ବ୍ୟୁରୋ ରିପୋର୍ଟ: ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ଆଇପିଏଲ ୨୦୨୨ରେ ଲଗାତର ଦୁଇଟି ମ୍ୟାଚ ଜିତିଛି। ଏହିପରି ଦିଲ୍ଲୀ ପ୍ଲେ ଅଫ ପାଇଁ ନିଜ ସ୍ଥିତି ମଜବୁତ କରିଛି। ସୋମବାରକୁ ଗୋଟେ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାଵ କିଙ୍ଗସକୁ ୧୭ ରନରେ ହରାଇଦେଇଛି। ଏହା ଦିଲ୍ଲୀର ୧୩ ତମ ମ୍ୟାଚରେ ୭ ମ ବିଜୟ ଅଟେ। ଟିମ ଟେବୁଲରେ ୭ମ ସ୍ଥାନରେ ଅଛି। ଏହା ଲିଗ ରାଉଣ୍ଡର ଶେଷ ସପ୍ତାହ ଅଟେ କାରଣ ୭୦ ରୁ ୬୪ ମ୍ୟାଚ ଖେଳାଯାଇସାରିଲାଣି। ଲିଗ ରାଉଣ୍ଡର ଆଉମାତ୍ର ୬ ଟି ମ୍ୟାଚ ବାକିଅଛି। ଟେବୁଲକୁ ଦେଖିବା ତ ୩ ଟି ଟିମ ପ୍ଲେଅଫରେ ପହଁଚିବା ପ୍ରାୟତଃ ପକା। ଶେଷ ଟିମ ପାଇଁ ଦୌଡ ଚାଲିଛି। ଗୁଜରାଟ ଟିମ ୨୦ ଅଙ୍କ ସହ ପ୍ଲେଅଫ ପାଇଁ କ୍ୟାଲିଫାଏ କରିସାରିଲାଣି।ରାଜସ୍ଥାନ ଓ ଲକ୍ଷନୌରେ ଗୋଟେ ଗୋଟେ ମ୍ୟାଚ ବାକିଅଛି ଓ ଦୁହିଁଙ୍କର ୧୬-୧୬ ଅଙ୍କ ଅଛି।

ରାଜସ୍ଥାନ ରୟାଲ୍ସ: ଟିମର ରନ ରେଟ ପ୍ଲସରେ ଅଛି ଓ ଟିମ ରବିବାରକୁ ଲକ୍ଷନୌକୁ ହରାଇଲା। ସେହିପରି ଆରସିବିର ରନରେଟ ମାଇନସରେ ଅଛି। ରାଜସ୍ଥାନ ନିଜ ଶେଷ ମ୍ୟାଚ ୨୦ ମଇକୁ ସିଏସକେ ବିରୁଦ୍ଧରେ ଖେଳିବ। ରାଜସ୍ଥାନର ନେଟ ରନରେଟ ସେବେ ଲକ୍ଷନୌ ଓ ଆରସିବିଠୁ କମ ହେବେ ଯେବେ ରାଜସ୍ଥାନ ସିଏସକେଠୁ ବଡ଼ ଅନ୍ତରରେ ହାରିବ।
ଲକ୍ଷନୌ ସୁପର ଜାଏଣ୍ଟସ: ଲଗାତର ପରାଜୟ ପରେ ଲକ୍ଷନୌର ନେଟ ରନରେଟ କମିଛି ସହ କିନ୍ତୁ ଏବେ ମଧ୍ୟ ପ୍ଲସରେ ଅଛି। ଟିମ ପ୍ଲେ ଅଫରୁ ସେବେ ବାହାରିବ ଯେବେ ତାକୁ ୧୮ ମଇକୁ କେକେଆର ବିରୁଦ୍ଧରେ ୮୦ ରନରେ ପରାଜୟ ମିଳିବ। ଅନ୍ୟ ପଟେ ଆରସିବି ଗୁଜରାଟକୁ ୭୦ ରନରେ ହରାଇବା ଆବଶ୍ୟକ।
ଦିଲ୍ଲୀ କ୍ୟାପିଟାଲ୍ସ: ଦିଲ୍ଲୀର ନେଟ ରନରେଟ ପ୍ଲସରେ ଅଛି ଓ ଟିମର ଏବେ ୧୩ ମ୍ୟାଚରେ ୧୪ ଅଙ୍କ ଅଛି। ଟିମ ନିଜର ଶେଷ ମ୍ୟାଚ ୨୧ ମଇକୁ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ଖେଳିବ। ଯଦି ଦିଲ୍ଲୀ ଜିତିଯିବ ତେବେସେ ପ୍ଲେଅଫରେ ପହଁଚିଯିବାର ସମ୍ଭାବନା ରହିଛି। ଯଦି ଦିଲ୍ଲୀ ହରାଜାଏ ଓ ଆରସିବି ଗୁଜରାଟ ସହ ଜିତିଯାଏ ତେବେ ଦିଲ୍ଲୀ ପ୍ଲେଅଫରୁ ବାହାର ହୋଇଯିବ। ଯଦି ଦୁଇ ଟିମ ଶେଷ ମ୍ୟାଚ ହାରିବ ତେବେ ୧୪ ଅଙ୍କ ଵାଲା ଟିମ ଯାଇପାରେ।

ଆରସିବି:ଆ ରସିବି ଏବେ ପର୍ଯ୍ୟନ୍ତ ୧୩ ରୁ ୭ ମ୍ୟାଚ ଜିତିଛି କିନ୍ତୁ ତାର ନେଟ ରନରେଟ ମାଇନସରେ ଅଛି। ଶେଷ ମ୍ୟାଚ ଜିତିଲେ ମଧ୍ୟ ଯଦି ଦିଲ୍ଲୀ ଜିତିଯାଏ ତେବେ ଆରସିବି ପ୍ଲେଅଫରେ ପହଁଚିପାରିବନି। କୋହଲି ଏବେ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହାଁନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର , ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।