ଆଇପିଏଲ ୨୦୨୦: ଦିନେଶ କାର୍ତ୍ତିକକୁ ହଟେଇ ଏହି ଖେଳାଳିଙ୍କୁ ଅଧିନାୟକ କରିବା ପାଇଁ ଉଠିଲା ପ୍ରସଙ୍ଗ ।

IPL 2020: demand to Dinesh Karthik removed and make this player captain, IPL 2020, KKR, Dinesh Karthik, Nitidina, Cricket

ଆଇପିଏଲ ୨୦୨୦ ର ୧୩ ତମ ସଂସ୍କରଣରେ ରେ ଦିଲ୍ଲୀ କ୍ୟାପିଟାଲସ କୋଲକାତା ନାଇଟ ରାଇଡରକୁ ୧୩ ରନରେ ପରାସ୍ତ କରିଛି । କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଏହି ସିଜିନରେ କିଛି ଖାସ କମାଲ ଦେଖାଇ ନାହାନ୍ତି । ଏହି କାରଣ ପାଇଁ କୋଲକାତା ଟିମକୁ ୪ ଟି ମ୍ୟାଚରେ ୨ ଟି ମ୍ୟାଚରେ ପରାଜୟ ମିଳିଛି । କୋଲକାତା ଟିମରେ ବହୁତ ବଡ଼ ବଡ଼ ପ୍ଲେୟାର ଅଛନ୍ତି ହେଲେ ଏବେ ଲୋକ ଦିନେଶ କାର୍ତ୍ତିକଙ୍କୁ ଅଧିନାୟକରୁ ହଠେଇବା ପାଇଁ ସ୍ୱର ଉଠେଇଛନ୍ତି ।

କହିରଖୁଛୁ ଯେ ଦିନେଶ କାର୍ତ୍ତିକ ଆଇପିଏଲ ୨୦୨୦ ରେ ଏବେ ପର୍ଯ୍ୟନ୍ତ ଖେଳାଇଥିବା ମ୍ୟାଚରେ କେବଳ ୩୭ ରନ ହିଁ କରିଛନ୍ତି । ଯାହାପରେ ଲୋକ ତାଙ୍କ ଖେଳକୁ ପସନ୍ଦ କରୁନାହାନ୍ତି ।

IPL 2020: demand to Dinesh Karthik removed and make this player captain
Google

ସୂତ୍ର ଅନୁସାରେ ପୂର୍ବ କ୍ରିକେଟର ଏସ ଶ୍ରୀଶାନ୍ତ ମଧ୍ୟ ଦିନେଶ କାର୍ତ୍ତିକଙ୍କୁ ଅଧିନାୟକ ପଦରୁ ହଠେଇବା ପାଇଁ କହିଥିଲେ । “ମୋ ମତରେ ଦୀନେଶ କାର୍ତ୍ତିକଙ୍କ ହାତରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଦାଇତ୍ୱ ଦେବା ଉଚିତ୍ ନୁହେଁ । ଦଳରେ ମୋର୍ଗାନଙ୍କ ଭଳି ୱାଲ୍ଡ଼କପ ବିଜେତା ଅଧିନାୟକ ରହିଛନ୍ତି । ସେ କହିଛନ୍ତି ଏହି ଟିମକୁ ଏମିତି ଏକ ମିଡ଼ିଲ ଅଡ଼ର ଦରକାର ଅଛି ଯେମିତି ଟିମକୁ ରୋହିତ, ବିରାଟ ଓ ଧୋନିଙ୍କ ଭଳି ସମ୍ଭାଳି ପାରିବ ।”

କୋଲକାତା ନାଇଟ ରାଇଡ଼ର୍ସ ପଛ ୩ ସିଜିନରୁ ଏହି ଟିମ ସଂଘର୍ଷ କରୁଅଛି । ଏହି ସିଜିନରେ ଏହି ଟିମ ୪ଟି ମ୍ୟାଚ ରୁ ୨ଟି ମ୍ୟାଚ ଜିତିଛନ୍ତି ଏବଂ ୨ଟି ମ୍ୟାଚ ହାରି ଯାଇଛନ୍ତି । ଟୁଇଟ ପରେ ଏବେ ଦିନେଶ କାର୍ତ୍ତିକ କେତେ ପ୍ରଶ୍ନର ଭିତରେ ରସିଛନ୍ତି । ମ୍ୟାଚ ଓପନିଙ୍ଗର ସବୁ ଦାୟିତ୍ୱ ବି ତାଙ୍କର ହାତରେ ଦିଆ ଯାଇଥିଲା ।

ସୁନୀଲ ନାରିନ ମଧ୍ୟ ମ୍ୟାଚରେ କିଛି ଖାସ ରନ କରିନାହାନ୍ତି । ଯେତେବେଳେ ମୋର୍ଗାନ ପଡିଆକୁ ଆସିଲେ ତ ତାଙ୍କ ଟିମକୁ ଜିତିବା ପାଇଁ ୪୩ ବଲରେ ୧୧୨ ରନ ର ଆବଶ୍ୟକତା ଥିଲା । ତଥାପି ସେ ଟିମକୁ ଜିତେଇବା ପାଇଁ ବହୁତ ଚେଷ୍ଟା କଲେ ।

IPL 2020: demand to Dinesh Karthik removed and make this player captain
Google

ମୋର୍ଗାନ ବି କିଛି ଖାସ ଖେଳି ନାହାନ୍ତି । ସେ ଦିଲ୍ଲୀ ବିପକ୍ଷରେ ମ୍ୟାଚରେ ୬ ରନ ହିଁ କରିଥିଲେ । ଏ ପର୍ଯ୍ୟନ୍ତ, କୋଲକାତା ନାଇଟ ରାଇଡ଼ର୍ସ ଟିମ ପାଞ୍ଚ ନମ୍ବରରେ ସ୍ଥାନରେ ଅଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *