ଆଇପିଏଲ ୨୦୨୦ର ସବୁଠାରୁ ଖରାପ ବଲ ପକେଇ ଟ୍ରୋଲ ହେଲେ କୁନାଲ ପାଣ୍ଡ୍ୟା ଦେଖନ୍ତୁ ଫନି ମିମ

ଆଇପିଏଲ ୨୦୨୦ର ଶେଷ ଲିଗ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହାଇଦ୍ରାବାଦ ହରେଇ ପ୍ଲେଅଫରେ ଜାଗା ବନେଇଦେଲା । ଏହି ମ୍ୟାଚରେ ଶାହା ଓ ଡେଭିଡ଼ ୱାର୍ଣରଙ୍କ ବ୍ୟାଟିଂ ବହୁତ ଚର୍ଚ୍ଚାର ପାତ୍ର ହୋଇଥିଲା ଏହାସହ ମୁମ୍ବାଇର କୁନାଲ ପାଣ୍ଡ୍ୟା ମଧ୍ୟ ପଛରେ ନାହାନ୍ତି। ଫରକ କେବଳ ଏତିକି ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ନିଜର ଭଲ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ କୁନାଲ ପାଣ୍ଡ୍ୟା ତାଙ୍କ ଖରାପ ବୋଲିଂ ପାଇଁ ଚର୍ଚ୍ଚାରେ।

Google

 

ମ୍ୟାଚର ୧୩ତମ ଓଭରରେ ଡେଭିଡ ୱାର୍ଣର କ୍ରିଜରେ ଥିଲେ ଓ ସାମ୍ନାରେ ବୋଲର କୁନାଲ ପାଣ୍ଡ୍ୟା ଥିଲେ। ସେ ଏମିତି ଏକ ବଲ ୱାର୍ଣରଙ୍କୁ ପକାଇଲେ ଯାହାକୁ ଦେଖି ସମସ୍ତେ ଚକିତ ହୋଇଗଲେ। ତାଙ୍କର ଏହି ବଲ ଆଇପିଏଲ ୨୦୨୦ର ସବୁଠାରୁ ଖରାପ ବଲ ଅଟେ।

ଟ୍ୱିଟରେ ତାଙ୍କର ଭିଡି଼ଓ ଭାଇରାଲ ହୋଇଛି ଓ ଲୋକମାନେ କୁନାଲଙ୍କ ଭଲ ମଜାକ ଉଡାଉଛନ୍ତି।

Google

କହିରଖୁଛୁ କି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୪୯ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୧୭.୧ ଓଭରରେ ଲକ୍ଷ୍ୟ ହାସିଲ କରିନେଇଥିଲା। ହାଇଦ୍ରାବାଦର ବିଜୟର ହିରୋ ଓପ୍ନର ବ୍ୟାଟ୍ସମ୍ୟାନ ୱାର୍ଣର ଓ ଋଦ୍ଧିମାନ ସାହ ରହିଥିଲେ ଓ ମୁମ୍ବାଈକୁ ୧୦ ୱିକେଟରେ ହରାଇ ପ୍ଲେ ଅଫରେ ନିଜ ଟିମକୁ ପହଞ୍ଚାଇଥିଲେ। ଏହି ବିଜୟ ସହ ହାଇଦ୍ରାବାଦ ପ୍ଲେ ଅଫର ପହଞ୍ଚିବାର ୪ର୍ଥ ଟିମ ହେଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *