ବିଶ୍ୱର ସବୁଠୁ ବଡ଼ ଟି-୨୦କ୍ରିକେଟ ଲିଗ ଆଇପିଏଲ ଆୟୋଜନ ଦେଶରେ ୬ ଟି ସହରରେ ହେବ। ଏହି ଲିଗଟି ୯ ଏପ୍ରିଲରୁ ୩୦ ମଇ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ କୌଣସି ବି ଟିମ ନିଜ ଘରୋଇ ପିଚରେ ମ୍ୟାଚ ଖେଳିବ ନାହିଁ। ପୂର୍ଵ ବର୍ଷ କରୋନା ମହାମାରି କାରଣରୁ ଆଇପିଏଲର ଆୟୋଜନ ୟୁଏଇରେ କରାଯାଇଥିଲା। ଏବେ ୨୦୧୯ ପରେ ଏବେ ଏହା ପୁନଃ ଭାରତରେ ହେବ। ଆଇପିଏଲ ଗଭରନିଙ୍ଗ କାଉନ୍ସିଲ ଯେଉଁ ଲିଷ୍ଟ ପ୍ରସ୍ତୁତ କରିଛି ତାହା ଅନୁସାରେ ଆଇପିଏଲ ମୁମ୍ବାଇ, ଚେନ୍ନାଇ, ବାଙ୍ଗଲୋର, କୋଲକତା ,ଦିଲ୍ଲୀ ଓ ଅହମ୍ମଦାବାଦରେ ଆୟୋଜନ କରାଯାଇଛି ପ୍ରଥମ ମ୍ୟାଚ ଚେନ୍ନାଇରେ ବର୍ତ୍ତମାନର ଚାମ୍ପିୟାନ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ୯ ଏପ୍ରିଲକୁ ହେବ। ଯେବେକି ଫାଇନାଲ ମ୍ୟାଚ ୩୦ ମଇକି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

ଦେଖନ୍ତୁ ପୁରା ମ୍ୟାଚ ଲିଷ୍ଟ:
୯ ଏପ୍ରିଲ -ମୁମ୍ବାଇ ସହିତ ବାଙ୍ଗଲୋର, ଚେନ୍ନାଇ(ସଂଧ୍ୟା ୭.୩୦)
୧୦ ଏପ୍ରିଲ-ଚେନ୍ନାଇ ସହିତ ଦିଲ୍ଲୀ, ମୁମ୍ବାଇ(ସଂଧ୍ୟା ୭.୩୦)
୧୧ଏପ୍ରିଲ-ହାଇଦ୍ରାବାଦ ସହିତ କୋଲକତା, ଚେନ୍ନାଇ(ସଂଧ୍ୟା ୭.୩୦)
୧୨ ଏପ୍ରିଲ-ରାଜସ୍ଥାନ ସହିତ ପଞ୍ଜାବ, ମୁମ୍ବାଇ(ସନ୍ଧ୍ୟା୭.୩୦)
୧୩ଏପ୍ରିଲ-କୋଲକତା ସହିତ ମୁମ୍ବାଇ, ଚେନ୍ନାଇ(ସନ୍ଧ୍ୟା ୭.୩୦)
୧୪ ଏପ୍ରିଲ ;ହାଇଦ୍ରାବାଦ ସହିତ ବାଙ୍ଗାଲୋର, ଚେନ୍ନାଇ(ସନ୍ଧ୍ୟା ୭.୩୦)
୧୫ ଏପ୍ରିଲ-ରାଜସ୍ଥାନ ସହିତ ଦିଲ୍ଲୀ, ମୁମ୍ବାଇ(ସନ୍ଧ୍ୟା ୭.୩୦)
୧୬ ଏପ୍ରିଲ-ପଞ୍ଜାବ ସହିତ ଚେନ୍ନାଇ,ମୁମ୍ବାଇ (ସଂଧ୍ୟା ୭.୩୦)
୧୭ ଏପ୍ରିଲ-ମୁମ୍ବାଇ ସହିତ ହାଇଦ୍ରାବାଦ, ଚେନ୍ନାଇ(ସନ୍ଧ୍ୟା ୭.୩୦)
୧୮ଏପ୍ରିଲ-ବାଙ୍ଗାଲୋର ସହିତ କୋକଲତା, ଚେନ୍ନାଇ(ଅପରାହ୍ନ୩.୩୦)

୧୮ଏପ୍ରିଲ-ଦିଲ୍ଲୀ ସହିତ ପଞ୍ଜାବ, ମୁମ୍ବାଇ(ସନ୍ଧ୍ୟା ୭.୩୦)
୧୯ଏପ୍ରିଲ- ଚେନ୍ନାଇ ସହିତ ରାଜସ୍ଥାନ, ମୁମ୍ବାଇ(ସନ୍ଧ୍ୟା୭.୩୦)
୨୦ ଏପ୍ରିଲ-ଦିଲ୍ଲୀ ସହିତ ମୁମ୍ବାଇ ,ଚେନ୍ନାଇ(ସନ୍ଧ୍ୟା ୭.୩୦)
୨୧ଏପ୍ରିଲ-ପଞ୍ଜାବ ସହିତ ହାଇଦ୍ରାବାଦ, ଚେନ୍ନାଇ(ଅପରାହ୍ନ ୩.୩୦)
୨୧ଏପ୍ରିଲ-କୋଲକତା ସହିତ ଚେନ୍ନାଇ, ମୁମ୍ବାଇ(ସନ୍ଧ୍ୟା୭.୩୦)
୨୨ଏପ୍ରିଲ-ବାଙ୍ଗାଲୋର ସହିତ ରାଜସ୍ଥାନ, ମୁମ୍ବାଇ(ସନ୍ଧ୍ୟା ୭.୩୦)
୨୩ଏପ୍ରିଲ-ପଞ୍ଜାବ ସହିତ ମୁମ୍ବାଇ ,ଚେନ୍ନାଇ(ସନ୍ଧ୍ୟା୭.୩୦)
୨୪ ଏପ୍ରିଲ-ରାଜସ୍ଥାନ ସହିତ କୋଲକତା, ମୁମ୍ବାଇ(ସନ୍ଧ୍ୟା ୭.୩୦)
୨୫ଏପ୍ରିଲ-ଚେନ୍ନାଇ ସହିତ ବାଙ୍ଗାଲୋର, ମୁମ୍ବାଇ(ଅପରାହ୍ନ ୩.୩୦)
୨୫ଏପ୍ରିଲ-ହାଇଦ୍ରାବାଦ ସହିତ ଦିଲ୍ଲୀ, ଚେନ୍ନାଇ(ସନ୍ଧ୍ୟା୭.୩୦)
୨୬ ଏପ୍ରିଲ-ପଞ୍ଜାବ ସହିତ କୋଲକତା, ଅହମ୍ମଦାବାଦ(ସନ୍ଧ୍ୟା ୭.୩୦)
୨୭ ଏପ୍ରିଲ-ଦିଲ୍ଲୀ ସହିତ ବାଙ୍ଗାଲୋର, ଅହମ୍ମଦାବାଦ (ସଂନ୍ଧ୍ୟା୭.୩୦)
୨୮ ଏପ୍ରିଲ-ଚେନ୍ନାଇ ସହିତ ହାଇଦ୍ରାବାଦ, ଦିଲ୍ଲୀ(ସନ୍ଧ୍ୟା ୭.୩୦)
୨୯ ଏପ୍ରିଲ-ମୁମ୍ବାଇ ସହିତ ରାଜସ୍ଥାନ,ଦିଲ୍ଲୀ (ଅପରାହ୍ନ୩.୩୦)
୨୯ଏପ୍ରିଲ-ଦିଲ୍ଲୀ ସହିତ କୋଲଲତା,ଅହମ୍ମଦାବାଦ (ସନ୍ଧ୍ୟା୭.୩୦)
୩୦ ଏପ୍ରିଲ- ପଞ୍ଜାବ ସହିତ କୋଲକତା, ଅହମ୍ମଦାବାଦ(ସନ୍ଧ୍ୟା ୭.୩୦)
୧ମଇ-ମୁମ୍ବାଇ ସହିତ ଚେନ୍ନାଇ,ଦିଲ୍ଲୀ(ସନ୍ଧ୍ୟା ୭.୩୦)
୨ମଇ- ରାଜସ୍ଥାନ ସହିତ ହାଇଦ୍ରାବାଦ, ଦିଲ୍ଲୀ(ଅପରାହ୍ନ୩.୩୦)
୨ମଇ-ପଞ୍ଜାବ ସହିତ ଦିଲ୍ଲୀ ,ଅହମ୍ମଦାବାଦ(ସନ୍ଧ୍ୟା ୭.୩୦)
୩ମଇ-କୋଲକତା ସହିତ ବାଙ୍ଗାଲୋର, ଅହମ୍ମଦାବାଦ (ସଂଧ୍ୟା୭.୩୦)
୪ ମଇ-ହାଇଦ୍ରାବାଦ ସହିତ ମୁମ୍ବାଇ, ଦିଲ୍ଲୀ(ସନ୍ଧ୍ୟା୭.୩୦)
୫ମଇ-ରାଜସ୍ଥାନ ସହିତ ଚେନ୍ନାଇ, ଦିଲ୍ଲୀ(ସନ୍ଧ୍ୟା୭.୩୦)
୬ମଇ-ବାଙ୍ଗାଲୋର ସହିତ ପଞ୍ଜାବ, ଅହମ୍ମଦାବାଦ(ସନ୍ଧ୍ୟା ୭.୩୦)
୭ମଇ-ହାଇଦ୍ରାବାଦ ସହିତ ଚେନ୍ନାଇ, ଦିଲ୍ଲୀ(ସନ୍ଧ୍ୟା୭.୩୦)
୮ମଇ-କୋଲକତା ସହିତ ଦିଲ୍ଲୀ ,ଅହମ୍ମଦାବାଦ (ଅପରାହ୍ନ୩.୩୦)
୮ ମଇ-ରାଜସ୍ଥାନ ସହିତ ମୁମ୍ବାଇ ,ଦିଲ୍ଲୀ(ସନ୍ଧ୍ୟା୭.୩୦)
୯ମଇ-ଚେନ୍ନାଇ ସହିତ ପଞ୍ଜାବ, ବାଙ୍ଗାଲୋର(ଅପରାହ୍ନ୩.୩୦)
୯ମଇ-ବାଙ୍ଗାଲୋର ସହିତ ହାଇଦ୍ରାବାଦ,କୋଲକତା (ସନ୍ଧ୍ୟା୭.୩୦)
୧୦ ମଇ-ମୁମ୍ବାଇ ସହିତ କୋଲକତା, ବାଙ୍ଗାଲୋର(ସନ୍ଧ୍ୟା ୭.୩୦)
୧୧ମଇ-ଦିଲ୍ଲୀ ସହିତ ରାଜସ୍ଥାନ, କୋଲକତା(ସନ୍ଧ୍ୟା୭.୩୦)
୧୨ମଇ-ଚେନ୍ନାଇ ସହିତ କୋଲକତା, ବାଙ୍ଗାଲୋର ( ସନ୍ଧ୍ୟା୭.୩୦)
୧୩ମଇ-ମୁମ୍ବାଇ ସହିତ ପଞ୍ଜାବ, ବାଙ୍ଗାଲୋର (ଅପରାହ୍ନ୩.୩୦)
୧୩ମଇ-ହାଇଦ୍ରାବାଦ ସହିତ ରାଜସ୍ଥାନ, କୋଲକତା, (ସନ୍ଧ୍ୟା୭.୩୦)
୧୪ ମଇ-ବାଙ୍ଗାଲୋର ସହିତ ଦିଲ୍ଲୀ, କୋଲକତା (ସନ୍ଧ୍ୟା୭.୩୦)
୧୫ ମଇ-କୋଲକତା ସହିତ ପଞ୍ଜାବ, ବାଙ୍ଗାଲୋର(ସନ୍ଧ୍ୟା୭.୩୦)
୧୬ ମଇ-ରାଜସ୍ଥାନ ସହିତ ବାଙ୍ଗାଲୋର, କୋଲକତା(ଅପରାହ୍ନ୩.୩୦)
୧୬ ମଇ-ଚେନ୍ନାଇ ସହିତ ମୁମ୍ବାଇ,ବାଙ୍ଗାଲୋର(ସନ୍ଧ୍ୟା୭.୩୦)
୧୭ ମଇ-ଦିଲ୍ଲୀ ସହିତ ହାଇଦ୍ରାବାଦ, କୋଲକତା(ସନ୍ଧ୍ୟା୭.୩୦)
୧୮ମଇ-କୋଲକତା ସହିତ ରାଜସ୍ଥାନ, ବାଙ୍ଗାଲୋର(ସନ୍ଧ୍ୟା ୭.୩୦)
୧୯ମଇ-ପଞ୍ଜାବ ସହିତ ହାଇଦ୍ରାବାଦ, ବାଙ୍ଗାଲୋର(ସନ୍ଧ୍ୟା୭.୩୦)
୨୦ମଇ-ବାଙ୍ଗାଲୋର ସହିତ ମୁମ୍ବାଇ ,କୋଲକତା(ସନ୍ଧ୍ୟା ୭.୩୦)
୨୧ମଇ-କୋଲକତା ସହିତ ହାଇଦ୍ରାବାଦ, ବାଙ୍ଗାଲୋର(ଅପରାହ୍ନ୩.୩୦)
୨୧ମଇ-ଦିଲ୍ଲୀ ସହିତ ଚେନ୍ନାଇ,କୋଲକତା(ସନ୍ଧ୍ୟା୭.୩୦)
୨୨ମଇ-ପଞ୍ଜାବ ସହିତ ରାଜସ୍ଥାନ ,ବାଙ୍ଗାଲୋର(ସନ୍ଧ୍ୟା୭.୩୦)

୨୩ମଇ-ମୁମ୍ବଇ ଦିଲ୍ଲୀ, କୋଲକତା(ଅପରାହ୍ନ୩.୩୦)
୨୩ମଇ-ବାଙ୍ଗାଲୋର ସହିତ ଚେନ୍ନାଇ ,କୋଲକତା(ସନ୍ଧ୍ୟା୭.୩୦)
୨୫ ମଇ-କ୍ୟାଲିଫାୟର୧, ଅହମ୍ମଦାବାଦ(ସନ୍ଧ୍ୟା୭.୩୦)
୨୬ମଇ-ଏଲିମିନେଟର, ଅହମ୍ମଦାବାଦ(ସନ୍ଧ୍ୟା ୭.୩୦)
୨୮ ମଇ-କ୍ୟାଲିଫାୟର୨,ଅହମ୍ମଦାବାଦ(ସନ୍ଧ୍ୟା୭.୩୦)
୩୦ମଇ-ଫାଇନାଲ, ଅହମ୍ମଦାବାଦ(ସନ୍ଧ୍ୟା୭.୩୦)
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।