ଭାରତ ଦେଲା ପାକିସ୍ତାନକୁ ଚେତାବନୀ, ଗିଲଗିଟ ବାଲ୍ଟିସ୍ଥାନ ଆମର ଅଞ୍ଚଳ ଜଲ୍ଦି ଖାଲି କର ।

ଭାରତ “ତଥାକଥିତ ଗିଲଗିଟ ବାଲ୍ଟିସ୍ଥାନ”କୁ ନିଜ ଅଞ୍ଚଳ ଘୋଷଣା କରିବାକୁ ପାକିସ୍ତାନର ପ୍ରୟାସ କୁ ରବିବାର ଦିନ ନିନ୍ଦା କରି କହିଛି ଏହାର ଉଦେଶ୍ୟ ଇସଲାମବାଦ ଦ୍ଵାରା ଏହି କ୍ଷେତ୍ର ଉପରେ “ଅବୈଧ” କବ୍ଜା କୁ ଲଚାଇବା ଅଟେ।ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି କି ଇସଲାମବାଦର “ଅବୈଧ” ଓ ଜବରଦସ୍ତ କବ୍ଜା ଵାଲା ଭାରତୀୟ କ୍ଷେତ୍ରକୁ ଏକ ସ୍ଥାନରେ ବଦଳାଇବାକୁ ପାକିସ୍ତାନର କୌଣସି ବି ପ୍ରୟାସକୁ ଭାରତ ଦୃଢ଼ତା ସହିତ ଖାରଜ କରିଥାଏ ଓ ପଡୋଶୀ ଦେଶକୁ ସେହି ଅଞ୍ଚଳ ତୁରନ୍ତ ଖାଲି କରିବାକୁ କହିଥାଏ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଦ୍ଵାରା ରବିବାରକୁ ଗିଲଗିତ ରେ କୁହାଯାଇଛି କି ତାଙ୍କ ସରକାର ଗିଲଗିଟ ବାଲ୍ଟିସ୍ଥାନକୁ ଏକ ଅସ୍ଥାୟୀ ପ୍ରାପ୍ତ ର ଘୋଷଣା କରିବେ। ଖାନଙ୍କ ଏହି କଥା ଉପରେ ଯେବେ ମିଡିଆ ପ୍ରଶ୍ନ କଲା ସେବେ ଶ୍ରୀବାସ୍ତବଙ୍କ ପକ୍ଷରୁ ଏହି ଉତ୍ତର ଆସିଲା।

Google

ପ୍ରବକ୍ତା କହିଲେ ,”୧୯୪୭ ରେ ଜାମ୍ମୁ କାଶ୍ମୀରର ଭାରତ ସଂଘ ରେ ବୈଧ, ପୁର୍ଣ ଓ ଅଟଳ ବିଲୟ କାରଣରୁ ତଥାକଥିତ “ଗିଲଗିଟ ବାଲ୍ଟିସ୍ଥାନ” ସେମେତ କେନ୍ଦ୍ର ସାଂସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖ ଭାରତର ଏକ ଅଙ୍ଗ। ସେ କହିଛନ୍ତି କି ପାକିସ୍ତାନ ସରକାରଙ୍କର ଜବରଦସ୍ତ କବ୍ଜା କରିଥିବା ଏହି କ୍ଷେତ୍ର ଉପରେ କୌଣସି ଅଧିକାର ନାହିଁ ଓ ଏହି ନୂଆ କଦମରେ ପାକିସ୍ତାନର କବ୍ଜା ଵାଲା ଏହି କ୍ଷେତ୍ରରେ ମାନବାଧିକାରର ଘୋର ଉଲଘଂନକୁ ଅଣଦେଖା କରାଯାଇପାରିବ ନାହିଁ।

ଭାରତୀୟ ସେନା ସହିତ ଜଡିତ ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ:

ଯଦି ଆମେ ଆମ ଜୀବନର ସବୁ ସମୟ ନିଜ ସାଙ୍ଗ ସାଥି ଓ ପରିଜନଙ୍କ ସହିତ କୌଣସି ଅଶୁବିଧା ବିନା ବିତାଇ ପାରିଛେ ଏହାର ଶ୍ରେୟ ଯାଇଥାଏ ସେନାକୁ। ଯାହାର ଯବାନ ଦିନରାତି ଆମ ପାଇଁ ଜଗିରହିଥାନ୍ତି। ଆସନ୍ତୁ ଆଜି ଆମେ ଭାରତୀୟ ସେନା (ଜଳ ,ସ୍ଥଳ, ଓ ବାୟୁ ସେନା) ସହ ଯୋଡ଼ା କିଛି ରୋଚକ କଥା ଜାଣିବା। ଏହାକୁ ଜାଣିବା ପାଇଁ ଆଗକୁ ଦେଖନ୍ତୁ।

ଶ୍ରୀବାସ୍ତକ କହିଲେ,” ଅବୈଧ କବ୍ଜାକୁ ଲୁଚାଇବା ପାଇଁ ପାକିସ୍ତାନ ଯେଉଁ ପ୍ରୟାସ କରୁଛି। ଯାହା ଦ୍ୱାରା ସେଠାକାର ଲୋକଙ୍କ ସହିତ ଦଶକରୁ ହେଉଥିବା ମାନାବାଧିକାରର ଉଲଘଂନ ଓ ଆଜାଦିରୁ ତାଙ୍କୁ ବଞ୍ଚିତ ରଖିବା ଲୁଚାଇଯାଇପାରିବ ନାହିଁ”।

Google

ସେ କହିଛନ୍ତି” ଏହି ଭାରତୀୟ କ୍ଷେତ୍ରର ଦର୍ଜା ବଦଳାଇବା ପ୍ରୟାସ ପାଇଁ ଆମେ ପାକିସ୍ତାନକୁ ଜଲ୍ଦି ସେହି କବ୍ଜା ସ୍ଥାନ ଛାଡିବାକୁ କହିଛୁ। ପାକିସ୍ତାନ ଏହି ମାସର ଶେଷରେ ଗିଲଗିତ ବାଲ୍ଟିସ୍ଥାନରେ ବିଧାନସଭା ପାଇଁ ନିର୍ବାଚନ ପାଇଁ ଘୋଷଣା କରିଥିଲା।

କହିରଖୁବୁ କି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଗିଲଗିଟ ବାଲ୍ଟିସ୍ଥାନଙ୍କୁ ନିଜ ପ୍ରାନ୍ତ କରିବା ପାଇଁ ଘୋଷଣା କରିଦେଇଛନ୍ତି। ରବିବାରକୁ ସେ ୭୩ ତମ ସ୍ବତନ୍ତ୍ରତା ଦିବସରେ ସମାରୋହରେ ପହଁଚିଥିଲେ ଯେଉଁଠି ସେ ଏହା ଘୋଷଣା କରିଥିଲେ। ପୂର୍ବରୁ ଇମରାନ ଏହା କହିଛନ୍ତି କି ଗିଲଗିତ ବାଲ୍ଟିସ୍ଥାନ କୁ ସମ୍ବିଧାନିକ ଅଧିକାର ଦିଆଯିବ ଓ ସେଠାରେ ନିର୍ବାଚନ କରାଯିବ। ଭାରତ ଏହାକୁ ବିରୋଧ କରିଆସୁଛି ଓ ପାକିସ୍ତାନ ଭିତରେ ମଧ୍ୟ ଏହାକୁ ବିରୋଧ କରାଯାଇସାରିଛି।

Google

ପାକିସ୍ତାନର ଜିଓ ନ୍ୟୁଜ ଅନୁସାରେ ଖାନ ଏହା କହିଛନ୍ତିକି ମୋର ଗିଲଗିଟ ବାଲ୍ଟିସ୍ଥାନ ଆସିବାର ଏହା କାରଣ କି ଏହାକୁ ଏକ ଆମ ପ୍ରାନ୍ତ ଘୋଷଣା କରିବା। ଆମେ ଏହି ନିଷ୍ପତ୍ତି ସଂଯୁକ୍ତ ରାଷ୍ଟ୍ରପରିଷଦର ରେଗୁଲେସନକୁ ଧ୍ୟାନରେ ରଖି କରିଛୁ। ଇମରାନ ଖାନ କହିଛନ୍ତି ସେ ଗିଲଗିତ ବାଲ୍ଟିସ୍ଥାନକୁ ଦିଆଯିବାକୁ ଥିବା ପ୍ୟାକେଜ ବିଷୟରେ କହିପାରିବେ ନାହିଁ। କାରଣ ଏହା ନିର୍ବାଚନ ହେବାକୁ ଥିବା ଆଇନର ଭଙ୍ଗ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *