ଆଇପିଏଲ ୨୦୨୧ ରେ ଆଉ ଏକ ନୂଆ ଟିମର ହେବ ଆଗମନ, ଜାଣନ୍ତୁ କିଏ ନୂଆ ଟିମ ଆସିବ ।

ଆଇପିଏଲର ୧୩ ତମ ସଂସ୍କରଣ ଶେଷ ହୋଇସାରିଛି। ମୁମ୍ବାଇ ଇଂଣ୍ଡିଆନ୍ସ ନିଜ ପ୍ରତିଦ୍ବନ୍ଦି ଦିଲ୍ଲୀ କ୍ୟାପିଟଲ୍ସକୁ ହରାଇ ୫ ଥର ଆଇପିଏଲ ଟ୍ରଫି ନିଜ ନାମରେ କରିଛି। ଏହା ସହିତ ବିସିସିଆଇ ଆଗାମୀ ସିଜନର ଆରମ୍ଭ ମଧ୍ୟ କରିଦେଇଛି।ମିଡିଆ ରିପୋର୍ଟ ଅନୁସାରେ ବୋର୍ଡ ଆଗାମୀ ସିଜନ ପୂର୍ବରୁ ପୁନଃ ନିଲାମୀ ଆୟୋଜନ କରିପାରେ।

Google
ବଡ଼ ନିଲାମୀର ଯୋଜନା କରାଯାଉଛି:

ରିପୋର୍ଟ ଅନୁସାରେ ପୂର୍ବରୁ ବୋଧେ ବିସିସିଆଇ ପ୍ରାଞ୍ଚାଇଜିଙ୍କ ସହିତ ସମ୍ପର୍କରେ ଅଛି। ବିସିସିଆଇର ଏକ ସୂତ୍ର ଅନୁସାରେ ଏକ ବଡ଼ ନିଲାମିର ଯୋଜନା ପ୍ରସ୍ତୁତ କରାଯାଉଛି। କାରଣ ଆଗାମୀ ସିଜନରେ ଏକ ନୂଆ ଟିମ ଆଗମନ କରିପାରେ। ଏହା ଦ୍ୱାରା ଆଇପିଏଲରେ ୮ ବଦଳରେ ୯ ଟି ଟିମ ହୋଇପାରେ।

କରୋନା ଭାଇରସ ପାଇଁ ହୋଇଥିବା କ୍ଷତି ପରେ ଏହି ପଦକ୍ଷେପ ସନ୍ତୁଳନକୁ ବଜାଇରଖିବା ପାଇଁ ଉଠାଯାଇପାରେ। ସମ୍ଭାବନା ଅଟେକି ଆଇପିଏଲ ୯ମ ପ୍ରାଞ୍ଚାଇଜି ଅହମଦାବାଦ ସହିତ ଯୋଡିହୋଇପାରେ।ଜେବେକି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି କି ଆଇପିଏଲ ୨୦୨୧ ପାଇଁ ଚର୍ଚ୍ଚା ସଠିକ ସମୟରେ ହେବ।

Google
ମୁମ୍ବାଇ ଆଇପିଏଲ ଇତିହାସରେ ୫ମ ଟ୍ରଫି ଜିତିଲା:

ଏହା ସହିତ ହିଁ ମୁମ୍ବାଇ ଆଇପିଏଲ ଇତିହାସରେ ୫ ମ ଟ୍ରଫି ଜିତିଥିବା ପ୍ରଥମ ଟିମ ହୋଇଗଲା। ଆଇପିଏଲ ୨୦୨୦ର ଫାଇନାଲ ମୁବାବିଲାରେ ରୋହିତ ଶର୍ମାଙ୍କ ଟିମ ମୁମ୍ବାଇ ଦିଲ୍ଲୀକୁ ୫ଟି ୱିକେଟରେ ହରାଇ ୫ ଥର ଆଇପିଏଲ ଟ୍ରଫି ଜିତି ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମଥର ଫାଇନାଲ ଖେଳୁଥିବା ଦିଲ୍ଲୀ ପ୍ରଥମେ ବ୍ୟାଟିଙ୍ଗ କରି ମୁମ୍ବାଇ ସାମ୍ନାରେ ୧୫୭ ରନର ଲକ୍ଷ ରଖିଥିଲା ।ମୁମ୍ବାଇ ୮ଟି ବଲ ବାକିଥାଇ ଏହି ଲକ୍ଷକୁ ବହୁତ ସହଜରେ ହାସଲ କରିନେଇଥିଲା।ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକୀୟ ପାରି ଖେଳିଥିଲେ।

Google
ଡେକନ ଚାର୍ଜର୍ସ ହୋଇପାରେ ନୂଆ ଟିମ:

ଆଇପିଏଲ ୨୦୨୧ରେ ଡେକନ ଚାର୍ଜର୍ସ ହୋଇପାରେ ନୂଆ ଟିମ। ଏହା ପୂର୍ବରୁ ବିସିଆଇଆଇ ଓ ଆଇପିଏଲ ଗ୍ଭରନିଂଙ୍ଗ ଟିମକୁ ହର୍ଜର୍ନେ ପାଇଁ ଡେକନ ଚାର୍ଜର୍ସକୁ ୪୮୦୦ କୋଟି ଦେବାପାଇଁ କହିଥିଲା। ଏବେ ବିସିସିଆଇ ଏହି ପଇସା ନଦେଇ ଡେକନ ଚାର୍ଜର୍ସକୁ ସେହି ପଇସା ନଦେଇ ଆଇପିଏଲ ୨୦୨୧ରେ ସାମିଲ କରିବାପାଇଁ ଭାବିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *