ମେ ୧୨ ରୁ ରେଳ ସେବା ଆରମ୍ଭ କାଲିଠୁ ବୁକିଂ ଆରମ୍ଭ ହେବ

ମେ ୧୨ ରୁ ରେଳ ସେବା ଆରମ୍ଭ, କାଲିଠୁ ବୁକିଂ ଆରମ୍ଭ ହେବ, Indian Railway will start from 12th May'2020, Indian Railway, Trail will resume from 12th May'20, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ମେ ୧୨ ରୁ ରେଳ ସେବା ଆରମ୍ଭ କାଲିଠୁ ବୁକିଂ ଆରମ୍ଭ ହେବ ।
ରେଳ ମନ୍ତ୍ରାଳୟ ଦେଶରେ ଚଳାଚଳ କୁ ନେଇ ବଡ଼ ଘୋଷଣା କଲା । ମେ ୧୨ରୁ ପାସେଞ୍ଜର ଟ୍ରେନ୍ ଯାତ୍ରା ନେଇ ରେଲୱେର ଯୋଜନା । ପ୍ରଥମ ପର୍ଯାୟରେ ୧୫ ଯୋଡ଼ା ଟ୍ରେନ୍ ଯାତ୍ରା ଆରମ୍ଭ କରିବ । ଭୁବନେଶ୍ୱର ସମତେ ୧୫ଟି ସହରକୁ ଯାତ୍ରା କରିବ ଏହି ଟ୍ରେନ୍ । ପରବର୍ତୀ ପର୍ଯାୟରେ ଆଉ ଅଧିକ ଟ୍ରେନ୍ ଯାତ୍ରା ଆରମ୍ଭ କରିବ ।

କଲି ଅପରାହ୍ନ ୪ ଟାରୁ ରିଜର୍ଭେସନ ସୁବିଧା ମିଳିବା ନେଇ ସୂଚନା । ରିଜର୍ଭେସନ ବୁକିଂ ସୁବିଧା କେବଳ IRCTC ୱେବସାଇଟରେ ଉପଲବ୍ଧ ହେବ । ଟିକେଟ କାଉଣ୍ଟର ବନ୍ଦ ରହିବ, କାଉଣ୍ଟରରେ ଟିକେଟ ମିଳିବନି । ଯେଉଁମାନେ ଯାତ୍ରା କରିବେ ସେମାନେ କେବେଳ IRCTC (www.irctc.co.in) ୱେବସାଇଟରେ ହିଁ ବୁକିଂ କରିବାକୁ ପଡିବ ବୋଲି ରେଳ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

ମେ ୧୨ ରୁ ରେଳ ସେବା ଆରମ୍ଭ, କାଲିଠୁ ବୁକିଂ ଆରମ୍ଭ ହେବ, Indian Railway will start from 12th May'2020, Indian Railway, Trail will resume from 12th May'20, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend
ମେ ୧୨ ରୁ ରେଳ ସେବା ଆରମ୍ଭ କାଲିଠୁ ବୁକିଂ ଆରମ୍ଭ ହେବ

ନୂଆଦିଲ୍ଲୀରୁ ଟ୍ରେନ୍ ଯାତ୍ରା ଆରମ୍ଭ କରିବ ଦିବ୍ରୁଗଡ଼, ଅଗରତାଲା, ହାୱଡା, ପାଟଣା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଳୁରୁ, ଚେନ୍ନାଇ, ଥିରୁଭନନ୍ତପୁରମ, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଜମ୍ମୁ ତାୱିକୁ ଟ୍ରେନ୍ ଯିବା ‌।

କେବଳ ସୁନିଶ୍ଚିତ ଟିକେଟଧାରୀ ମାନେ ଯାଇପାରିବେ । ସମସ୍ତ ପାସେଞ୍ଜରଙ୍କୁ ବାଧ୍ୟତାମୂଳକ ଫେସ୍ ମାକ୍ସ ଲଗେଇବେ । ଷ୍ଟେସନ ଭିତରକୁ କିବା ବେଳେ ସ୍କ୍ରିନିଙ୍ଗ ଟେଷ୍ଟ୍ କରାଇବାକୁ ପଡିବ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *