IPL ଅକ୍ସନ: ଆଗାମୀ ବର୍ଷ ହେବ ମେଗା ଅକ୍ସନ, ଧୋନୀ,କୋହଲି ଓ ରୋହିତଙ୍କ ଉପରେ ମଧ୍ୟ ହେବ ଟାର୍ଗେଟ!

ଆଇପିଏଲ ବିସିସିଆଇକୁ ବଡ ରେଭେନ୍ୟୁ ଦେଇଛି। ଏହାକୁ ଦେଖି ଆଗାମୀ ବର୍ଷ ମେଗା ଅକ୍ସନ ହେବାକୁ ଯାଉଅଛି। ଅକ୍ସନରେ ସବୁ ଫ୍ରେଞ୍ଜାଇଜି କିଛି ଖେଳାଳିଙ୍କୁ ରିଟେନ କରିପାରନ୍ତି। ବାକି ସମସ୍ତଙ୍କ ନିଲାମୀ ହେବ। ଆଗାମୀ ବର୍ଷ ଦୁଇ ନୂଆ ଟିମ ହେବେ। ନୂଆ ଟିମ ପାଇଁ ବୋର୍ଡ ଜଲଦି ଟେଣ୍ଡର ବାହାର କରିବ।

Google

ନିୟମ ଅନୁସାରେ ସବୁ ଫ୍ରେଞ୍ଜାଇଜି ୩ ଖେଳାଳିଙ୍କୁ ରିଟେନ କରିବ। ଏହାଛଡା ୨ ଖେଳାଳିଙ୍କୁ ଆର୍ଟିଏମ ଦ୍ୱାରା ସାମିଲ କରିପାରିବ। ଅନ୍ୟ ସବୁ ଖେଳାଳି ନିଲାମୀ ହେବେ। ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ଅଧିକ ୫ ଥର କପ ଜିତିଛି। ଏମିତିରେ ସବୁବେଳେ ନଜର ତା ଉପରେ ରହିବ। ଧୋନୀଙ୍କ ଭବିଷ୍ୟତକୁ ନେଇ ସଂକୋଚ ରହିଛି। କଣ ସେ ଟିମର ଅଧିନାୟକ ହେବେ। ବାଙ୍ଗାଲୋରର ଟିମର କ୍ୟାପଟେନ ବିରାଟ କୋହଲି ରହିପାରନ୍ତି।

Google

ମ୍ୟାଚ ସଂଖ୍ୟା ବଢ଼ିପାରେ: ଆଗାମୀ ସଂସ୍କରଣରେ ଟିମ ସଂଖ୍ୟା ୧୦ ହୋଇଗଲେ ମ୍ୟାଚ ସଂଖ୍ୟା ମଧ୍ୟ ବଢିଯିବ। ବିସିସିଆଇ ଘୋଷଣା କରିନାହିଁ କି ଟିମ ବଢ଼ିଗଲେ ମ୍ୟାଚ କେଉଁ ଅନୁସାରେ ଅନୁଷ୍ଠିତ ହେବ। ଏହାକୁ ୨ ଗ୍ରୁପରେ ବଣ୍ଟାଯାଇ ପାରେ। ୭୬ ରୁ ୯୪ ମ୍ୟାଚ ଖେଳାଯାଇପରେ। ଏଥିପାଇଁ ବିସିସିଆଇକୁ ବଡ ଓଇଣ୍ଡି ଆବଶ୍ୟକ ବୋଲି ଜଣା ପଡୁଛି। ଖେଳାଳିଙ୍କ ମଧ୍ୟ ୱାର୍କ ଲୋଡ଼ ବଢିଯିବ। ଆଗମୀ ବର୍ଷ ଟି୨୦ ବିଶ୍ୱକପ ମଧ୍ୟ ଅଷ୍ଟ୍ରେଲିଆରେ ହେବ। ଲାଗୁନାହିଁ କି ମୁମ୍ବାଇ ରୋହିତଙ୍କୁ ଅକ୍ସନକୁ ଛାଡିବ। ତା ଛଡା ଧୋନୀଙ୍କ କଥା ଏଯାଏ କହିହେଉନାହିଁ।

ଏହି ସିଜିନର ମ୍ୟାଚ ୟୁଏଇରେ ହେବ: ଆଇପିଏଲର ଅଧା ରହିଥିବା ମ୍ୟାଚ ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହାର ସିଡ୍ୟୁଲ ଏବେ ଯାଏ ଆସିନାହିଁ ବୋଲି ଜଣା ଯାଇଛି। କ-ରୋ-ନା ମ-ହା-ମା-ରୀ କାରଣରୁ ୪ ମେ କୁ ଆଇପିଏଲ ସ୍ଥଗିତ ହୋଇଥିଲା। ଏଥିରେ କେବଳ ୨୯ ଟି ମ୍ୟାଚ ଖେଳା ଯାଇଥିଲା। ଆହୁରି ମ୍ୟାଚ ବଳକା ରହିଯାଇଛି। ଯାହା କଥା କହିବା ତ ୩୧ ଟି ମ୍ୟାଚ ବଳକା ରହିଯାଇଛି। ଏହି ସଂସ୍କରଣ ପରେ ଟି ୨୦ ବିଶ୍ୱକପ ମଧ୍ୟ ୟୁଏଇରେ ଅନୁଷ୍ଠିତ ହେବ ବୋଲି ଜଣା ଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *