ବଡ଼ ଖବର: କଣ ସତରେ ଏବେ ମଣିଷ ବଞ୍ଚିବ ୧୫୦ ବର୍ଷ! ଜାଣନ୍ତୁ ରହସ୍ୟ କଣ?

ଆଜିର ବିଜ୍ଞାନ ଯୁଗରେ ପ୍ରତ୍ୟେକ ଦିନ ବୈଜ୍ଞାନିକମାନେ ଅନେକ ଅଦ୍ଭୁତ ତଥ୍ୟ ଖୋଜି ବାହାର କରୁଛନ୍ତି। ଏ ସଂସାରରେ ସମସ୍ତେ ଅମର ହେବାକୁ ଚାହିଁଥାନ୍ତି କିନ୍ତୁ ଏହା ସମ୍ଭବ ନୁହେଁ। ଅମର ନହେଲେ ମଧ୍ୟ ଅଧିକ ବର୍ଷ ବଞ୍ଚିବା ପାଇଁ ସମସ୍ତଙ୍କର ଇଛା ଥାଏ। ଏମିତି କେହି ନଥିବ ଯିଏ ଜଲ୍ଦି ମରିବାକୁ ଚାହୁଁଥିବ ।ଏହି ବୟସ ସହିତ ସମ୍ବଧିତ ଏକ ବଡ଼ ତଥ୍ୟ ବର୍ତ୍ତମାନ ଜଣାପଡିଛି। ଆପଣଙ୍କୁ କହିରଖିବୁ ସିଙ୍ଗାପୁରରେ ଅନେକ ବର୍ଷରୁ କିଛି ବିଶେଷଜ୍ଞ ମଣିଷଙ୍କ ଆୟୁଷ ଉପରେ ପରୀକ୍ଷା କରି ଜାଣିପାରିପାରିଛନ୍ତି ଗୋଟିଏ ମଣିଷ ୧୨୦-୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ।

ସିଙ୍ଗାପୁରରେ ଏହି ଗବେଷକମାନେ ମଣିଷ ଶରୀରର ରକ୍ତ କୋଷଓ ମଣିଷର ଜୀବନ ଶୈଳୀକୁ ନେଇ ମଣିଷର ବୟସ ଉପରେ ଗବେଷଣା କରୁଥିଲେ ଯେଉଁଥିରେ ଏକ ଜଣାପଡିଛିକି ମଣିଷ ମାନେ୧୨-୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ। ଏହି ଗବେଷଣାରେ ଜଣାପଡିଛିକି ମଣିଷଙ୍କ ଶରୀରରେ ନମନୀୟତା ଜଲ୍ଦି କମିଯିବାରୁ ଲୋକମାନେ ଜଲ୍ଦି ବାଧକ୍ୟ ଅବସ୍ଥାକୁ ଆସିଯାଉଛନ୍ତି ଓ ସେମାନଙ୍କର ମୃତ୍ୟୁ ହୋଇଯାଉଛି।

Google

ଅନେକ ବୈଜ୍ଞାନିକ ମତ ଦେଇଛନ୍ତିକି ଏହାକୁ କିପରି ବଢ଼ାଇହେବ ଏହା ଉପରେ ଅଧିକ ଗବେଷଣା କଲେ ଏହାର ଔଷଧ ଯଦି ବାହାର କରାଯିବ ତେବେ ସହଜରେ ମଣିଷଙ୍କ ବୟସ ବୃଦ୍ଧିକାରାଯାଇପାରିବ। ଆମେ ଅନେକ ଏପରି ମଧ୍ୟ ଲୋକ ଦେଖିଥିବା ଯେଉଁମାନେ ୧୦୦ ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଛନ୍ତି। ଫ୍ରାନ୍ସରେ ଜିନ କାଲମେଟ ନାମକ ଜଣେ ବ୍ୟକ୍ତି ୧୨୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ। ରୋମାଞ୍ଚକର କଥା ଏହାକି ଆମେରିକାର ଜଣେ ଲେଖକ ମାର୍କ ତ୍ଵଇନ କହିଛନ୍ତି ଯଦି ଓଲଟା ହୁଅନ୍ତାକି ବୟସ ୮୦ ଓଲଟା ହୋଇ ୧୮ ରେ ଆସି ପହଞ୍ଚନ୍ତା ତେବେ ମଣିଷ ବେସି ଭଲସେ ଜୀବନକୁ ଉପଭୋଗ କରିପାରନ୍ତେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *