କୋରନା ଭାଇରସ ଭାକ୍ସିନ ନେବା କଣ ଠିକ ଅଟେ? ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ!

ଅନେକ ଲୋକ କୋରନା ଭାକ୍ସିନ ପଛରେ ଦୌଡୁଛନ୍ତି ଓ ଅନ୍ୟ ପଟେ ସାମ୍ନାକୁ ଆସିଛିକି କିଛି ଭାକ୍ସିନରେ ବ୍ଲଡ଼ କ୍ଲଟିଙ୍ଗ କେସ ସାମ୍ନାକୁ ଆସିଛି। ଏହା ସହ ଭାକ୍ସିନ ନେବା ଦ୍ଵାରା ଅନେକ ଭୟାନକ ସାଇଡଇଫେକ୍ଟ ମଧ୍ୟ ଦେଖିବାକୁ ମିଳିଛି।କିଛି ଜାଗାରେ ଭାକ୍ସିନ ନେବା ପରେ ମଧ୍ୟ ଲୋକ ସଂକ୍ରମିତ ହେଉଛନ୍ତି। ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ତେବେ କଣ ଭାକ୍ସିନ ନେବା ଉଚିତ କି ନୁହେଁ। ଆସନ୍ତୁ ତେବେ ଏହା ବିଷୟରେ ସମ୍ପୂର୍ଣ ଖବର ଜାଣିବା।

Google

ବ୍ଲଡ଼ କ୍ଲଟିଙ୍ଗ ଵାଲା ଯେଉଁ ସମସ୍ୟା ଦେଖିବାକୁ ମିଳିଛି ତାହା ଅସଟ୍ରାଜେନିକା ଅକ୍ସଫୋର୍ଡ ଭାକ୍ସିନରେ ଦେଖିବାକୁ ମିଳିଛି।ଏବେ ପର୍ଯ୍ୟନ୍ତ ଏହି ଭାକ୍ସିନକୁ ୧୦୦ ଦେଶରେ ଦିଆଯାଉଛି।ଏବେ ପର୍ଯ୍ୟନ୍ତ ଭାରତରେ ଦୁଇଟି ଭାକ୍ସିନ ଦିଆଯାଉଛି କୋଭାକ୍ସିନ ଓ କୋଭିସିଲ୍ଡ। କୋଭିସିଲ୍ଡ ହିଁ ଅସଟ୍ରାଜେନିକା ଅଟେ।ପ୍ରଥମେ ଯେବେ ଏହି ଭାକ୍ସିନ ବ୍ୟବହାର ହୋଇଥିଲା କୌଣସି ଅଶୁବିଧା ଦେଖିବାକୁ ମିଳିନଥିଲା ଏହା ପରେ ନରୱେରେ ପ୍ରଥମେ ଏହାର ସାଇଡଇଫେକ୍ଟ ଦେଖିବାକୁ ମିଳିଲା ସେଠିକାର ୪ ଜଣ କର୍ମଚାରୀ ଯାହାଙ୍କ ବୟସ ୫୦ ବର୍ଷରୁ କମ ଥିଲା ତାଙ୍କୁ ବ୍ଳଡ଼ କ୍ଲଟିଙ୍ଗ ଦେଖିବାକୁ ମିଳିଲା।

ବ୍ଲଡ଼ କ୍ଲଟିଙ୍ଗ ବହୁତ ଭୟାନକ ଅଟେ ଏହା ଦ୍ଵାରା ବ୍ଲଡ଼ ଅଟକି ଯାଇଥାଏ।ଯଦି ଏହା ମସ୍ତିଷ୍କରେ ହୁଏ ତେବେ ମୃତ୍ୟୁ ପ୍ରାୟ ନିଶ୍ଚିନ୍ତ। ସେହି ୪ ଜଣରୁ ଦୁଇଜଣଙ୍କର ବ୍ରେନ ହାମରେଜରେ ମୃତ୍ୟୁ ହୋଇଗଲା। ଏହିଭଳି ଅନେକ ଜାଗାରେ ଦେଖିବାକୁ ମିଳିଛି। ଏହା ପରେ ଅନେକ ଦେଶରେ ଏହି ଭାକ୍ସିନ ଉପରେ ସବୁଦିନ ପାଇଁ ପ୍ରତିବନ୍ଧକ ଲଗାଇଦେଇଛନ୍ତି। ପ୍ରଥମେ ଡେନମାର୍କ ଏହା ପରେ ନରୱେ ଓ ଆଇସଲ୍ୟାଣ୍ଡ ମଧ୍ୟ ଏପରି କଲେ।

Google

ରିପୋର୍ଟରୁ ଜଣାପଡିଛି ଯଦି ୧ ଲକ୍ଷ ଲୋକ ଏହି ଭାକ୍ସିନ ନେଲେ ୧ ଜଣ ଲୋକ ପାଖରେ ଏହି ମାମଲା ଦେଖିବାକୁ ମିଳିପାରେ। ତେଣୁ ଏହା ଏତେ ଅଧିକ କ୍ଷତିକାରକ ନୁହେଁ।ଅନେକ ଦେଶ ଏହି ଛୋଟ ରିସ୍କ ମଧ୍ୟ ନେବାକୁ ପ୍ରସ୍ତୁତ ନାହଁଟି।କିନ୍ତୁ ଭାରତ ଭଳି ଦେଶ ଯେଉଁଠି ସଂକ୍ରମଣ ହାର ଏତେ ଅଧିକ ତ୍ରିବ ବେଗରେ ମାଡୁଛି ସେଠାରେ ଏହି ଛୋଟ ରିସ୍କ ଆବଶ୍ୟକ । ଯାହା ଦ୍ୱାରା ସଂକ୍ରମଣ ହାରକୁ ଜଲ୍ଦି କମ କରାଯାଇପାରିବ।ଯାହା ଲୋକଙ୍କ ପାଇଁ ବେନିଫିଟ ଅଟେ।

ବାକି ଯେଉଁ ଭାସ୍କିନ ଫାଇଜନ, ମୋଡେନା ଓ କୋଭାକ୍ସିନ ଏଥିରେ କୌଣସି ସାଇଡଇଫେକ୍ଟ ଏବେ ପର୍ଯ୍ୟନ୍ତ ମିଳିନାହିଁ।ଏହା ପରେ ଦ୍ୱିତୀୟରେ ଯେଉଁ ଅଶୁବିଧା ଅଟେ ତାହା ହେଉଛି କିଛି ଜାଗାରେ ଦେଖିବାକୁ ମିଳିଛି ଭାସ୍କିନ ନେବା ପରେ ମଧ୍ୟ ଲୋକ ସଂକ୍ରମିତ ହେଉଛନ୍ତି। ଏହା ପଛରେ ମଧ୍ୟ କିଛି କାରଣ ଅଛି ଯେପରି ଭାକ୍ସିନ ସାଙ୍ଗେ ସାଙ୍ଗେ କାମ କରିନଥାଏ ଆପଣଙ୍କ ଇମ୍ୟୁନିଟ ବଢାଇବା ପାଇଁ କିଛି ସମୟ ଲାଗିପାରେ। ଆପଣ ଭାବୁଥିବେ କିଛି ଲୋକ ଦୁଇଟି ଡୋଜ ନେବାର ଅନେକ ଦିନ ପରେ ମଧ୍ୟ ସଂକ୍ରମିତ ହେଉଛନ୍ତି ଏହାର ଅର୍ଥ ଭାକ୍ସିନ ପୁରା ୧୦୦% ଇଫେକ୍ଟଭି ନୁହେଁ ଏହା ୯୪-୯୫% ଅଟେ। ଏହାର ଅର୍ଥ ସବୁ ଲୋକଙ୍କ ଦେହରେ ଏହା ୧୦୦% ସଫଳ ହେଉନାହିଁ। ଏହାପରେ ଏକ ଭଲ ଖବର ଅଟେକି ଦୁଇଟି ଡୋଜ ନେବା ପରେ ୧ ମାସ ପରେ ଆପଣ ସଂକ୍ରମିତ ହୋଇପାରନ୍ତି କିନ୍ତୁ ଆପଣ ମେଡିକାଲ ଯିବାକୁ ପଡିବନି ବା ଆପଣଙ୍କ ମୃତ୍ୟୁ ହେବାର ସମ୍ଭାବନା ବହୁତ କମ ଅଟେ। ଆପଣ ସଦା ସର୍ବଦା ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୁରତାର ପାଳନ କରନ୍ତୁ ଏବଂ ସବୁବେଳେ ସଫା ରୁହନ୍ତୁ ହାତକୁ ସାନିଟାଇଜ କରନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *