ଭାରତୀୟ ଘରୋଇ କ୍ରିକେଟରେ ପୂର୍ଵ ଏକ ଦଶକରୁ ଖେଳୁଥିବା ସୂର୍ଯ୍ୟ କୁମାର ଯାଦବ ଟିମ ଇଣ୍ଡିଆର ଏଣ୍ଟ୍ରି ଖୁବ ଜଲ୍ଦି ହେବାକୁ ଯାଉଛି। ଏକ ଇଂରାଜୀ ଖବର କାଗଜ ମୁତାବକ ସୂର୍ଯ୍ୟ କୁମାର ଯାଦବଙ୍କୁ ପ୍ରଥମ ଥର ଚୟନକର୍ତ୍ତା ଟିମରେ ସାମିଲ କରିପାରନ୍ତି। ଏହି ସମୟରେ ଭାରତୀୟ ଚୟନ କର୍ତା ଟିମରେ ଧଳା ବଲର ଫିନିସର ଖୋଜୁଛନ୍ତି।ସୂର୍ଯ୍ୟ କୁମାର ଜାଦବଙ୍କ ଏହି ଆଇପିଏଲ ୨୦୨୦ସଜିନ ଅଟେ ଭଲ ଯାଇନାହିଁ। ହେଲେ ସେ ଘରୋଇ କ୍ରିକେଟରେ ଭଲ ଖେଳାଳି ଅଟନ୍ତି ଓ ଟିମ ଇଣ୍ଡିଆକୁ ଏକ ଭଲ ଫିନିସରର ଦରକାର ଅଛି।

ୱାଣ୍ଡେ କ୍ରିକେଟରେ ଏହି ବର୍ଷ ଆରମ୍ଭରୁ ହିଁ କେ ଏଲ ରାହୁଲ ବହୁତ ଭଲ ଖେଳୁଛନ୍ତି। ହେଲେ ସେ ଟି ୨୦ ରେ ମଧ୍ୟ ଓପନିଂ କରନ୍ତି। ଶ୍ରେୟାସ ଆୟର ଓ ମନୀଷ ପାଣ୍ଡେ ଏହି ସମୟରେ ଭାରତ ପାଇଁ ଟି୨୦ ଓ ୱାଣ୍ଡେ କ୍ରିକେଟରେ ଫିନିସର ଭୂମିକାରେ ଅଛନ୍ତି। ଏମିତିରେ ସୂର୍ଯ୍ୟ କୁମାର ଯାଦବ ଅଷ୍ଟ୍ରେଲିଆ ଗସ୍ତରେ ଏହି ଦୁଇ ଜଣଙ୍କ ଠାରୁ କଡା ଟକ୍କର ମିଳିବ।
୨୦୧୨ ରେ ସେ ଟିମ ଇଣ୍ଡିଆରେ ଚୟନ ହେବାର ବହୁତ ନିକଟତର ହୋଇଥିଲେ। ହେଲେ ସେହି ସମୟରେ ସେ ଟିମକୁ ଆସିପାରିଲେ ନାହିଁ। କେତେଥର ଇଣ୍ଡିଆ ଏ ପାଇଁ ଖେଳିବା ଓ ବାହାରିଛନ୍ତି। ତାଙ୍କୁ ଏଥର ଇଣ୍ଡିଆ ଏ ଦଳରେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ସାମିଲ କରାଯାଇଥିଲା। ଏଥର ମଧ୍ୟ ଏପରି ଲାଗୁଛି କି ତାଙ୍କୁ ଟିମରେ ଜାଗା ମିଳିପାରେ।ଅଷ୍ଟ୍ରେଲିଆ ବିରୁଦ୍ଧରେ ଥିବା ୩ ଟି ୱାଣ୍ଡେ ମ୍ୟାଚରେ ତାଙ୍କୁ ଟିମରେ ଜାଗା ମିଳିପାରେ।

ଏଥର ଅଷ୍ଟ୍ରେଲିଆ ଗସ୍ତ ପାଇଁ ବଡ ଟିମର ଚୟନ ହେବ ଓ ସୂର୍ଯ୍ୟ କୁମାର ଯାଦବଙ୍କୁ ଏଥିରେ ମୋୖକା ମିଳିପାରେ। ସୂର୍ଯ୍ୟ କୁମାରଙ୍କୁ ଛାଡି ପ୍ରସିଦ୍ଧ କୃଷ୍ନା ମଧ୍ୟ ଏମିତି ଖେଳାଳି ଅଟନ୍ତି, ଯାହାକୁ ପ୍ରଥମ ଥର ଟିମରେ ମୋୖକା ମିଳିପାରେ। ତାଙ୍କୁ ଧଳା ବଲ ମ୍ୟାଚ ପାଇଁ ମୋୖକା ମିଳିପାରେ। ଏବେ ସେ କେକେଆର ପାଇଁ ଖେଳୁଛନ୍ତି।
ସେହିପରି ସାଉଥ ଆଫ୍ରିକା ବିରୁଦ୍ଧରେ ତିନି ମ୍ୟାଚ ୱାଣ୍ଡେ ସିରିଜପାଇଁ ଚୟନ ହୋଇଥିବା ଶୁଭମାନ ଗିଲ ବାହାର ହୋଇପାରନ୍ତି। ଭାରତକୁ ଅଷ୍ଟ୍ରେଲିଆରେ ଚାରିଟି ଟେଷ୍ଟ,ସହ ୱାଣ୍ଡେ ଓ ଟି୨୦ ମ୍ୟାଚ ମଧ୍ୟ ଖେଳିବ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ ଚୟନ ଆଗାମୀ ସପ୍ତାହରେ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।