ଯଶପ୍ରୀତ ବୁମରା ରାଜସ୍ଥାନ ରୟାଲସ ବିରୁଦ୍ଧରେ ୨୦ ରନ ଦେଇ ୪ ଟି ୱିକେଟ ନେଇଥିଲେ। ବୁମରା ଏବେ ବି ୬ ଟି ମ୍ୟାଚରେ ୧୦ ୱିକେଟ ନେଇ ପରପଲ କ୍ୟାପର ରେସରେ ୩ୟ ସ୍ଥାନରେ ଅଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍ ସେନ ବଣ୍ଡ ଖୁଲାସା କରିଛନ୍ତି କି ଷ୍ଟାର ବୋଲର ଯଶପ୍ରୀତ ବୁମରା ରାଜସ୍ଥାନ ବିରୁଦ୍ଧରେ ନୂଆ ଜୋଶରେ ନୂଆ ବଲ ଧରିଥିଲେ। ବୁମରା ଆଇପିଏଲରେ ଏବେ ପର୍ଯ୍ୟନ୍ତ ପ୍ରଦର୍ଶନ ଉପରେ ଖୁସି ନଥିଲେ। ସେ ପୂର୍ବ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ। ହେଲେ ରାଜସ୍ଥାନ ବିରୁଦ୍ଧରେ ଭଲ ବୋଲିଂ କରି ୪ ଟି ୱିକେଟ ନେଇ ନିଜ ଟିମକୁ ୫୭ ରନ ରେ ଜିତେଇବାରେ ତାଙ୍କର ଅବଦାନ ବହୁତ ଥିଲା ।

ଏହା ପ୍ରଥମ ଥର ଥିଲା ଯେ ୨୬ ବର୍ଷୀୟ ବୁମରାଙ୍କୁ ନୂଆ ବଲ ବୋଲିଂ କରିବାକୁ ଦିଆ ଯାଇଥିଲା ଓ ସେ ନିରାଶ ନ କରି ୨୦ ରନ ଦେଇ ୪ଇଉକେଟ ନେଇଥିଲେ ଯେଉଁଥିରେ ସ୍ଟିଭ ସ୍ମିଥଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ ମଧ୍ୟ ସାମିଲ ଥିଲା । ବଣ୍ଡ କହିଛନ୍ତି କି ,”ଯଶପ୍ରୀତ ବାସ୍ତବରେ ନୂଆ ବଲରେ ବୋଲିଂ କରିବାକୁ ଚାହିଁଥିଲେ। ଏଥିପାଇଁ ରାୟଲସ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଏହା ଉପରେ ଚର୍ଚ୍ଚା ହୋଇଥିଲା । ଆମେ ନିଶ୍ଚିତ ରୂପରେ ତାଙ୍କର ପାୱାରପ୍ଲେରେର ଶେଷ ଓଭରରେ ରାକ୍ଷଣାତ୍ମକ ଭାବରେ ଉପଯୋଗ କରିଥିଲୁ”।
ସେ କହିଲେ-” ଏହା ନୂଆ ଇଉକେଟ ଥିଲା ଓ ଏଠାରେ ଘାସ ମଧ୍ୟ ଥିଲା। ଆମେ ଜାଣିଥିଲୁ କି ରାଜସ୍ଥାନର ମୁଖ୍ୟ ବ୍ୟାଟ୍ସମ୍ୟାନ ତାଙ୍କର ଶୀର୍ଷ କ୍ରମରେ ଅଛନ୍ତି । ଏଠିପଜନ ଆମେ ତାଙ୍କୁ ମୋୖକା ଦେବାକୁ ଚାହୁଁଥିଲୁ। ଆମେ ଚାହୁଁଥିଲୁ କି ସେ ନୂଆ ବଲରେ କିଛି ଇଉକେଟ ନିଅନ୍ତୁ। “ବଣ୍ଡ କହିଛନ୍ତି କି ଭାରତୀୟ ଦ୍ରୁତ ବୋଲର ତାଙ୍କ ପ୍ରଦର୍ଶନ ନେଇ ଚିନ୍ତାରେ ଥିଲେ। ସେ ସେହି ଭଳି ଭାବେ ବୋଲିଂ କରିବାକୁ ଚାହୁଁଥିଲେ କି ଯେପରି ତାଙ୍କ ଉପରେ ଭରଷା ଥାଏ।

ସେ କହିଛନ୍ତି- “ଯଶପ୍ରୀତ ବାସ୍ତବରେ ରାୟଲସ ବିରୁଦ୍ଧରେ ନିଜ ୟର୍କର ଉପରେ ଧ୍ୟାନ ଦେବାକୁ ଚାହିଁଥିଲେ। ସେ ନିଜର ମଜଭୁତ ପକ୍ଷର ଉପଯୋଗ କରିବାକୁ ଚାହୁଁଥିଲେ। ସେ ନିଜ ବାଉଁସର ବଲର ଉପଯୋଗ କରିବାକୁ ଚାହୁଁଥିଲେ ଯେପରି ସେ ପକାନ୍ତି । ବଣ୍ଡ କହିଛନ୍ତି,”ଏହା ତାଙ୍କର ମଜଭୁତ ପକ୍ଷ ଅଟେ। ଯଦି ସେ ତାଙ୍କର ପ୍ରଦର୍ଶନ ଉପରେ ଖୁସି ନାହାନ୍ତି,ତ ସେ ଏକ ନୂଆ ସ୍ତରରେ ଫେରିବାର ଆଶା ରଖନ୍ତି। ମୁଁ ଆଇପିଏଲ ମାଧ୍ୟମରେ ଯେତିକି ବୁମରାଙ୍କୁ ଜାଣିଲି ସେ ସବୁ ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚାହାନ୍ତି ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।