ଆଇପିଏଲ ୨୦୨୦: ଯୁବରାଜ ସିଂହ କଲେ ୟୁଜବେନ୍ଦ୍ର ଚହଲଙ୍କ ବେଜିତ୍, ଚିନ୍ତିତ ଚହଲ କହିଲେ ‘ଭାଇ ଆମେ ପୁଣି ଇଣ୍ଡିଆ ଆସିଯିବା କି?’

IPL 2020 Yuvraj Singh tweet Yuzvendra Chahal

ରବିବାରକୁ ଯେତେବେଳେ ମୁମ୍ବାଇ ଇଣ୍ଡିଆନସ୍ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ଭଲ ଖେଳ ଚାଲିଥିଲା ସେହି ସମୟରେ ଟ୍ୱିଟରରେ ଟିମ ଇଣ୍ଡିଆର ପୂର୍ବ ଅଲରାଉଣ୍ଡର ଯୁବରାଜ ସିଂହ ଏବଂ ୟୁଜବେନ୍ଦ୍ର ଚହଲ ବି ଏକ ମୁକାବିଲାରେ ଥିଲେ। ଏହି ମ୍ୟାଚ ସମୟରେ ୟୁବି ଏକ ଏପରି ଟୁଇଟ କଲେ ,ଯେଉଁଥିରେ ଆରସିବିର ଷ୍ଟାର କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କୁ ରାଗ ଲାଗିଲା।

Yuvraj Singh issues statement over 'casteist' remark against Yuzvendra  Chahal
Google
ଭାଇ ଆମେ ପୁଣି ଇଣ୍ଡିଆ ଆସିଯିବୁ:

ଯୁବରାଜ ସିଂହ ଏହି ମ୍ୟାଚ ସମୟରେ ଆଇପିଏଲର ପ୍ଲେ ଅଫ ଏବଂ ଫାଇନାଲ୍ ମ୍ୟାଚକୁ ନେଇ ନିଜର ପ୍ରେଡିକ୍ସନ କହିଲେ, ୟୁବି ଟୁଇଟରେ ଲେଖିଲେ,’ଏପରି ଲାଗୁଛି କି ନିକୋଲସ ପୁରନ ଏହି ମ୍ୟାଚରେ ଗେମ ଚେଞ୍ଜର ବୋଲି ପ୍ରମାଣିତ ହେବେ। ପିଲା ଭିତରେ ଭଲ ବ୍ୟାଟ ପ୍ରବାହ,ଦେଖିବାକୁ ମଜା ଆସୁଛି। ମତେ ସେ ମୋ ନିଜକୁ ମନେ ପକେଇ ଦେଉଛି। ମ୍ୟାଚ ଚାଲୁ ଅଛି। ମୋର, ମତେ ଲାଗୁଛି କି କିଙ୍ଗସ ଇଲେଭେନ ପଞ୍ଜାବର ଟିମ ପ୍ଲେ ଅଫରେ ପହଞ୍ଚିବ,ଏବଂ ଫାଇନାଲ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ କିମ୍ବା ଦିଲ୍ଲୀ କ୍ୟାପିଟାଲସ ବିରୁଦ୍ଧରେ ଖେଳିବ।’ ଏହି ଟୁଇଟର ଉତ୍ତରରେ ଚହଲ ଲେଖିଲେ, ‘ଭାଇ ଆମେ ଇଣ୍ଡିଆ ପୁଣି ଫେରିଯିବୁ ? ‘ଏଥିରେ ୟୁବି କହିଲେ,’ଏବେ ଆଉ କିଛି ଛକା ଖାଇ ଏବଂ ୱିକେଟ ନେଇକି ଆସିବ।’

Google
ଠିକଅଛି ଭାଇ ୧୦ ନଭେମ୍ବର ପର୍ଯ୍ୟନ୍ତ ଆଉକିଛି ଛକା ନେଇ ଆସୁଛି:

ଏଥିରେ ଚହଲ କହିଲେ,ଠିକଅଛି ଭାଇ ୧୦ ନଭେମ୍ବର ପର୍ଯ୍ୟନ୍ତ ଆଉକିଛି ଛକା ଖାଇକି ଆସୁଛି। ‘ଏଥିରେ ୟୁବି ପୁଣି ଚହଲଙ୍କୁ ଟ୍ରଲ କଲେ ,’ ହଁ!ଫାଇନାଲ୍ ନିଶ୍ଚୟ ଦେଖିକି ଆସିବ। ‘ରବିବାରକୁ କିଙ୍ଗସ ଇଲେଭେନ ପଞ୍ଜାବ ଆଉଗୋଟେ ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସକୁ ହରେଇଲେ। କହିଦେଉଛୁ କି ଚହଲ ଆଇପିଏଲରେ ବିରାଟ କୋହଲିଙ୍କ ଅଧିନାୟକ ଧୀନ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ତରଫରୁ ଖେଳୁଛନ୍ତି। ତାଙ୍କ ଟିମ ଏହି ବର୍ଷ ସିଜିନରେ ବହୁତ ଭଲ ପଦର୍ଶନ କରୁଛନ୍ତି। ବାଙ୍ଗାଲୋରର ଟିମ ୧୦ଟି ମ୍ୟାଚରୁ ୭ଟା ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ଆଛି। ସେଠାରେ ପଞ୍ଜାବ ଏବେ ଆହୁରି ତିନୋଟି ବିଜୟ ଏବଂ ଛଅଟି ପରାଜୟ ସହିତ ଷଷ୍ଠ ସ୍ଥାନକୁ ଆସିଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *