ଆଇପିଏଲ ୨୦୨୧:- ଲିଗ ମ୍ୟାଚ ଆଉ ପ୍ଲେ ଅଫ ମ୍ୟାଚ IPLର ଏହି ଷ୍ଟାଡିୟମରେ ଖେଳାଯିବ।

ଦେଶରେ ଆଇପିଏଲ ଅକ୍ସନ ହେଇ ସାରିବା ପରେ ଏବେ ପ୍ରଶ୍ନ ଏହା ଆସୁଥିଲା କି ଆଇପିଏଲ ଦେଶ ଭିତରେ ଖେଳା ଯିବ ନା ଦେଶ ବାହାରେ। ଏହା ଭିତରେ ଖବର ଏହା ବି ଆସିବାକୁ ଯାଉଛି କି ଆଇପିଏଲର ଲିଗ ଷ୍ଟେଜର ସମସ୍ତ ମ୍ୟାଚ ମୁମ୍ବାଇରେ ଖେଳା ଯିବାକୁ ଯାଉଛି ଆଉ ଏହାର ନକ ଆଉଟ ମ୍ୟାଚ ସମସ୍ତ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳା ଯିବାକୁ ଯାଉଛି।

Google

ଇଏସପିଏନ କ୍ରୀକ ଇନ୍ଫୋର ରିପୋର୍ଟ ମୁତାବିକ ଦିଲ୍ଲୀ କ୍ୟାପିଟାଲସର ମାଲିକ ପାର୍ଥ ଜିନ୍ଦଲ ଆଇପିଏଲ ଅକ୍ସନ ଭିତରେ ସେ କିଛି ସଂକେତ ଦେଲେ। ଜିନ୍ଦଲ କହିଲେ, ” ମୁଁ ଯାହା ଦେଖିଲି କି ଯଦି ଇଂଲଣ୍ଡ ଭାରତ ଆସି ପାରୁଛି,ଯଦି ଶୟଦ ମୁସ୍ତାକ ଅଲି ଟ୍ରଫି ଭାରତର ସବୁ ସହରରେ ଖେଳା ଯାଇ ପାରୁଛି, ଯଦି ଆଇପିଏଲର ସବୁ ମ୍ୟାଚ ଗୋଆରେ ଖେଳା ଯାଇ ପାରୁଛି ତାହେଲେ ଆଇପିଏଲ ବିଦେଶରେ ହେବାର ପ୍ରଶ୍ନ ହିଁ ଉଠୁନି। ମୋତେ ଲାଗୁଛି କି ଏଥର ଆଇପିଏଲ ଭାରତରେ ହିଁ ହେବ।

ଲିଗ ଷ୍ଟେଜ ମୁମ୍ବାଇ ଆଉ ନକ ଆଉଟ ଅହମ୍ମଦାବାଦରେ ହେବ:

ଜିନ୍ଦଲ ଆଗକୁ କହିଲେ କି ଯେପରିକି ଆଇପିଏଲର ଲିଗ ଷ୍ଟେଜ ଗୋଟେ ହି ଭେନ୍ୟୁ ଆଉ ଅଲଗା ମ୍ୟାଚ ଅନ୍ୟ ଭେନ୍ୟୁ ରେ ଖେଳାଯିବ। ଖବର ଏହା ଆସୁଛି କି ମୁମ୍ବାଇରେ ଲିଗ ମ୍ୟାଚ ଖେଳାଯାଇପାରେ କାରଣ ସେଠାରେ ତିନୋଟି ଗ୍ରାଉଣ୍ଡ ଅଛି ଆଉ ଏଠାରେ ପ୍ରାକ୍ଟିସ କରିବା ପାଇଁ ସଠିକ ଜାଗା ମିଳିଯିବ। ଆଉ ନକ ଆଉଟ ମ୍ୟାଚ ଗୁଡିକ ଅହମଦବାଦରେ ଖେଳା ଯିବାକୁ ଯାଉଛି।

Google
ମୁମ୍ବାଇରେ ସବୁ ଲିଗ ଷ୍ଟେଜ ମ୍ୟାଚ ଯଦି ହେବ ତାହେଲେ ଦିଲ୍ଲୀ କ୍ୟାପିଟାଲସଙ୍କୁ ଫାଇଦା ହେବ:

ପାର୍ଥ ଜିନ୍ଦଲ ଆଗକୁ ଏହା ବି କହିଲେ କି ଯଦି ମୁମ୍ବାଇରେ ସବୁ ଲିଗ ମ୍ୟାଚ ହେବ ତାହେଲେ ଏହାଦ୍ୱାରା ଦିଲ୍ଲୀ କ୍ୟାପିଟାଲସଙ୍କୁ ସର୍ବାଧିକ ଫାଇଦା ହେବ। ପ୍ରକୃତରେ ଦିଲ୍ଲୀ କ୍ୟାପିଟାଲସରେ ବହୁତ ମୁମ୍ବାଇର ଖେଳାଳି ଅଛନ୍ତି। ପୃଥ୍ବୀ ଶ, ଅଧିନାୟକ ଶ୍ରେୟାସ ଆୟର, ଆଜିଙ୍କ୍ୟ ରାହାଣେ ସମସ୍ତେ ମୁମ୍ବାଇରେ କ୍ରିକେଟ ଖେଳିଛନ୍ତି। ଏହା ସହିତ ହିଁ ପାର୍ଥ ଜିନ୍ଦଲ ଏହା କହିଲେ କି ଷ୍ଟିଭ ସ୍ମିଥଙ୍କର ବ୍ୟାଟିଂ ମୁମ୍ବାଇ ୱିକେଟ ଉପରେ ବହୁତ ଉନ୍ନତ ମାନର ଅଟେ। ଏହା ବି ଦିଲ୍ଲୀକୁ ବହୁତ ଫାଇଦା ଦେବାକୁ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *