ମିଡିଆ ରିପୋର୍ଟ ଅନୁସାରେ ଆଇପିଏଲ ୯ ଏପ୍ରିଲକୁ ଆରମ୍ଭ ହେବାକୁ ଯାଉଛି। ଏବେ ଗର୍ଭରନିଙ୍ଗ କାଉନ୍ସିଲ ଡିକଲାର କରିବାର ଅଛି ଅପେକ୍ଷା। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ ୯ ଏପ୍ରିଲରୁ ଆଇପିଏଲ ଆରମ୍ଭ ହେବ ଏବଂ ୩୦ ମଇରେ ଫାଇନାଲ ଖେଳାଯିବ।

ଗର୍ଭରନିଙ୍ଗ କାଉନ୍ସିଲ କହିଲେ ‘ ଆମେ ବୈଠକ ନିଶ୍ଚିତ କରିନାହୁଁ। ହେଲେ ଆମେ ୯ ଏପ୍ରିଲକୁ ଆରମ୍ଭର ଉପଦେଶ ଦେଇଛୁ ଏବଂ ୩୦ ମଇକୁ ଫାଇନାଲ କରିବାର ଉପଦେଶ। ହେଲେ ଶେଷ ଫଇସଲା ବୈଠକରେ ହେବ। ଆଗ ସପ୍ତାହରେ ଆଇପିଏଲ ସ୍ଥାନ ସହିତ ସେଡ୍ୟୁଲ ମଧ୍ୟ ଆସିପାରେ।
କେଉଁ ସହରରେ ହେବ ଆଇପିଏଲ ୨୦୨୧:
କୁହାଯାଉଥିଲା ଆଇପିଏଲ ମୁମ୍ବାଇ ସହରରେ ହେବ ହେଲେ ପରର ଖବର ଅନୁସାରେ ଜଣା ଯାଉଛି ଯେ ଆଇପିଏଲ ୬ଟି ସହରରେ ହେବ। ରିପୋର୍ଟସ ଅନୁସାରେ ବିସିସିଆଇ ୬ ସହରରେ ଆଇପିଏଲ ଆୟୋଜନ କରିବ। ଏଥିରେ ଅହମଦାବାଦ, ବାଙ୍ଗାଲୋର,ମୁମ୍ବାଇ,ଚେନ୍ନାଇ,ଦିଲ୍ଲୀ ଏବଂ କୋଲକତା ସାମିଲ। ମୁମ୍ବାଇରେ କୋରନାର ମାତ୍ରା ବଢୁଛି ହେଲେ ରାଜ୍ୟ ସରକାର ବିସିସିଆଇକୁ ପୁରା ସହାୟତା ଦେବାକୁ କହିଛି।

ଆଇପିଏଲରେ ଇଂଲଣ୍ଡ ବିପକ୍ଷ ସିରିଜ ପରି ୫୦ ପ୍ରତିଶତ ଦର୍ଶକ ଆସିବାର ବ୍ୟବସ୍ଥା ରହିବ। ଏବେ ଚେନ୍ନାଇ ଏବଂ ଅହମଦାବାଦରେ ଏମିତି ଆୟୋଜନ କରାଯାଇଛି। ମୁମ୍ବାଇରେ ଖାଲି ଷ୍ଟାଡିୟମରେ ହେବ କିମ୍ବା ୫୦ ପ୍ରତିଶତ ଦର୍ଶକଙ୍କ ସହ? ତାହାର ଉତ୍ତର ଏଯାଏ ମିଳିନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।