IPL 2020 KXIP Vs CSK: ପଞ୍ଜାବ ବିପକ୍ଷ ମ୍ୟାଚରେ ଧୋନି ରଚିଲେ ଇତିହାସ, ଏମିତି କରିବା ଦ୍ୱିତୀୟ ୱିକେଟକିପର ହେଲେ ।

ipl 2020 Dhoni created history against Punjab became the second wicketkeeper, Ms Dhoni, CSK, IPL 2020. Cricket, Nitidina

ଏମ ଏସ ଧୋନି ପଞ୍ଜାବ ବିପକ୍ଷ ମ୍ୟାଚରେ ଯେମିତି କେ ଏଲ ରାହୁଲ କ୍ୟାଚ ଧରିଲେ, ସେ ଆଇପିଏଲରେ ୧୦୦ କ୍ୟାଚ ଧରିଥିବା ଦ୍ଵିତୀୟ ୱିକେଟକିପର ବନିଲେ । ଜାଣନ୍ତୁ କିଏ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛି ।

ଲଗାତାର ଆଲୋଚନାର ଶିକାର ହେଉଥିବା ଧୋନି ପଞ୍ଜାଵ ବିପକ୍ଷ ମ୍ୟାଚରେ ଇତିହାସ ରଚିଛନ୍ତି । ଏହି ମ୍ୟାଚରେ ସେ ରାହୁଳଙ୍କର କ୍ୟାଚ ଧରିଲା ପରେ ୱିକେଟକିପର ହିସାବରେ ସେ ୧୦୦ କ୍ୟାଚ ଧରିବା ଦ୍ୱିତୀୟ ବ୍ୟକ୍ତି ବନିଲେ ।

ଏହି ମ୍ୟାଚ ପୂର୍ବରୁ ଧୋନୀଙ୍କୁ ଏହି କୀର୍ତ୍ତିମାନ କରିବା ପାଇଁ ଗୋଟିଏ କ୍ୟାଚର ଆବଶ୍ୟକତା ଥିଲା । ଯେପରି ଭାବେ ସେ ପଞ୍ଜାବ ବିପକ୍ଷ ମ୍ୟାଚରେ କେ ଏଲ ରାହୁଲଙ୍କ କ୍ୟାଚ ଧରିଲେ ସେ ଏହି କୀର୍ତ୍ତିମାନ ନିଜ ନାମରେ କଲେ । ଯାହାକି ଆଇପିଏଲରେ ୧୦୦ଟି କ୍ୟାଚ ଧରିବାର କୀର୍ତ୍ତିମାନ ଅଟେ ।

IPL 2020 - CSK captain MS Dhoni completed 100 catches in IPL - CricAngel
Google

ଗୌରବର କଥା ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ କୋଲକତା ନାଇଟ ରାଇଡ଼ର୍ଶର ଅଧିନାୟକ ଦିନେଶ କାର୍ତ୍ତିକ ପ୍ରଥମ ନମ୍ବରରେ ଅଛନ୍ତି । କାର୍ତ୍ତିକ ୱିକେଟକିପର ହିସାବରେ ସବୁଠୁ ଅଧିକ ୧୦୩ କ୍ୟାଚ ଧରିଛନ୍ତି ।

କହିଦେଉଛୁ ଯେ ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୧୭୮ ରନ ବନାଇଥିଲା । ପଞ୍ଜାବ ପାଇଁ ଅଧିନାୟକ ରାହୁଲ ସବୁଠୁ ଅଧିକ ୬୩ ରନ ବନାଇଥିଲେ । ଏଥିରେ ୭ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା । ଏପଟେ ଚେନ୍ନାଇ ପକ୍ଷରୁ ସାର୍ଦୁଲ ଠାକୁର ଚମତ୍କାର ପଦର୍ଶନ କରିଥିଲେ । ସେ ୪ ଓଭର ୩୯ ରନ ଦେଇ ୨ଟି ୱିକେଟ ନିଜ ନାମରେ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *