହି ଜବରଦସ୍ତ ପ୍ରଦର୍ଶନ ର ଶ୍ରେୟ ତାଙ୍କ ପିତା ପବନ ଏହ୍ଲାବାତଙ୍କୁ ଦେଇଥାନ୍ତି। ତାଙ୍କ ପିତାଙ୍କ ଅନୁସାରେ ଯେତେବେଳେ ସେଣ୍ଟ ବେଡ ସ୍କୁଲରେ ତାଙ୍କର ଦାଖିଲ କରାଗଲା ସେତେବେଳେ ମୋହିତଙ୍କୁ ପାଠରେ କମ ଆଉ କ୍ରିକେଟରେ ଦୃଷ୍ଟି ଅଧିକ ଥିଲା।

ମୋହିତଙ୍କର ପିତା ତାଙ୍କୁ ଦିଲ୍ଲୀ ର ଲାଲ ବହାଦୂର କ୍ରିକେଟ ଏକାଡେମୀରେ ଦାଖିଲ କଲେ। ତା ପରେ ତାଙ୍କ ଭବିଷ୍ୟତ କଣ ହେବ ତାହା ତାଙ୍କ ଉପରେ ହିଁ ନିର୍ଭର କରେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *