ଦିଲ୍ଲୀ କ୍ୟାପିଟାଲସ ଇଣ୍ଡିଆନ ପ୍ରିମିୟାର ଲିଗ ୧୩ରେ ଭଲ ଫର୍ମରେ ରହିଛି। ସେ ଖେଳିଥିବା ୫ ଟି ମ୍ୟାଚରୁ ୪ ଟି ମ୍ୟାଚରେ ବିଜୟ ହୋଇଛି। ୫ ଅକ୍ଟୋବରରେ ଖେଳାଯାଇଥିବା ମ୍ୟାଚରେ ଆରସିବିକୁ ୫୯ ରନରେ ହରେଇଦେଇଥିଲା ।

ଆରସିବି ସହ ମ୍ୟାଚ ପରେ ଦିଲ୍ଲୀ କ୍ୟାପିଟାଲସକୁ ୪ ଦିନର ବ୍ରେକ ମିଳିଛି। ଏହା ମଧ୍ୟରେ ଦିଲ୍ଲୀ କ୍ୟାପିଟାଲସର ଖେଳାଳି ବହୁତ ମସ୍ତି କରୁଥିବାର ନଜର ଆସୁଛନ୍ତି ବିଚରେ।
ଦିଲ୍ଲୀ କ୍ୟାପିଟାଲସର ଆଗାମୀ ମ୍ୟାଚ ୯ ଅକ୍ଟୋବରରେ ରାଜସ୍ଥାନ ରାୟଲସ ବିରୁଦ୍ଧରେ ରହିଛି। ଏଥିପାଇଁ ଦିଲ୍ଲୀ ଟିମ ମିଳିଥିବା ବ୍ରେକର ଭଲ ଫାଇଦା ଉଠାଇଛନ୍ତି। ଦିଲ୍ଲୀ ଏବେ ଚମତ୍କାର ପଦର୍ଶନ କରୁଛି।

ଦିଲ୍ଲୀ ଟିମର ସବୁ ଖେଳାଳି ବିଚରେ ମସ୍ତି କରିବାକୁ ପହଞ୍ଚି ଯାଇଛନ୍ତି। ବିଚରେ ମସ୍ତିକରି ସବୁ ଖେଳାଳି ମ୍ୟୁଜିୟମକୁ ଯାଇଥିଲେ।

କହିରଖୁଛୁ କୋରୋନା ଭାଇରସ ଯୋଗୁଁ ଆଇପିଏଲରେ ଖେଳୁଥିବା ସବୁ ଟିମକୁ ବାଇଓ ବବଲରେ ରଖାଯାଇଛି।ବାଇଓ ବବଲ ଭାଙ୍ଗିଲେ ଖେଳାଳି ଓ ଷ୍ଟାଫଙ୍କ ପାଇଁ ବହୁତ ଦଣ୍ଡ ଦେବାର ମଧ୍ୟ ବ୍ୟବସ୍ଥା ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।