ଆଇପିଏଲ ୨୦୨୦: ସୁରେଶ ରାଇନା କଲେ ଚେନ୍ନାଇ ସୁପର କିଙ୍ଗସକୁ ଅନଫଲୋ । ସତ୍ୟତା ଜଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

IPL 2020 Suresh Raina unfollowed Chennai Super Kings? Know the truth, ଆଇପିଏଲ ୨୦୨୦: ସୁରେଶ ରାଇନା କଲେ ଚେନ୍ନାଇ ସୁପର କିଙ୍ଗସକୁ ଅନଫଲୋ । ସତ୍ୟତା ଜଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, Suresh Raina, CSK, Cricket, IPL 2020, Nitidina

ଟିମ ଇଣ୍ଡିଆର ବହୁତ ଭଲ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏଥର ଆଇପିଏଲ ୨୦୨୦ ରେ ଖେଳୁନାହାନ୍ତି । ଏହା ପରେ ମଧ୍ୟ ରାଇନା ବହୁତ ଚର୍ଚ୍ଚାରେ ଥିଲେ । ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦୁଇଟି ମ୍ୟାଚରେ ହାରି ସାରିଛି । ହେଲେ ଏବେ ପ୍ରଶଂସକ ମାନେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ଟିମକୁ ଆଣିବାକୁ ଡିମାଣ୍ଡ କରିଛନ୍ତି । ହେଲେ ଏବେ ଖବର ଆସୁଛି କି ସୁରେଶ ରାଇନା ଟ୍ୱିଟର ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗସକୁ ଅନଫଲୋ କରିଦେଇଛନ୍ତି । ହେଲେ ଏହାର କୌଣସ ଅଧିକାରକ କାରଣ ପ୍ରକାଶ କରାଯାଇନାହିଁ ।

ଆପଣ ମାନଙ୍କୁ କହି ରଖିଛୁ କି ରାଇନା ନିଜ କାରଣ ପାଇଁ ଆଇପିଏଲ ଆରମ୍ଭ ହେବାର ଠିକ ପୂର୍ବରୁ ନିଜ ନାମ ଫେରାଇ ଆଣିଥିଲେ । ଯାହା ପାଇଁ ସିଏସକେର ମାଲିକ ଶ୍ରୀନିବାସନ ଦୁଃଖ ପ୍ରକାଶ କରିଥିଲେ । ସେ ରାଇନାଙ୍କୁ କଟୁ କଥା ମଧ୍ୟ କହିଥିଲେ । ହେଲେ ପରେ ଟିମ ମ୍ୟାନେଜମେଣ୍ଟ, ଟିମ ରାଇନାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି କହି କଥା ସମ୍ଭାଳି ନେଇଥିଲେ ।

IPL 2020: Suresh Raina unfollows CSK as fans become even curious
Google
ଏହା ହଉଛି ପୁରା ସତ:

କହିରଖିଛୁ କି ଏବେ ଜଣାପଡିଛି କି ସୁରେଶ ରାଇନା ସୁପର କିଙ୍ଗସର ଟ୍ୱିଟର ଆକାଉଣ୍ଟକୁ ଅନଫଲୋ କରିନଥିଲେ । ଏହା ଏକ ଗୁଜବ ଓ ଫେକ ନ୍ୟୁଜ ଥିଲା । ଯାହା କି ବହୁତ ଜଲଦି ଭାଇରାଲ ହୋଉଯାଇଥିଲା । ବର୍ତ୍ତମାନ ରାଇନା ନିଜ ପରିବାର ସହ ଅଛନ୍ତି ଓ ଖୁବ ଟ୍ରେନିଂ ମଧ୍ୟ କରୁଛନ୍ତି । ସେ କହିଛନ୍ତି ଯଦି ପରିସ୍ଥିତି ଠିକ ହେବ ତ ସେ ଦୁବାଇ ନିଶ୍ଚିତ ଯିବେ ।

IPL 2020 rumour: Suresh Raina unfollows MS Dhoni, Chennai Super Kings on  Twitter; here's the truth - myKhel

ସିଏସକେର ସିଇଓ କହିଛନ୍ତି ଏହି କଥା:

କହି ରଖିଛୁ ଯେ ଏଥର ଆଇପିଏଲରେ ଚେନ୍ନାଇ ତାର ୩ ଟି ମ୍ୟାଚରୁ ୨ ଟିରେ ହାରିଛି । ଯାହା ପାଇଁ ପ୍ରଶଂସକ ସୋସିଆଲ ମିଡିଆରେ ସୁରେଶ ରାଇନାଙ୍କୁ ଖୋଜୁଛନ୍ତି । ଏମିତିରେ ସିଏସକେର ସିଇଓ କାଶୀ ବିଶ୍ୱନାଥ କହିଛନ୍ତି କି ରାଇନାଙ୍କ ଫେରିବା ବହୁତ କଷ୍ଟ ହୋଇପାରେ ।

suresh raina unfollows chennai super kings on twitter amid ipl 2020 whats  the truth of this fake news ipl news in hindi upl | IPL 2020: CSK संग बिगड़  रहे सुरेश रैना
Google

ଆଗକୁ ସେ କହିଲେ କି ଆମେ ରାଇନାଙ୍କୁ ଫେରିବା କଥା ନେଇ ବିଚାର କରିପାରିବୁ ନାହିଁ । ସେ ନିଜ ଫେରି ଯାଇଥିଲେ ଓ ଆମେ ତାଙ୍କ ନିଷ୍ପତ୍ତିର ସମ୍ମାନ କରୁ । ସେ ମଧ୍ୟ କହିଛନ୍ତି ଯେ କ୍ରିକେଟରେ ହାର ଜିତ ଲାଗିରୁହେ । ଆମେ ନିଶ୍ଚିତ ଖେଳରେ ଫେରିବୁ । କହିରଖୁଛୁ ଯେ ସିଏସକେର ବିଜୟରେ ରାଇନାଙ୍କ ଯୋଗଦାନ ମହତ୍ତ୍ୱପୂର୍ଣ୍ଣ । ସେ ସର୍ବଦା ସିଏସକେର ମେରୁଦଣ୍ଡ ଭଳି ଠିଆ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *