ଏହି ତିନୋଟି ସୁନ୍ଦର ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୧। ଚାରିଆଡେ ଖେଳୁଛି ଖୁସିର ଲହରୀ।

ଆଇପିଏଲ ୨୦୨୧ର ଆରମ୍ଭ ହେବା ପୂର୍ବରୁ ହିଁ କ୍ରିକେଟର ଗ୍ୟାଲେରୀରେ ଆଗତ ସିଜିନକୁ ନେଇ ଲଗାତାର ନୁଆ ନୂଆ ଖବର ସାମ୍ନାକୁ ଆସୁଅଛି। ଏବେ ଟାଏମ୍ସ ଅଫ ଇଣ୍ଡିଆରେ ଛପି ଥିବା ଏକ ରିପୋର୍ଟକୁ ମାନିବା ତେବେ ଆଇପିଏଲର ୧୪ତମ ସଂସ୍କରଣର ସମସ୍ତ ମୁକାବିଲା କେବେଳ ତିନୋଟି ଷ୍ଟାଡିୟମରେ ଖେଳା ଯାଇପାରେ କିନ୍ତୁ ଏବେ ଭାରତୀୟ କ୍ରିକେଟ ବୋର୍ଡ ଏହି କଥାର ପୃଷ୍ଟି କରି କୌଣସି ନିର୍ଦ୍ଧିଷ୍ଟ ବୟାନ ଜାରି କରି ନାହିଁ।

Google

କେବଳ ତିନୋଟି ଷ୍ଟାଡିୟମରେ ଖେଳା ଯିବ ଆଇପିଏଲ ୨୦୨୧: ଭାରତରେ ଏବେ ମଧ୍ୟ ମହାମାରୀ କୋରନା ଭାଇରସର ବିପଦ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ।ସଫଳ ଟ୍ରାଏଲ ପରେ ଭ୍ୟାକ୍ସିନ ଲାଗିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି,କିନ୍ତୁ ଏବେ ପ୍ରକ୍ରିୟା ଶେଷ ହେବା ପାଇଁ ସମୟ ଲାଗିବ।। ଏମିତିରେ ଆଇପିଏଲ ୨୦୨୧ରେ ଖେଳାଳିଙ୍କୁ ସମସ୍ତ ୮ଟି ଭେନ୍ୟୁରେ ମ୍ୟାଚଗୁଡିକର ଆୟୋଜନ କଠିନ ନଜର ଆସୁଛି। ଏହା ମଧ୍ୟରେ ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟରୁ ଜଣା ପଡୁଛି କି ଆଇପିଏଲ ୨୦୨୧ର ସବୁ ଲିଗ ମ୍ୟାଚ ତିନୋଟି ଷ୍ଟାଡିୟମରେ ଖେଳା ଯାଇପାରେ।

ଟାଇମ୍ସ ଅଫ ଇଣ୍ଡିଆରେ ଛପି ଥିବା ଏକ ରିପୋର୍ଟ ଅନୁସାରେ,ବିସିସିଆଇ ୱାଙ୍ଖେଡେ,ବ୍ରୋବର୍ନ,ଡି ୱାଇ ପାଟିଲ,ରିଲାୟନ୍ସ କ୍ରିକେଟ ଷ୍ଟାଡିୟମ ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମକୁ ଆଇପିଏଲ ୨୦୨୧ର ଆୟୋଜନ ପାଇଁ ନାମିତ କରିଛି। ମୋଟେରା ଷ୍ଟାଡିୟମକୁ ନକଆଉଟ ପାଇଁ ଚୟନ କରାଯାଇପାରେ।

Google

ରୋମାଞ୍ଚରେ କମି ଆସିବ ନାହିଁ: ଭାରତୀୟ କ୍ରିକେଟ ବୋର୍ଡ ସେମିତିରେ ତ ଏବେ ଆଇପିଏଲ ୨୦୨୧ର ଭେନ୍ୟୁକୁ ନେଇ କୌଣସି ନିର୍ଦ୍ଦିଷ୍ଟ ବୟାନ ଦର୍ଶାଇ ନାହିଁ କିନ୍ତୁ ଯଦି ସେ ତିନୋଟି ଷ୍ଟାଡିୟମରେ ମଧ୍ୟ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଛି,ତେବେ ଏହାର ରୋମାଞ୍ଚରେ କୌଣସି ତ୍ରୁଟି ଆସିବ ନାହିଁ।

ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ ୨୦୨୦ରେ ମଧ୍ୟ ସମସ୍ତ ମୁକାବିଲା ଆବୁଧାବୀ,ଦୁବାଇ ଓ ଶାରଜାହ ଅର୍ଥାତ କେବଳ ତିନୋଟି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଓ ପ୍ରକୃତରେ ତାହା ଏକ ବହୁତ ରୋମାଞ୍ଚକ ସଂସ୍କରଣ ଥିଲା। ଏଥିପାଇଁ ଯଦି କୋରନା ଭାଇରସକୁ ଦେଖି ବୋର୍ଡ ଏହି ନିଷ୍ପତ୍ତି ନିଏ ତାହାଲେ ଫ୍ୟାନସଙ୍କୁ ଏଥିରେ ଚିନ୍ତିତ ହେବାର ଆବଶ୍ୟକତା ହେବ ନାହିଁ।

ଆଇପିଏଲ ୨୦୨୧ର ପ୍ରସ୍ତୁତି ରୋମାଂଚକର ଚାଲିଛି।ବିସିସିଆଇ ଆଇପିଏଲର ଆଗାମୀ ସଂସ୍କରଣ ନିଲାମୀର ଅଫିସିଆଲ ତାରିଖର ଘୋଷଣା କରିଦେଇଛି। ୧୮ ଫେବୃଆରୀକୁ ଚେନ୍ନାଇରେ ଏହି ବର୍ଷ ନିଲାମୀର ଆୟୋଜନ ହେବ।

Google

ଏହା ପୂର୍ବରୁ ସମସ୍ତ ଦଳ ମାନେ ନିଜ ନିଜ ଦଳର ରିଟେନ ଓ ରିଲିଜ ଖେଳାଳିଙ୍କର ତାଲିକା ଜାରି କରିଦେଇଛି। ଯଦିଓ ଏହା ମିନି ଅକ୍ସନ ହେବାକୁ ଯାଉଅଛି,କିନ୍ତୁ ପ୍ରାଞ୍ଚାଇଜମାନଙ୍କ ଦ୍ଵାରା ବଡ଼ ବଡ଼ ଖେଳାଳିମାନଙ୍କୁ ରିଲିଜ କରିବା ଦ୍ୱାରା ଏହି ନିଲାମୀ ବହୁତ ରୋମାଞ୍ଚକ ହେବାକୁ ଯାଉଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *