ଭାରତୀୟ ବିବାହିତା ମହିଳାମାନେ ଏହି ପରମ୍ପରାଗୁଡିକ ପାଳନ କରନ୍ତି, ଜାଣନ୍ତୁ କାରଣ କଣ ଅଟେ ।

ଯେତେବେଳେ କେଉଁ ମହିଳାର ନୂଆ ନୂଆ ବିବାହ ହୋଇଥାଏ,ତେବେ ସେ ସବୁ ବିଧି ପୁରା କରିଥାଏ ଏବଂ ସବୁ ପରମ୍ପରା ପୁରା କରିଥାଏ। ସ୍ୱାମୀଙ୍କର ଲମ୍ବା ଆୟୁଷ ପାଇଁ ବିଭିନ୍ନ ପ୍ରକାରର ବ୍ରତ ରଖିବା ଏବଂ ବିଧି ସବୁକୁ କରିବା ସବୁ ମହିଳାମାନଙ୍କର ପସନ୍ଦ ହୋଇଥାଏ କିନ୍ତୁ ଯେପରି ବିବାହକୁ ଅଧିକ ସମୟ ହୋଇଯାଏ,ସେହିପରି ବିଧିର ଉତ୍ସାହ କମ ହେବାରେ ଲାଗିଥାଏ । ବିବାହିତ ମହିଳା ସବୁ ବିଧିକୁ ସବୁବେଳେ କରିପାରିନଥାନ୍ତି,କିନ୍ତୁ କିଛି ଏପରି ବିଧି ଅଛି ଯାହାକୁ ସେମାନେ ସବୁବେଳେ କରିଥାନ୍ତି। ସେଥିରେ ବିନ୍ଦି,ସିନ୍ଦୂର,ଏବଂ ଚୁଡି ଇତ୍ୟାଦି ରହିଥାଏ। ସମୟର ସହିତ ଉତ୍ସାହ କମ ହେଲେବି ,କିନ୍ତୁ ପୁଣି ମହିଳାମାନେ ଅନୁଷ୍ଠାନର ପାଳନ କରିଥାନ୍ତି । ଗହଣା ପିନ୍ଧିବା ସବୁ ମହିଳାଙ୍କ ପସନ୍ଦ,କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ପଛରେ କି କାରଣ ଅଛି?ଏଠାରେ ଆମେ ଆପଣମାନଙ୍କୁ କହିବୁ କି ତାହା କେଉଁ ବିଧି ,ଯାହାକୁ ବିବାହିତା ମହିଳା ସବୁବେଳେ କରିଥାନ୍ତି।

Google
ସିନ୍ଦୂର ଏବଂ ବିନ୍ଦି:

ନାଲି ରଙ୍ଗର ସିନ୍ଦୂର ଏବଂ ବିନ୍ଦି ବିବାହିତା ମହିଳାଙ୍କୁ ଅବିବାହିତା ମହିଳାଙ୍କ ଠାରୁ ଅଲଗା ଦର୍ଶାଇ ଥାଏ। ନାଲି ରଙ୍ଗର ବିବାହିତା ଭାରତୀୟ ମହିଳାମାନଙ୍କ ପାଇଁ କିଛି ନୂଆ କଥା ନୁହେଁ,କାହିଁକିନା ଏହାକୁ ଶୁଭ ମନାଯାଇଥାଏ। ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ବଢିଥାଏ,ଏହି କଥା ସବୁବେଳେ କୁହାଯାଇଥାଏ। ନାଲି ରଙ୍ଗର ସିନ୍ଦୂର ଏବଂ ବିନ୍ଦି ଏଥିପାଇଁ ମଧ୍ୟ ଲଗାଇଥାନ୍ତି,କାହିଁକିନା ମହିଳାମାନେ ମାସିକ ଧର୍ମ ନିଭେଇଥାନ୍ତି ଏବଂ ତାଙ୍କ ରକ୍ତ ବି ନାଲି ରଙ୍ଗର ହୋଇଥାଏ। ନାଲି ରଙ୍ଗର ସ୍ତ୍ରୀ ପାଇଁ ସୁସ୍ଥ ରଖିବା ଏବଂ ଶକ୍ତି ବଢେଇବାର ପ୍ରତୀକ ଅଟେ। ଏହି ରଙ୍ଗ ସମାନତାର ପ୍ରତୀକ ଅଟେ ଏବଂ ବିଜୟ,ଧର୍ମ,ରଙ୍ଗ ଇତ୍ୟାଦିର ପାଳନ ନକରିବା ବିନା ସବୁ ମହିଳା ଭଗବାନଙ୍କ ଶକ୍ତିର ଅବତାର ଅଟନ୍ତି।

Google
ବିଛିଆ (ପାଦ ଆଙ୍ଗୁଠିର ମୁଦି):

ବିବାହିତା ମହିଳା ଏହା ଦର୍ଶେଇବା ପାଇଁ ସବୁବେଳେ ପାଦର ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି। କୌଣସି ବିବାହିତା ମହିଳାଙ୍କ ପାଦରେ ଏହା ଜଣା ପଡିଥାଏ କି ତାର ବିବାହ ହୋଇସାରିଛି। ପାଦରେ ରୂପାର ମୁଦି ଏଥିପାଇଁ ପିନ୍ଧାଯାଇଥାଏ,କାହିଁକିନା ଏହା ଯୌ-ନ ଶକ୍ତି ବଢେଇବାରେ ସାହାଯ୍ୟ କରିଥାଏ। ଅନେକ ସମୟରେ ପୁରୁଷ ବି ପାଦରେ ଏକ ରୂପାର ଛଲ୍ଲା ପିନ୍ଧିଥାନ୍ତି,ଯେଉଁଥିରୁ ତାଙ୍କର ଯୌ-ନ ଶକ୍ତି ବଢିଥାଏ। ମହିଳାମାନେ ଦୁଇଟି ପାଦର ଆଙ୍ଗୁଠିରେ ମୁଦି ଏଥିପାଇଁ ବି ପିନ୍ଧିଥାନ୍ତି,କାହିଁକିନା ଯୌ-ନ ସମ୍ବଦ୍ଧର ସମସ୍ୟାରୁ ହେଉଥିବା କଷ୍ଟ ଏଥିରେ କମ ହୋଇଥାଏ। ପାଦ ଆଙ୍ଗୁଠିର ମୁଦିରେ ବି ପାଦ ଦେଖିବାକୁ ସୁନ୍ଦର ଲାଗିଥାଏ,ଏହା ଛଡା ଆକଚିୟୁପ୍ରେସରର ସମସ୍ୟା ପାଇଁ ବି ପାଦରେ ରୂପାର ମୁଦି ପିନ୍ଧାଯାଇଥାଏ।

Google
ଚୁଡି:

ସବୁ ବିବାହିତ ମହିଳା ଚୁଡି ସବୁବେଳେ ପିନ୍ଧିଥାନ୍ତି। ଏହା ଦେଖିବାରେ ବହୁତ ସୁନ୍ଦର ତ ଲାଗିଥାଏ,ବରଂ ଆପଣଙ୍କ ହାତର ରକ୍ତ ସଂଚାରଣ ବଢେଇବାରେ ସାହାଯ୍ୟ କରିଥାଏ।ମହିଳାମାନେ ଯେବେବି ଘରର କାମ କରିଥାନ୍ତି,ତେବେ ହାତର ବ୍ୟବହାର ସବୁବେଳେ ହୋଇଥାଏ ଏହା ସହିତ ଚୁଡି ବି କଚଟିରେ ଚାଲିଥାଏ। ଏହି ପ୍ରଚଳନ ଏଥିପାଇଁ ବି କରାଯାଇଥାଏ,ଯେଉଁଥିରୁ ମହିଳାମାନେ ନିଜର ରକ୍ତ ପ୍ରବାହକୁ ଭଲ କରିପାରିବେ। ନିଜ ଘରର ସବୁ କାମକୁ କରିବା ପାଇଁ ହାତର ରକ୍ତ ପ୍ରବାହକୁ ଭଲ ଭାବରେ ଜାରିରଖିବା ପାଇଁ ଚୁଡି ପିନ୍ଧିବା ଆବଶ୍ୟକ । ଏହା ଛଡା ଯେତେବେଳେ ବିବାହିତା ମହିଳା ମାଆ ହେବାକୁ ଯାଉଥାନ୍ତି,ତେବେ ତାଙ୍କୁ ଚୁଡି ପିନ୍ଧାଯାଇଥାଏ ଯେଉଁଥିରେ ପିଲାର ସ୍ୱାସ୍ଥ୍ୟ ଭଲ ରହିବ। ଘରର ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ବି ଚୁଡି ପିନ୍ଧାଯାଏ,କାହିଁକିନା ଏହାର ଶବ୍ଦରେ ଘରେ ସକାରାତ୍ମକ ଆସିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *