ତେବେ ଆମେ ସମସ୍ତେ ପ୍ରାୟ ଇସନ କିଶନଙ୍କୁ ବହୁତ ଭଲ ଭାବରେ ଜାଣୁ। ତେବେ ସେ ଅନେକ ଦିନ ଧରି ମୁମ୍ବାଇ ଦଳ ପକ୍ଷରୁ ଖେଳି ଆସୁଛନ୍ତି। ତେବେ ଏହି ଦଳ ପକ୍ଷରୁ ଖେଳିବା ସହିତ ସେ ଏହି ଦଳକୁ ଅନେକ ମ୍ୟାଚ ଗୁଡିକରେ ବିଜୟୀ କରିଛନ୍ତି। ଯାହା ଫଳରେ ସେ ଜଣେ ବହୁତ ଭଲ ଖେଳାଳି ଭାବରେ ନିଜକୁ ପରିଚିତ କରି ପାରିଛନ୍ତି। ତେବେ ଏହି ବର୍ଷ ମେଗା ଅକ୍ସନ ହେବାକୁ ଯାଉଛି। ଯାହା ଫଳରେ ରିଲିଜ ହୋଇଥିବା ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି।

ତେବେ ଏହି ବର୍ଷ ଅନେକ ଖେଳାଳି ନିଲାମ ହେବାକୁ ଯାଉଛନ୍ତି। ତେବେ ଇସନ କିଶନଙ୍କ ପୂର୍ବ ଦଳ ତାଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଛାଡ଼ି ସାରିଛି। ତେବେ ଏହା ଆଶ୍ଚର୍ଯ୍ୟର ବିଷୟ ହୋଇଛି କି ସେ କେଉଁ ଦଳରେ ସାମିଲ ହେବେ। ତେବେ ସୂଚନା ଅନୁସାରେ ତାଙ୍କୁ ଅହମ୍ମଦାବାଦ ଦଳ ନିଜର ଦଳରେ ସାମିଲ କରିବା ପାଇଁ ଅନେକ ପ୍ରୟାସ ଜାରି ରଖିଥିଲ।
ତେବେ ଏହି କଥା ବଦଳି ଆଉ ଏକ କଥା ସାମ୍ନାକୁ ଆସୁଛି।ସୂଚନା ଅନୁସାରେ ଏହି ଦଳ ଇସନ କିଶନଙ୍କ ବଦଳରେ ଯୁବ ଖେଳାଳି ଶୁଭମାନ ଗିଲଙ୍କୁ ନିଜର ଦଳରେ ସାମିଲ କରିବା ପାଇଁ ଚିନ୍ତା କରୁଛି। ଯଦି ଏପରି ହୁଏ ତେବେ ପୁଣି ମୁମ୍ବାଇ ଦଳ ଇସନ କିଶନଙ୍କୁ ନିଜର ଦଳରେ ସାମିଲ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିପାରେ।

ତେବେ ଇସନ କିଶନ ଆଇପିଏଲର ୧୩ ତମ ସଂସ୍କରଣରେ ଖେଳିବା ସହିତ ୧୫ ମ୍ୟାଚରେ ୫୧୬ ରନ କରିଥିଲେ। ଯାହା ବହୁତ ଅଧିକ ଥିଲା। ଏହା ସହିତ ସେ ବର୍ତ୍ତମାନ ନିଜର ପ୍ରଦର୍ଶନ ବଳରେ ନିଜକୁ ଏକ ଶ୍ରେଷ୍ଠ ଖେଳାଳି ଭାବରେ ପରିଚିତ କରି ପାରିଛନ୍ତି। ଯାହା ଫଳରେ ବର୍ତ୍ତମାନ ଅନେକ ଦଳ ତାଙ୍କୁ ନିଜର ଦଳରେ ସାମିଲ କରିବା ପାଇଁ ନିଜର ପ୍ରୟାସ ଚଳାଇଛନ୍ତି। ଏହା ସହିତ ସେ ବାମ ହାତର ଖେଳାଳି ହୋଇ ଥିବାରୁ ତାଙ୍କର ଚାହିଦା ବହୁତ ଅଧିକ ବଢ଼ି ଯାଇଛି। ତେବେ ମୁମ୍ବାଇ ତାଙ୍କୁ ନିଜର ଦଳରେ ସାମିଲ କରିବା ପାଇଁ ନିଜର ସମସ୍ତ ପ୍ରୟାସ କରିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।