ଆଇପିଏଲ ୨୦୨୦ : ଆଣ୍ଡ୍ରେ ରସେଲଙ୍କ ଖରାପ ପ୍ରଦର୍ଶନକୁ ନେଇ ତାଙ୍କର ସ୍ତ୍ରୀଙ୍କୁ ଟ୍ରୋଲ କରାଗଲା, ଦେଲେ ମୁଂହତୋଡ ଜବାବ ।

IPL 2020 Andre Russell's wife troll over his poor performance gave a befitting reply

ଡ୍ରିମ ୧୧ ଆଇପିଏଲ ୨୦୨୦ ସବୁଠାରୁ ଖତରନାକ ଖେଳାଳିମାନଙ୍କ ମଧ୍ୟରୁ ଏକ ଆଣ୍ଡ୍ରେ ରସେଲ ଟିମ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳୁଛନ୍ତି।ତାଙ୍କ ପ୍ରଭାବିଶାଳୀ ବ୍ୟାଟିଂରେ ଏ ପର୍ଯ୍ୟନ୍ତ ଟିମ ର କେତେ ମ୍ୟାଚ ଜିତେଇଛନ୍ତି ଏବଂ ଏହି ଥରକ ବି କେକେଆରଙ୍କ ପ୍ରଶଂସକ ଙ୍କୁ ଆଶା ଥିଲା ତାଙ୍କର ବ୍ୟାଟିଂରେ କିଛି କମାଲ ନିଶ୍ଚୟ କରିବେ।ଏହି ଥର ତାଙ୍କର ପ୍ରଦର୍ଶନ ଧୀର ରହିଥିଲା ଯେଉଁଥିରେ ପ୍ରଶଂସକ ବେଶି ଖୁସୀ ହୋଇନଥିଲେ। ପ୍ରଶଂସକ ତାଙ୍କର ପୁଣିଥରେ ଫର୍ମ କୁ ଫେରିବାର ଅପେକ୍ଷା କରିଛନ୍ତି ଏବଂ ଏହା ଚାଲୁ ଚାଲୁ ସେମାନେ ଆଣ୍ଡ୍ରେ ଙ୍କ ପତ୍ନୀ ଜସିମ ଲୋରାଙ୍କୁ ଟ୍ରଲ କରିବା ଆରମ୍ଭ କରିଦେଲେ।

Google

ଏକ ୟୁଜର ସୋସିଆଲ ମିଡ଼ିଆରେ ଆଣ୍ଡ୍ରେ ରସେଲଙ୍କ ଖରାପ ପ୍ରଦର୍ଶନ କୁ ନେଇ ତାଙ୍କର ସ୍ତ୍ରୀ ଙ୍କ ଫଟୋରେ କମେଣ୍ଟ କରିଛି ଯେଉଁଥିରେ ଜସିମ କଡା ଜବାବ ଦେଇଛନ୍ତି।ସେହି ଟ୍ରଲର ଲେଖିଥିଲା- ‘ଜସିମ ଆଣ୍ଟି’ ଦୟାକରି ଆପଣ ଦୁବାଇ ଆସନ୍ତୁ କାହିଁକି ନା ରସେଲ ଭଲ ଫର୍ମରେ ନାହାନ୍ତି।ଏହି କଥାରୁ ଜସିମ ଉତ୍ତର ଦେବାକୁ ଯାଇ କହିଛନ୍ତି ,ସେ ନିଜର ଉତ୍ତମ ଫର୍ମ ରେ ଅଛନ୍ତି।

ଆଇପିଏଲ ୨୦୨୦ ର ଗତ ୪ ଟି ମୁକାବିଲା ରେ ଆଣ୍ଡ୍ରେ ରସେଲ କେବଳ ୧୧,୨୪,୧୩ ଏବଂ ୨ ରନ ହିଁ କରିଛନ୍ତି।ଶେଷରେ କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ ର ମଧ୍ୟରେ ମୁକାବିଲା ହୋଇଥିଲା ବ୍ୟାଟିଂ କରିବାବେଳେ ବହୁତ ଜଲ୍ଦି ଆଉଟ ହୋଇଗଲେ।ମ୍ୟାଚ ପରେ ସେହି ବିଷୟରେ କଥା ହେଉଥିବା ବେଳେ ସେ କହିଥିଲେ କି ସେ ନିଜର ଫର୍ମରେ କାମ କରୁଛନ୍ତି ଏବଂ ଜଲ୍ଦି ସେ ନିଜର ପୁରୁଣା ଲୟ କୁ ଫେରିବେ। ସେ ଏହା ବି କହିଲେ କି ଏହି ପ୍ରକାରର ଜିନିଷ ଖେଳରେ ହୋଇଥାଏ।

IPL 2020 Andre Russell's wife troll over his poor performance gave a befitting reply
Google

ଆଣ୍ଡ୍ରେ ରସେଲ ଯଦିଓ ବ୍ୟାଟିଂ ରେ ନିଜର ଯାଦୁ ଦେଖେଇପାରିଲେ ନାହିଁ ହେଲେ ଅଲରାଉଣ୍ଡର ସାନଦାର ବୋଲିଙ୍ଗ ଦ୍ୱାରା କୋଲକାତା ଟିମ କୁ ଚେନ୍ନାଇ ଠାରୁ ୧୦ ରେ ଜିତିଲା। ଆଣ୍ଡ୍ରେ ରସେଲ ସାମ କରନଙ୍କର ମହତ୍ୱପୂର୍ଣ୍ଣ ୱେକେଟ ନେଇଥିଲେ ଯିଏ ଭଲ ବୋଲିଙ୍ଗ ବ୍ୟାଟିଂ କରୁଥିଲେ ଏବଂ ଶେଷ ଦୁଇ ଓଭର ରେ ମାତ୍ର ୧୮ ରନ ଦେଇ ନିଜ ଟିମ ର ଡ୍ରିମ ୧୧ ଆଇପିଏଲ ୨୦୨୦ ତୃତୀୟ ବିଜୟ ହାସଲ କରିବାରେ ସାହାଯ୍ୟ କଲେ।

ଏହି ମଧ୍ୟରେ,ସବୁ ଧ୍ୟାନ କେକେଆର ଙ୍କ ପରବର୍ତ୍ତୀ ମୁକାବିଲା ରେ ଅଛି। ଶନିବାରକୁ ଟିମ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବେ। ଏହି ମୁକାବିଲା ଆବୁ ଧାବିରେ ହେବ ଯେଉଁଥିପାଇଁ ଦୁଇଟି ଯାକ ଟିମ ପ୍ରସ୍ତୁତ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *