ଅଭିନୟ କରିବାକୁ ଯାଉଛନ୍ତି କ୍ରିକେଟର ଇରଫାନ ପଠାନ, ଫିଲ୍ମର ପ୍ରଥମ ପୋଷ୍ଟର ଭାଇରଲ ।

କ୍ରିକେଟର ସୁପରଷ୍ଟାର ଇରଫାନ ପଠାନ ଫିଲ୍ମ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କର ଏପରି ରୂପ ଯାହା ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ନିଜ ଖେଳରେ ସମସ୍ତଙ୍କ ମନକୁ ମୋହିତ କରିଥିବା ଇରଫାନ ଏବେ ଆକ୍ଟିଂଗ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି।

Trending: Irfan Pathan's First Look As An Interpol Officer In Cobra, His Debut Film
Google

ଇରଫାନ ଏବେ ଜଲଦି ହିଁ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଇରଫାନ ହିନ୍ଦୀ ନୁହେ ବରଂ ତାମିଲ ଭାଷାର ଫିଲ୍ମ ଜରିଆରେ ପ୍ରବେଶ କରିବାକୁ ଯାଉଛନ୍ତି। ଆକ୍ଟରଙ୍କର ଆସୁଥିବା ଫିଲ୍ମ ବି ଘୋଷଣା ହୋଇଛି ଏବଂ ଫିଲ୍ମର ପ୍ରଥମ ଲୁକ ଭାଇରଲ ହେବାରେ ଲାଗିଛି।

ନିଜର ୩୬ତମ ଜନ୍ମଦିନରେ ସେ ଏହି ଫିଲ୍ମ କରିବେ ବୋଲି ଘୋଷଣା କରିଥିଲେ। ପୋଷ୍ଟର ପ୍ରଥମ ଲୁକ ସୁନ୍ଦର ତଥା ଚମତ୍କାର ହେଇଛି।

କହିଦେଉଛୁ ଯେ ଫିଲ୍ମର ନାମ ‘କୋବ୍ରା’ ରଖାଯାଇଛି। ଏଥିରେ ଇରଫାନ ଅସଲାନ ଯିଲମାଜ ନାମରେ ଏକ ଫ୍ରେଞ୍ଚ ଇଣ୍ଟରପୋଲ ଅଧିକାରୀ ଭୂମିକାରେ ନଜର ଆସିବେ। ଫିଲ୍ମର ମୁଖ୍ୟ ରୋଲରେ ବିକ୍ରମ ଅଛନ୍ତି ଯେବେକି ଇରଫାନ ଛୋଟ ରୋଲରେ ନଜର ଆସିବେ। ତାଙ୍କ ଛଡା ଏହି ଫିଲ୍ମରେ କେଏସ ରବି କୁମାର, ଶ୍ରୀନିଧି ସେଠି ଭଳି ଷ୍ଟାର ମାନେ ସାମିଲ ଅଛନ୍ତି। ଫିଲ୍ମ ଆଜି ବର୍ଷ ରିଲିଜ ହୋଇପାରେ ବୋଲି ଆଶା କରାଯାଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *