ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳୀ ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କୁ ହାଇକୋର୍ଟର ନୋଟିସ,ନଭେମ୍ବର ୧୯ ଭିତରେ ଜବାବ ମାଗିଛି ହାଇକୋର୍ଟ,ଜାଣିରଖନ୍ତୁ ପୁରା ଘଟଣା।

ଆପଣମାନେ ଜାଣିଥିବେ ବର୍ତ୍ତମାନ ୟୁଏଇ ରେ ଆଇପିଏଲ ୨୦୨୦ ଚାଲିଛି। ଏହା ଭିତରେ ଭାରତୀୟ ଦୁଇଟି ମହାନ ଖେଳାଳୀଙ୍କୁ ବଡ଼ ଝଟକା ଲାଗିଛି। ଆପଣଙ୍କୁ କହିରଖିବୁ କି ଅନ୍ଲାଇନ ଖେଳକୁ ପ୍ରୋତ୍ସାହନ ଦେବା କାରଣରୁ ମାଡ୍ରାସା ହାଇକୋର୍ଟରେ ଦୁଇ ଖେଳାଳୀଙ୍କୁ ନୋଟିସ କରିଛି।୧୯ ଭିତରେ ଜବାବ ମାଗିଛି ହାଇକୋର୍ଟ ଜହର ଉତ୍ତର ସେମାନଙ୍କୁ ଏହା ସମୟ ଭିତରେ ଦେବାକୁ ପଡିବ। ଆପଣଙ୍କୁ କହିରଖିବୁ ମଦୁରାଇ ବେଞ୍ଚର ଜଷ୍ଟିସ ଏନ କେରୁବାକରନ ଓ ବି ପୁଗଲେନ୍ଧି ରାୟ ଦେଇ କଳାକାର ପ୍ରକାଶ ରାଜ, ତମନ୍ନା ରାଣା, ସୁଦୀପ ଖାନ, ଆଦି ଷ୍ଟାର ମାନଙ୍କୁ ନୋଟିସ ପଠାଇଛନ୍ତି।

Google
ଏହା ଅଟେ ଅଭିଯୋଗ:-

ମୁଖ୍ୟ କଥା ହେଉଛି ଆପଣ ଶୁଣିଥିବେ କି କିଛି ଦିନ ତଳେ କିଛି ଲୋକ ତାମିଲନାଡୁରେ ଫେଣ୍ଟେସି ଲିଗ ରେ ପଇସା ହାରିବା ପରେ ଆତ୍ମହତ୍ୟା କରିଦେଇଛନ୍ତି। ଏହି ପରି ଅନେକ ଲୋକ ଆତ୍ମହତ୍ୟା କରିଥିବା ଦେଖି ସେଠାକାର ଏକ ଓକିଲ ମହମ୍ମଦ ରିଯିବି ଏକ ଅଭିଯୋଗ ଦାଖଲ କରିଛନ୍ତି କି ଏହି ଅନ୍ଲାଇନ ଖେଳକୁ ବନ୍ଦ କରିବା ଉଚିତ।ଆହୁରି ଅନେକ ଲୋକ ମଧ୍ୟ ଅଭିଯୋଗ କରିଛନ୍ତି କି ଏହି ଅନ୍ଲାଇନ ଖେଳର ପ୍ରଭାବ ଛୋଟ ଛୁଆ ମାନଙ୍କ ଉପରେ ମଧ୍ୟ ପଡୁଛି।ଏହା ଖେଳିବା ଦ୍ଵାରା ପିଲା ମାନଙ୍କ ମାନସିକ ବିକାଶ ଭଲସେ ହେଉନାହିଁ। ଏହି ଖେଳକୁ ଏକ ପ୍ରକାର ଜୁଆ ବୋଲି କୁହାଯାଇଛି। ଏହାକୁ ନେଇ ରିଜବୀ ଏହାକୁ ନେଇ ଯାଞ୍ଚ ପାଇଁ ଆବେଦନ କରିଛନ୍ତି ଓ ଅନ୍ଲାଇନ ଖେଳ, ଇରେଡ ଗ୍ରୁପ, ଓଏବସାଇଟ, ସୋସିଆଲ ନେଟୱାର୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କହିଛନ୍ତି।

ଏହା ପରେ ହାଇକୋର୍ଟରେ ଅଭିଯୋଗକାରୀ ମାନଙ୍କ ଆବେଦନ ଉପରେ ଶୁଣାଣି କରି ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ସହିତ ଅନେକ କଳାକାର ମାନଙ୍କୁ ମଧ୍ୟ ନୋଟିସ ପଠାଇଛି। ଏହା ସହିତ ହାଇକୋର୍ଟ କହିଛି ଏହି ଆପ୍ଲିକେସନ ରେ ସିଏସକେ ଓ ଆରସିବି ଭଳି ଟିମର ନାମ ଅଛି। ଅନେକ ଟିମର ନାମ ରାଜ୍ୟ ସହିତ ସମାନ। କଣ ସେହି ଟିମ ସବୁ ସେହି ରାଜ୍ୟ ପକ୍ଷରୁ ଖେଳୁଛନ୍ତି? କେବଳ ଏତିକି ନୁହେଁ କୋର୍ଟ କହିବା ଅନୁସାରେ ଏହି ଖେଳ ଆପ୍ଲିକେସନ ମାନେ ଅନେକ ଭଲ ଖେଳାଇ ଓ ଫିଲ୍ମ ଷ୍ଟର ମାନଙ୍କୁ ବ୍ୟବହାର କରି କୋଟି କୋଟି ଟଙ୍କା କମାଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।

Google
ଏହା ପୂର୍ବରୁ ମଧ୍ୟ ବିରାଟ କୋହଲିଙ୍କ ଉପରେ ହୋଇସାରିଛି ଅଭିଯୋଗ:-

ଆପଣଙ୍କୁ କହିରଖିବୁ ବର୍ତ୍ତମାନର ଟିମ ଇଣ୍ଡିଆ ଓ ଆରସିବିର ଅଧିନାୟକ ଅଛନ୍ତି ବିରାଟ କୋହଲି। ତାଙ୍କ ଉପରେ ମଧ୍ୟ ଏହି ବର୍ଷ ଅଗଷ୍ଟ ମାସରେ ଅଭିଯୋଗ କରାଯାଇଥିଲା। ଆପଣଙ୍କୁ କହିରଖିବୁ କି ଚେନ୍ନାଇର ଜଣେ ଓକିଲ କହିଛନ୍ତି କି ଏହି ଖେଳ ସବୁ ଜୁଆ ଭଳି ଓ ଏହାକୁ ଶୀଘ୍ର ବନ୍ଦ କରିବା ଉଚିତ। କେବଳ ଏତିକି ନୁହେଁ ଏହି ଆପ୍ଲିକେସନ ମାନଙ୍କୁ ପ୍ରଚାର କରୁଥିବା ଖେଳାଳି ଓ ଫିଲ୍ମ ଷ୍ଟାର ମାନଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି Madrass highcortପାରିବେ।

Leave a Reply

Your email address will not be published. Required fields are marked *