ପନ୍ତଙ୍କୁ ରବି ଶାସ୍ତ୍ରୀଙ୍କ ଉପଦେଶ! କହିଲେ ଆନ୍ଦ୍ର ରସେଲଙ୍କ ପରି ବ୍ୟାଟିଂ କର! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତର ପୂର୍ଵ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କର ମାନିବା ଅଟେ କି ରିଷଭ ପନ୍ତଙ୍କୁ ଆନ୍ଦ୍ର ରସଲଙ୍କ ପରି ବ୍ୟାଟିଙ୍ଗ କରିବାର ଆବଶ୍ୟକତା ଅଛି। ଥରେ ପ୍ରଭାବକୁ ଆସିବା ଦ୍ଵାରା ଏହାକୁ ତାଙ୍କୁ ବଦଳାଇବା ଆବଶ୍ୟକତା ନାହିଁ ଯାହା ଦ୍ୱାରା ସେ ନିଜ ଟିମ ଦିଲ୍ଲୀ କ୍ୟାପିଟାଲ୍ସକୁ ଅଧିକରୁ ଅଧିକ ମ୍ୟାଚ ଜିତାଇପାରିବେ। ବାମହାତୀ ୱିକେଟ କିପର ବ୍ୟାଟ୍ସମ୍ୟାନ ପନ୍ତ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୧୧ ଟି ମ୍ୟାଚରେ ୧୫୨.୭୧ ଷ୍ଟାଇକରେଟରେ ୨୮୧ ରନ କରିଛନ୍ତି। କିନ୍ତୁ ସେ ନିଜ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରୁନାହାଁନ୍ତି।

Google

ଏହି ବ୍ୟାଟ୍ସମ୍ୟାନ ନିଜ ଆକ୍ରାମକ ବ୍ୟାଟିଙ୍ଗର ଝଲକ ତ ଦେଖାଉଛନ୍ତି କିନ୍ତୁ ସେ ଟିମକୁ ଜିତାଇପାରୁନାହଁନ୍ତି। ଶାସ୍ତ୍ରୀ କ୍ରିକଇନ୍ଫୋକୁ କହିଛନ୍ତି,”ମତେ ଲାଗୁଛି କି ଯେବେ ସେ ପ୍ରଭାବକୁ ଆସୁଛନ୍ତି ଏହାକୁ ତାଙ୍କୁ ବଦଳାଇବା ଆବଶ୍ୟକତା ନାହିଁ। ତାଙ୍କୁ ଆନ୍ଦ୍ର ରସେଲଙ୍କ ପରି ଖେଳିବାର ଆବଶ୍ୟକତା ଅଛି। ଆପଣଙ୍କ ନଜର ସେଟ ହୋଇଯାଇଥାଏ ଆପଣଙ୍କ ବ୍ୟାଟରେ ଭଲ ସର୍ଟ ଆସୁଥାଏ ସେହି ସମୟରେ ଆପଣଙ୍କୁ ଅଧିକ ଭାବିବାର ଆବଶ୍ୟକତା ନାହିଁ। ଏହା ଭାବ ନାହିଁ କି ସାମ୍ନାରେ ବୋଲର କିଏ ଆପଣଙ୍କୁ ଆକ୍ରାମକ ବ୍ୟାଟିଙ୍ଗ କଟିବାର ଅଛିତ କର। କିଏ ଜାଣି ଛିକି ଏପରି କରିବା ଦ୍ୱାରା ଆପଣ ଲୋକଙ୍କ ଅପେକ୍ଷାରେ ଅଧିକ ମ୍ୟାଚ ଜିତାଇପାରିବେ”।

ରବି ଶାସ୍ତ୍ରୀଙ୍କର ମାନିବା ଅଟେ କି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ରସେଲଙ୍କୁ ତାଙ୍କ ଖେଳିବା ଶୈଳୀ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଠୁ ଅଲଗା କରିଥାଏ। ଏପରି ଶୈଳୀ ପନ୍ତଙ୍କୁ ମଧ୍ୟ ଆପଣାଇବାର ଆବଶ୍ୟକତା ଅଛି ଯିଏକି ଆକ୍ରାମକ ବ୍ୟାଟିଙ୍ଗ କରିପାରନ୍ତି। ସେ କହିଛନ୍ତି,”ରସଲ ନିଜ ଖେଳିବାର ଶୈଳୀକୁ ନେଇ ସ୍ପଷ୍ଟ ଅଛନ୍ତି। ଜେବେ ସେ ଲୟରେ ହୋଇଥାନ୍ତି ସେବେ ତାଙ୍କୁ ଅଟକାଇବା କଷ୍ଟକର ଅଟେ। କେହି ତାଙ୍କୁ ଅଟକାଇପାରିବେନି କାରଣସେ ସେହି ସମୟରେ ମତିଷ୍କରେ କୌଣସି ନକରାତ୍ମକ ଚିନ୍ତା ରଖିନଥାନ୍ତି”।

Google

ଟିମ ଇଣ୍ଡିଆର ପୂର୍ଵ କୋଚ ଶାସ୍ତ୍ରୀ କହିଛନ୍ତି,”ରିଷଭ ମଧ୍ୟ ଏହିପରି ବ୍ୟାଟିଙ୍ଗ କରିବା ପାଇଁ ସକ୍ଷମ ଅଟନ୍ତି ଓ ମତେ ଲାଗୁଛି କି ସେ ଏହିପରି ଭାବିଥାଏ କାରଣ ଆପଣ ଟି-୨୦ କ୍ରିକେଟରେ ତାଙ୍କଠୁ କିଛି ବିଶେଷ ପାରି ଦେଖିବେ”। ଶାସ୍ତ୍ରୀ କହିଛନ୍ତି,”ପନ୍ତ ସେହିପରି ଆରମ୍ଭ କରିଥାନ୍ତି ବ୍ୟାଟିଙ୍ଗ କିନ୍ତୁ ସେହି ଏପରି ଆଉଟ ହୋଇଥାନ୍ତି ଯାହା ତାଙ୍କୁ ନିଜକୁ ମଧ୍ୟ ପସନ୍ଦ ଆସିନଥାଏ। ମତେ ଲାଗୁଛି କି ଯେବେ ସେ ସର୍ଟ ଖେଳିଚାଲିଥାନ୍ତି ତାଙ୍କୁ ରହିବାର ଆବଶ୍ୟକତା ନାହିଁ କି ଖେଳିବାର ଶୈଳୀ ବଦଳାଇବାର ଆବଶ୍ୟକତା ନାହିଁ”।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *