ବ୍ୟୁରୋ ରିପୋର୍ଟ: ଭାରତ ବନିବ ଆହୁରି ଶକ୍ତିଶାଳୀ। ଯୁଦ୍ଧର ଲଢ଼ିବା ପ୍ରକ୍ରିୟା ପ୍ରାୟ ହୋଇଗଲାଣି ଚେଞ୍ଜ। ତେବେ ଅନେକ ଦେଶ ନୂଆ ନୂଆ ଟେକ୍ନୋଲୋଜି ଦ୍ଵାରା ବଢ଼ିଲେଣି ଆଗକୁ। ଭାରତ ମଧ୍ୟ ଏହି ଟେକ୍ନୋଲୋଜି ହାସଲ ପାଇଁ ଗତିଶୀଳ।
DRDO ପକ୍ଷରୁ ଅଟୋନମସ ଫ୍ଲାଇଂ ଉଇଙ୍ଗ ଡେମନଷ୍ଟ୍ରେଟର ଟେକ୍ନୋଲୋଜିର ଫାଷ୍ଟ ସଫଳ ପରୀକ୍ଷଣ କରାଯାଇଛି। ରିପୋର୍ଟ ଅନୁସାରେ କର୍ଣ୍ଣାଟକର ଚିତ୍ରଦୁର୍ଗା ଠାରେ ଥିବା ଏରନୋଟିକାଲ ରେଞ୍ଜରୁ ଏହାର ପରୀକ୍ଷଣ କରାଯାଇଛି।
#DRDOUpdates | Successful Maiden Flight of Autonomous Flying Wing Technology Demonstrator@PMOIndia https://t.co/K2bsCRXaYp https://t.co/brHxaH7wbF pic.twitter.com/SbMnI5tgUM
— DRDO (@DRDO_India) July 1, 2022
ବିଶେଷ ରିପୋର୍ଟ ରୁ ଜଣା ଯାଇଛି କି DRDO ପକ୍ଷରୁ କୁହାଯାଇଛି କି ଭବିଷ୍ୟତରେ ମାନବ ବିହୀନ ବିମାନ ନିର୍ମାଣ କ୍ଷେତ୍ରରେ ଏହା ଏକ ବଡ଼ ମାଇଲଖୁଣ୍ଟ।
ମାନ୍ୟବର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଟୋନମସ ଫ୍ଲାଇଂ ଉଇଙ୍ଗ ଡେମନଷ୍ଟ୍ରେଟରର ସଫଳ ପରୀକ୍ଷଣ ପାଇଁ DRDO କୁ ଧନ୍ୟବାଦ ଦେଇଛନ୍ତି। ତେବେ ସେ କହିଛନ୍ତି କି ଗୁରୁତ୍ୱପୂର୍ଣ୍ଣ ମିଲିଟାରୀ ଟେକ୍ନୋଲୋଜି କ୍ଷେତ୍ରରେ ଦେଶକୁ ଆତ୍ମ ନିର୍ଭର କରିବାରେ ଏହା ସହାୟକ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।