ରାଜନୀତି ଆଉ ସୌନ୍ଦର୍ଯ୍ୟ ଦୁଇଟି ଏକାସାଙ୍ଗରେ ବହୁତ କମ ଥର କଥା କୁହାଯାଏ। ମାତ୍ର ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ମହିଳା ରାଜନେତା ମାନଙ୍କ କଥା କହିବାକୁ ଯାଉଛୁ ଯିଏ କି ସୌନ୍ଦର୍ଯ୍ୟରେ କେଉଁ ବଲିଉଡ ଅଭିନେତ୍ରୀ ମାନଙ୍କ ଠାରୁ କମ ନୁହନ୍ତି। ଏମାନଙ୍କର ଗ୍ଲାମରସ ଲୁକ ଦେଖି ଲୋକ ୟାଙ୍କୁ ଆଖି ବୁଝି ଭୋଟ ଦେଇଦିଅନ୍ତି।

୧: ନୁସରତ ଜାହାନ: ନୁସରତ ଜଣେ ଅଭିନେତ୍ରୀ ଆଉ ଜଣେ ରାଜନେତା ଅଟନ୍ତି। ତାଙ୍କର ଜନ୍ମ କୋଲକାତାରେ ୮ ଜାନୁଆରୀ ୧୯୯୦କୁ ହେଇଥିଲା। ସେ ୨୦୧୯ରେ ବସିରହାଟରେ କଂଗ୍ରେସ ର ଜମ୍ମିଦ୍ୱାର ରୂପରେ ଇଲେକ୍ସନ ଲଢ଼ି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୧ରେ ଶତ୍ରୁ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ ଆଉ ୨୦୧୯ରେ ସେ ନିଖିଲ ଜୈନଙ୍କ ସହ ବିବାହ କଲେ।
୨: ଦିବ୍ୟା ସ୍ପନ୍ଦନା: ଦିବ୍ୟାଙ୍କର ଜନ୍ମ ୨୯ ସେପ୍ଟେମ୍ବର ୧୯୮୨କୁ ହେଇଥିଲା। ସେ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତଥା ରାଜନେତ୍ରୀ ଅଟନ୍ତି। ୨୦୧୩ରେ ସେ ରାଜନୀତି ଦୁନିଆରେ ନିଜର ପାଦ ରଖୁ ରଖୁ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଜଣେ ମେମ୍ବର ଭାବେ କର୍ଣ୍ଣାଟକର ମାଣ୍ଡିଆ କ୍ଷେତ୍ରରୁ ଉପନିର୍ବାଚନରେ ବିଜୟ ଲାଭ କଲେ।
୩: ଅଳକା ଲାମ୍ବା: ଅଳକା ସର୍ବଦା ଦ୍ରୁତ ମସ୍ତିଷ୍କ ପାଇଁ ଜଣା ଯାଆନ୍ତି। ସେ ୧୯ ବର୍ଷ ବୟସରେ କଂଗ୍ରେସର ଛାତ୍ର ସଂଘ ଏନଏସୟୁଆଇ ଜଏନ କଲେ ଆଉ ପ୍ରାୟ ୨୦ ବର୍ଷ କଂଗ୍ରେସରେ ରହିବା ପରେ ସେ ଆମ ଆଦମୀ ପାର୍ଟି ଜଏନ କଲେ। ଦିଲ୍ଲୀ ବିଧାନ ସଭା ପାଇଁ ଚାନ୍ଦନୀ ଚକ ଠାରୁ ୨୦୧୫ରେ ନିର୍ବାଚିତ ହେଲେ। ସେ ଗୋ ଇଣ୍ଡିଆ ସଂସ୍ଥାନର ସଂସ୍ଥାପକ ଅଟନ୍ତି ଆଉ ଏହାଦ୍ୱାରା ଯୁବ ମାନଙ୍କୁ ପ୍ରେରଣା ଦେବାକୁ ଚାହାନ୍ତି।

୪: ଅଙ୍ଗୁରଲତା ଡେକା: ୟେ ଭାରତୀୟ ଜନତା ପାର୍ଟିର ରାଜନେତ୍ରୀ ଅଟନ୍ତି। ସେ ଜଣେ ମଡେଲ, କମ୍ପୋଜର ତଥା ଆକ୍ଟରେଶ ଅଟନ୍ତି। ଆସମୀୟ ଫିଲ୍ମ ମାନଙ୍କରେ ନିଜର ଯଲବା ଦେଖେଇ ସାରିଥିବା ଅଙ୍ଗୁରଲତା ୨୦୧୬ରେ ଆସାମର ବତାଦ୍ରୋବା ଠାରୁ ବିଜେପି ତରଫରୁ ନିର୍ବାଚନ ଲଢ଼ି ଥିଲେ।

୫: ଡ଼ିମ୍ପଲ ୟାଦବ: ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେସ ୟାଦବଙ୍କର ପତ୍ନୀ ଡିମ୍ପଲ ୟାଦବଙ୍କୁ କିଏ ବା ନ ଜାଣେ। ଡିମ୍ପଲ ସର୍ବଦା ବିବାହରେ ହିଁ ଦେଖା ଯାଆନ୍ତି। ୟାଙ୍କର ଯେତେ ବି ପ୍ରଶଂସା କରାଯିବ ତାହା କମ ଅଟେ। ସେ କଂଗ୍ରେସର ସମାଜବାଦୀ ପାର୍ଟିର ସଦଶ୍ୟ ରହି ସାରିଛନ୍ତି।
୬:- ଗୁଲ ପନାଗ: ଗୁଲ ପନାଗ ଜଣେ ଅଭିନେତ୍ରୀ ତଥା ରାଜନେତ୍ରୀ ଅଟନ୍ତି। ତାଙ୍କର ସୌନ୍ଦର୍ଯ୍ୟ କମାଲ ଅଟେ।ସେ ୨୦୧୪ରେ ରାଜନୀତି ରେ ନିଜର ପାଦ ରଖିଲେ। ଆଉ ଆମ ଆଦମୀ ପାର୍ଟି ପାଇଁ ଲୋକସଭାରେ ଚଣ୍ଡୀଗଡ଼ ତରଫରୁ ନିର୍ବାଚନ ଲଢ଼ିଲେ। ତାଙ୍କର ୨୦୦୩ରେ ଫିଲ୍ମ ଧୂପ ବି ଆସିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।