ବ୍ୟୁରୋ ରିପୋର୍ଟ: ଇଂଲଣ୍ଡରେ ଟିମ ଇଣ୍ଡିଆ ୫ମ ଟେଷ୍ଟ ହାରି ୨-୨ ରେ ଟେଷ୍ଟ ମ୍ୟାଚ କରିଥିଲା ଡ୍ର। ପରେ ଟି-୨୦ ରେ ଚମ୍ପିୟନ ହୋଇଥିଲା ଟିମ ଇଣ୍ଡିଆ ଏବଂ ତାହା ପରେ ODI ରେ ଇଂଲଣ୍ଡରେ ଇଂଲଣ୍ଡକୁ ପରାସ୍ତ କରି ଜିତିଥିଲା ଟିମ ଇଣ୍ଡିଆ।

ତେବେ ଇଂଲଣ୍ଡର ସଫଳଗ୍ରସ୍ତ ପରେ ୱେଷ୍ଟ ଇଣ୍ଡିଜ ପଂହଁଚିଛି ଦଳ। ତେବେ ଏହି ଗ୍ରସ୍ତରେ ଭାରତୀୟ ଟିମକୁ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ଖେଳିବାର ଅଛି। କ୍ୟାପଟେନ ହୋଇଛନ୍ତି ଶିଖର ଧାୱନ।
୧୬ ଜଣିଆ ଟିମରେ ଋତୁରାଜ ଗାଏକୱାଡ଼, ସଂଜୁ ସାମସନ, ସୁଭମନ ଗିଲ ବି ଅଛନ୍ତି ସାମିଲ। ତେବେ ବିଶେଷ ରିପୋର୍ଟ ରୁ ଜଣା ଯାଇଛି ଋଷଭ ପନ୍ତ ଏବଂ ରୋହିତ ଶର୍ମା ୨୭ ଜୁଲାଇ ସୁଦ୍ଧା ଦଳରେ ଯୋଗ ଦେବେ।
🇮🇳🏏 NAME YOUR PICKS! Which two batters would you like to see open for us in the upcoming ODI series? ⬇️
👉 Shikhar Dhawan is the captain of the side for the ODI series.
📸 Getty • #ShikharDhawan #RuturajGaikwad #IshanKishan #ShubmanGill #WIvIND #INDvWI #TeamIndia #BharatArmy pic.twitter.com/n60gLq1S5X
— The Bharat Army (@thebharatarmy) July 19, 2022
ତେବେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ପାଇଁ ଏମିତି ପ୍ରସ୍ତୁତି ଆସିପାରେ କାମରେ। ଦଳକୁ ମଝଭୁତ କରିବା ପାଇଁ ହେଲେ ସବୁ ଖେଳାଳିଙ୍କ ଜବରଦସ୍ତ ଫର୍ମ ଆବଶ୍ୟକ ଅଟେ। ତେବେ ଆପଣଙ୍କ ଅନୁମାନ କଣ କିଏ ଜିତିବ? ଭାରତ ନା ୱେଷ୍ଟ ଇଣ୍ଡିଜ? କମେଣ୍ଟରେ ଜଣେଇପାରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।