ଦଂଙ୍ଗଲ ଅଭିନେତ୍ରୀ ଫାତିମା ସନା ସେଖ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା, ଇଣ୍ଡରଷ୍ଟ୍ରିରେ କାଶଟିଙ୍ଗ କାଉଚକୁ ନେଇ ଦେଲେ ପ୍ରତିକ୍ରିୟା ଏବଂ ତାଙ୍କୁ ୩ ବର୍ଷ ବୟସରେ ତାଙ୍କୁ……

ଧାକଡ଼ ଗାର୍ଲ ଫାତିମା ସନା ସେଖଙ୍କୁ ଆଜି କିଏବା ନଜାଣିଛି। ଅନେକ ବର୍ଷ ହେବ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଫତିମା ସେନ ସେଖ ଆଜି ଅନେକ ବଡ଼ ପ୍ରୋଜେକ୍ଟର ଏକ ଅଂଶ। ସେ ଅନେକ ଫିଲ୍ମରେ ଦେଖାଯାଇଥିବା ବେଳେ ଆଉ କିଛି ଫିଲ୍ମ ରିଲିଜ ଅପେକ୍ଷାରେ ଅଛି। କିଛି ଦିନ ତଳେ ଫାତିମା ଏକ ବଡ଼ ଖୁଲାସା କରିଛନ୍ତି।

Google

ଏକ ଇଣ୍ଟରଭିଉରେ ଅଭିନେତ୍ରୀ ନିଜ ଷ୍ଟ୍ରଗଲକୁ ନେଇ କହିଥିଲେ। ସେ କହିଥିଲେ କି କିପରି ସେ ଗୋଟେ ଗୋଟେ ଅଶୁବିଧାର ସମ୍ନା କରି ଆଜି ଏହି ସ୍ଥାନରେ ପହଁଚିଛନ୍ତି।ଆଶ୍ଚର୍ଯ୍ୟକର କଥା ଏହା କି ମାତ୍ର ୩ ବର୍ଷ ବୟସରେ ଫାତିମା ସନା ସେଖ ଅତ୍ୟାଚାରର ଶିକାର ହୋଇଛନ୍ତି।

ଏହା ସହିତ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚର ବି ସେ ସାମ୍ନା କରିସାରିଛନ୍ତି । ଏକ ଇଣ୍ଟରଭିଉରେ ସେ କହିଛନ୍ତି-“ଜୀବନରେ ଏକ ଏପରି ସମୟ ବି ଆସିଥିଲା ଜେବେ କୁହାଯାଇଥିଲା କି ତୁମକୁ କାମ ସେବେ ମିଳିବ ଯେବେ ତୁମେ ସେକ୍ସ କରିବ”। ଏହି କାରଣରୁ ଫାତିମା ସନାଙ୍କ ହାତରୁ ଅନେକ ଫିଲ୍ମ ପଳାଇଛି।

ଫାତିମା ସନା ସେଖ ଫିଲ୍ମ ଜଗତରେ ନୁଆ ନୁହଁନ୍ତି ସେ ଶିଶୁ କଳାକାରରେ ମଧ୍ୟ ଅଭିନୟ କରିଛନ୍ତି। ବଲିଉଡର ଅନେକ ବଡ଼ ଫିଲ୍ମରେ ସେ ଶିଶୁ କଳାକାର ଆକାରରେ ଅଭିନୟ କରିଛନ୍ତି। ସେ, ଇଶକି, ଚାଚି-୪୨୦, ବନ ଟୁ କା ଫୋର, ଓ ବଡେ ଦିଲୱାଲେ ଭଳି ଫିଲ୍ମରେ ନଜର ଆସିଛନ୍ତି।

Google

ବର୍ଷ ୨୦୨୬ରେ ଫାତିମା ସନା ସେଖ ଦଂଙ୍ଗଲ ଫିଲ୍ମ ରେ ପ୍ରଥମେ ହିରୋଇନ ରୂପେ ଅଭିନୟ କରିଥିଲେ ସେ ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା। ସେହି ଫିଲ୍ମ ରେସଲର ଗୀତା ଫୌଗାଟଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଥିଲା।ଏହା ପରେ ସେ ଆମୀର ଖାନଙ୍କ ସହ ଆଉଏକ ଫିଲ୍ମ “ଠଗସ ଅଫ ହିନ୍ଦୁସ୍ଥାନ” ରେ ବି ନଜର ଆସିଛନ୍ତି କିନ୍ତୁ ସେହି ଫିଲ୍ମ ଫ୍ଲପ ହୋଇଗଲା।

ଅଭିନେତ୍ରୀ ଫାତିମା ସନା ସେଖଙ୍କର ବହୁତ ଜଲ୍ଦି ଦୁଇଟି ବଡ଼ ଫିଲ୍ମ ରିଲିଜ ହେବାକୁ ଯାଉଛି। ଯାହା ହେଉଛି “ଲୁଡୋ” ଓ “ସୁରଜ ପର ମଙ୍ଗଳ ଭାରି” । ଲୁଡୋ ନେଟଫ୍ଲିକସରେ ୧୨ ନଭେମ୍ବରକୁ ରିଲିଜ ହେବ ଓ ସୁରଜ ପର ମଙ୍ଗଲ ଭାରି ଜି ୫ ରେ ୧୩ ନଭେମ୍ବରକୁ ରିଲିଜ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *