ଆଇପିଏଲ ୨୦୨୦: ଧୋନୀଙ୍କ ଟିମ ଏବେ ବି ପହଞ୍ଚି ପାରିବ ପ୍ଲେ ଅଫରେ,ଏହା ହଉଛି ପୁରା କଥା।

ଏହି ବର୍ଷର ଆଇପିଏଲ(ଆଇପିଏଲ ୨୦୨୦) ରେ ୪୦ଟି ମ୍ୟାଚ ପରେ ପ୍ଲେ ଅଫର ପ୍ରତିଯୋଗିତାରେ ବହୁତ ଟକ୍କର ଦେଖିବାକୁ ମିଳୁଛି। ତିନଟି ଟିମ -ଦିଲ୍ଲୀ କ୍ୟାପିଟାଲସ,ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନସର ପ୍ଲେ ଅଫରେ ପହଁଞ୍ଚିବା ପୂରାପୂରି ନିଶ୍ଚିତ ଲାଗୁଛି,କିନ୍ତୁ ଚତୁର୍ଥ ଟିମ କେଉଁଟି ହେବ ଏହାକୁ ନେଇ ଅନିଶ୍ଚିତ ଅବସ୍ଥା ଏ ପର୍ଯ୍ୟନ୍ତ ବି ଅଛି। ଏଥିରେ ସମସ୍ତଙ୍କର ନଜର ଚେନ୍ନାଇ ସୁପର କିଙ୍ଗସ ଉପରେ ଅଛି।

Google

ଆଇପିଏଲ ୨୦୨୦:ଏହି ୫ଜଣ ଅଧିନାୟକ କରିଛନ୍ତି ସବୁଠୁ ଅଧିକା ୪୦୦+ ରନ:-ଧୋନୀଙ୍କ ନେତୃତ୍ୱରେ ଏହି ଟିମ ସବୁଥରକ ପ୍ଲେ ଅଫରେ କ୍ୱାଲିଫାଇ କରିଛନ୍ତି କିନ୍ତୁ ଏହି ବର୍ଷ ଧୋନୀଙ୍କ ଟିମ ଅସୁବିଧାରେ ଫସିଯାଇଛନ୍ତି। ଏହି ଥରକ ବର୍ତ୍ତମାନ ଚେନ୍ନାଇ ଟିମ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛି। ତା ସହିତ ନେଟ ରନରେଟ ବି (-୦.୪୬୩)ରେ ଅଛି। ଏମିତିରେ ପ୍ରଶ୍ନ ଉଠୁଛି କି କଣ ଧୋନୀଙ୍କ ଟିମ ଏବେବି ପ୍ଲେ ଅଫରେ ପହଞ୍ଚି ପାରିବ। ଆସନ୍ତୁ ଆମେ ଆପଣଙ୍କୁ ଆଇପିଏଲର ଅଲଗା ଅଲଗା ଅବସ୍ଥା ଜରିଆରେ ଏହାକୁ ବୁଝେଇବାକୁ ଚେଷ୍ଟା କରୁଛୁ।

ଚେନ୍ନାଇର ବାକି ଥିବା ମ୍ୟାଚ:-

ଚେନ୍ନାଇ ସୁପର କିଙ୍ଗସର ଏବେ ୪ଟି ମ୍ୟାଚ ଆହୁରି ଖେଳିବାକୁ ଅଛି।ଏହି ମ୍ୟାଚ -ମୁମ୍ବାଇ ଇଣ୍ଡିଆନସ,ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡ଼ର୍ସ ବିରୁଦ୍ଧରେ।

ନେଟ ରନରେଟ ବିନା ପ୍ଲେ ଅଫରେ ପହଞ୍ଚିବାର ଆଶା:-ଚେନ୍ନାଇ ସୁପର କିଙ୍ଗସର ବାକି ଥିବା ସମସ୍ତ ତଥା ୪ଟି ମ୍ୟାଚ ଜିତିବାକୁ ପଡିବ।

Google

ଚେନ୍ନାଇକୁ ଏହା ବି ଆଶା କରିବାକୁ ପଡିବ କି ଏବେ ଟପ ତିନୋଟି ଟିମ (ଦିଲ୍ଲୀ କ୍ୟାପିଟାଲସ,ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନସ) ବିରୁଦ୍ଧରେ ନିଜର ସବୁ ବାକିଥିବା ମ୍ୟାଚ ଜିତନ୍ତୁ।

ତା ସହିତ ଏହି ତିନୋଟି ଟିମର ପରସ୍ପର ସହ ହେବାକୁ ଥିବା ମ୍ୟାଚରେ ବି ଚେନ୍ନାଇର କିଛି ଲେନ ଦେନ ନାହିଁ।

ଚେନ୍ନାଇର ଟିମ ଚତୁର୍ଥ ସ୍ଥାନରେ ପହଞ୍ଚି ପାରିବ ଯଦି କେକେଆର ବାକି ଥିବା ୪ଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚ ଜିତିବ।

Google

ଏହା ଛଡା ଚେନ୍ନାଇକୁ ଇଶ୍ୱରଙ୍କୁ ଏହା ବି ପ୍ରାର୍ଥନା କରିବାକୁ ହେବ କି ସନରାଇଜରସ ହାଇଦ୍ରାବାଦ ,କିଙ୍ଗସ ଇଲେଭେନ ପଞ୍ଜାବ ଏବଂ ରାଜସ୍ଥାନ ରୟାଲସକୁ ଦୁଇରୁ ଅଧିକ ମ୍ୟାଚ ନ ଜିତନ୍ତୁ।

ଏପରି ଅବସ୍ଥାରେ ଚେନ୍ନାଇର ଖାତାରେ ୧୪ ଅଙ୍କ ଆସିଯିବ ଏବଂ ସେ ନେଟ ରନରେଟ ବିନା ପ୍ଲେ ଅଫରେ ପହଞ୍ଚିପାରିବ।

ନେଟ ରନରେଟରେ ନିର୍ଣ୍ଣୟ ହେବା ପରେ:-ଆଉ ଏକ ଗଣିତ ଏହା ହୋଇଛି କି ଚେନ୍ନାଇର ଟିମ ନେଟ ରନରେଟର ଆଧାରରେ ଉତ୍ତୀର୍ଣ୍ଣ ହେଇଯାଉ।କେତେକ ଟିମର ୧୪ ଅଙ୍କ ହୋଇପାରେ।

ଏମିତିରେ ଚେନ୍ନାଇ ସୁପର କିଙ୍ଗସକୁ ନେଟ ରନରେଟକୁ ଭଲ କରିବା ପାଇଁ ବହୁତ ଅନ୍ତରରେ ଯାହା ବି ହେଉ ୨ଟି ମ୍ୟାଚ ଜିତିବାକୁ ପଡିବ। ବାକି ଥିବା ସବୁ ମ୍ୟାଚ ବି ଜିତିବାକୁ ହେବ।

Google
ମୁମ୍ବାଇ ବିରୁଦ୍ଧରେ ଯଦି ଚେନ୍ନାଇ ହାରିଯିବ ତେବେ କଣ ହେବ?:-

ମୁମ୍ବାଇ ବିରୁଦ୍ଧରେ ହାରିବା ପରେ ଚେନ୍ନାଇର ଟିମ ଟୁର୍ଣ୍ଣାମେଣ୍ଟରୁ ଓହରିବ ନାହିଁ। ୧୨ ଅଙ୍କ ସହିତ ସେ ପ୍ଲେ ଅଫ ପାଇଁ ଉତ୍ତୀର୍ଣ୍ଣ ହୋଇପାରେ। ଯେପରି ସନରାଇଜରସ ପୂର୍ବ ବର୍ଷ କରିଥିଲା କିନ୍ତୁ ଚେନ୍ନାଇ ପାଇଁ ଏହ ସହଜ ହେବ ନାହିଁ।ତାଙ୍କୁ ଅନ୍ୟ ଟିମର ଫଳାଫଳ ଉପରେ ନିର୍ଭର କରିବାକୁ ହେବ । ଏମିତିରେ ସବୁଠାରୁ ସହଜ ଏହା ଅଟେ କି ସେ ଭଲ ନେଟ ରନରେଟ ସହିତ ବାକି ଥିବା ୪ଟି ମ୍ୟାଚ ଜିତି ନିଅନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *