ଭାରତର ୧୫ ତମ ରାଷ୍ଟ୍ରପତି ବନିଲେ ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁ! ଖେଳିଗଲା ଖୁସିର ଲହରୀ

ବ୍ୟୁରୋ ରିପୋର୍ଟ: NDA ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପାର୍ଥି ଦ୍ରୌପଦୀ ମୁର୍ମୁ ଜିତି ଯାଇଛନ୍ତି। ସେ ବିରୁଦ୍ଧରେ ଥିବା ପାର୍ଥିଙ୍କୁ ହରାଇ ଦେଇଛନ୍ତି। କହିରଖିବୁ କି ମୁର୍ମୁ ଝାରଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି। ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଅଟନ୍ତି।

Google

ବର୍ଷ ୨୦୧୫-୨୦୨୧ ପର୍ଯ୍ୟନ୍ତ ଝାରଖଣ୍ଡର ଗଭର୍ଣ୍ଣର ଥିବା ମୁର୍ମୁଙ୍କ ଜନ୍ମ ୧୯୫୮ ମସିହା ୨୦ ଜୁନ କୁ ହୋଇଥିଲା। ତାଙ୍କର ପାଠ ପଢା ରମାଦେବୀ ମହିଳା କଲେଜ ରେ ହୋଇଥିଲା। ଦ୍ରୋପଦୀ ମୁର୍ମୁ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ସେ ପାଠ ପଢା ସରିବା ପରେ ଶିକ୍ଷକ ରୂପରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ। ଏବଂ କିଛି ସମୟ ପର୍ଯ୍ୟନ୍ତ ସେ ଏହି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ଥିଲେ।

Google

କହିରଖିବୁ କି ଦ୍ରୌପଦୀ ମୁର୍ମୁ ସିଂଚାଇ ଏବଂ ବିଜୁଳୀ ବିଭାଗରେ ୧୯୭୯ ରୁ ୧୯୮୩ ପର୍ଯ୍ୟନ୍ତ ଜୁନିଅର ଆସିଷ୍ଟାଣ୍ଟ ରୂପରେ କାମ କରିସାରିଛନ୍ତି। ବର୍ଷ ୧୯୯୪ ରୁ ୧୯୯୭ ପର୍ଯ୍ୟନ୍ତ ସେ ରାୟରଙ୍ଗପୁରର ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ସେଣ୍ଟରରେ ଅନରେରି ଆସିଷ୍ଟାଣ୍ଟ ଟିଚର ରୂପରେ ବି ସେବା କରିଛନ୍ତି।

ତେବେ ଏହା ଓଡିଆବାସୀଙ୍କ ପାଇଁ ଅତ୍ୟନ୍ତ ଖୁସିର ଖବର। କେବଳ ଓଡ଼ିଆ ନୁହେଁ ସମସ୍ତ ଦେଶବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଖବର ଅଟେ। ସେଥିପାଇଁ ତାଙ୍କୁ ଯଦି ଆଦର୍ଶ ମାନି ନିଜ ଲକ୍ଷ୍ୟ ନିଷ୍ଠାର ସହ ପାଳନ କରିବେ ତେବେ ଆପଣ ବି ଦିନେ ନା ଦିନେ ଭଗବାନଙ୍କ ଦୟାରୁ ଦେଶର ସେବା କରିପାରିବେ।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *