ମହେନ୍ଦ୍ର ସିଂ ଧୋନିଙ୍କ ଟିମ ମାନେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଆଜି କର ବା ମର ସ୍ଥିତି ଆଇପିଏଲ ମ୍ୟାଚ ରହିଛି । ଏହି ଟିମକୁ ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ଜିତିବା ନିହାତି ଜରୁରୀ। ହାରିବାର ମାନେ ଆଇପିଏଲରୁ ବାହାର ହେବାର ରାସ୍ତା। କର ବା ମର ମ୍ୟାଚ ଆରମ୍ଭ ପୂର୍ବରୁ ଭାରତର ପୂର୍ଵବିସ୍ଫୋଟକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ ଧୋନିଙ୍କ ଟିମକୁ ତାନା ମାରିଛନ୍ତି। ସେ କହିଛନ୍ତି କି ଚେନ୍ନାଇ ଟିମ ଏକ ଗୁରୁଜନ କଲ୍ୟାଣ କେନ୍ଦ୍ର ଅଟେ ।

ସେହ୍ଵାଗଙ୍କ ତାନା: ସେହ୍ଵାଗ ଆଜି କାଲି ସବୁ ମ୍ୟାଚ ପରେ ସୋସିଆଲ ନେଟୱର୍କୀଙ୍ଗ ସାଇଟ ଫେସବୁକରେ ଏକ ଅନନ୍ୟ କାର୍ଯ୍ୟକ୍ରମ କରୁଛନ୍ତି, ଯେଉଁଥିରେ ସେ ନିଜର ବିବେକ ରାୟ ଦେଉଛନ୍ତି । ସେ କହିଲେ ଚେନ୍ନାଇ ଟିମ ଏକ ଗୁରୁଜନ କଲ୍ୟାଣ କେନ୍ଦ୍ର ଅଟେ । ଏହି ଟିମରେ ଡୁଏନ ବ୍ରାଭୋ ପ୍ରଥମରୁ ହିଁ ବିଆରଏସ ନେଇକି ଗଲେଣି ।
କଷ୍ଟରେ ଧୋନି:
ଏଥର ଧୋନିଙ୍କ ଟିମ ବହୁତ କଷ୍ଟରେ ଅଛି । ଏବେ ଚେନ୍ନାଇ ଟିମ ପଇଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ଏହା ସହ ରନରେଟ ମଧ୍ୟ ବୁଯୁକ୍ତ (-୦.୪୬୩)ରହିଛି । ଚେନ୍ନାଇ ଟିମକୁ ଆଉ ୩ ଟି ମ୍ୟାଚ ଖେଳିବାକୁ ଅଛି । ଏହି ମ୍ୟାଚ ଅଛି ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର, କେକେଆର ଏବଂ କିଙ୍ଗସ ଏକାଦଶ ପଞ୍ଜାବ ବିରୁଦ୍ଧରେ । ଏହି ୪ ଟି ମ୍ୟାଚରେ ନିଶ୍ଚିତ ଜିତିବାକୁ ପଡିବ ଯଦି ପ୍ଲେ ଅଫରେ ଜାଗା ବନେଇବାକୁ ଅଛି ତ ।

ପ୍ରଥମେ ମଧ୍ୟ ତାନା ମରାହୋଇଛି:
ପୂର୍ଵ କ୍ରିକେଟର ବିରେନ୍ଦ୍ର ସେହ୍ଵାଗ ଧୋନିଙ୍କ ବ୍ୟାଟିଂକୁ ନେଇ ପ୍ରଥମରୁ ହିଁ ତାନା ମାରିଛନ୍ତି । ସେ କହିଥିଲେ କି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପାଇଁ ଗୋଟିଏ ଦିନ ଆଗରୁ ପଢିଲେ ଲୋକ ପାସ ହୁଅନ୍ତି ନାହିଁ। ସେହ୍ଵାଗ ସବୁବେଳେ ନିଜ ଖାସ ଶୋ ରେ ଚେନ୍ନାଇ ଟିମକୁ ଲକ୍ଷ୍ୟ କରିଥାନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।