ଭାରତ ଇଂଲଣ୍ଡ ସହ ଖେଳା ଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୧୭ ରନରେ ଜିତି ନେଇଛି ଆଉ ଏହା ସହ ହି ସେ ଆଇସିସିର ତରଫରୁ ଆୟୋଜନ କରା ଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶୀପ ଟୁର୍ଣ୍ଣଆମେଣ୍ଟର ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଂଚି ଯାଇଛି। ଏହା ସହ ହିଁ ଇଂଲଣ୍ଡ ପ୍ରଥ। ସ୍ଥାନରୁ ବାହାରି ଏବେ ଚତୁର୍ଥ ସ୍ଥାନରେ ପହଂଚି ଯାଇଛି।

ଏହି ଜୀତ ସହ ଭାରତ ଡବ୍ଲୁଟିସି ର ଟେବୁଲରେ ନିଉଜିଲାଣ୍ଡ ପରେ ଦ୍ୱିତୀୟ ସ୍ଥାନରେ ପହଂଚିଯାଇଛି। ଏଥିରେ ତାଙ୍କର ହାର ୬୯.୭ ରହିଛି ଆଉ ପୁରା ପଏଂଟ ରହିଛି ୪୬୦। ନିଉ ଜିଲାଣ୍ଡ ୪୨୦ ପଏଂଟ ତଥା ୭୦ ହାର ସହ ଶୀର୍ଷ ସ୍ଥାନରେ ଅଛି। ଭାରତୀୟ ଟିମ ଏହା ପୂର୍ବ ଟେଷ୍ଟ ୨୨୭ ରନରେ ହାରି ଯାଇଥିଲା ଆଉ ତାକୁ ଫାଇନାଲକୁ ଯିବାକୁ କମ ସେ କମ ଗୋଟେ ଟେଷ୍ଟ ଆଉ ଗୋଟେ ଡ୍ର ର ଆବଶ୍ୟକତା ଥିଲା। ଏହି ଟେଷ୍ଟ ଆଗରୁ ଭାରତ ଚତୁର୍ଥ ସ୍ଥାନରେ ଥିଲା।
ବିରାଟ କୋହଲିଙ୍କର ଟିମ ଏହି ଚାମ୍ପିଅନସିପ ଟୁର୍ଣ୍ଣଆମେଣ୍ଟରେ ପ୍ରାୟ ୬ଟି ସିରିଜ ଖେଳି ସାରିଛି ଆଉ ଏଥିରେ ପ୍ରାୟ ୧୦ଟି ମ୍ୟାଚ ଜିତିଛି ଆଉ ୪ଟିରେ ହାର ସାମ୍ନା କରିବାକୁ ପଡିଛି। ଅଷ୍ଟ୍ରେଲିଆ ୬୯.୨ ହାର ସହ ୩୩୨ ପଏଂଟ ସହିତ ତୃତୀୟ ସ୍ଥାନରେ ଅଛି। ଇଂଲଣ୍ଡ ପାଖରେ ୪୪୨ ଅଙ୍କ ଅଛି ଆଉ ତାର ହାର ପାଖାପାଖି ୬୭ ଅଛି। ପ୍ରଥମ ମ୍ୟାଚ ଜିତିବା ପରେ ଇଂଲଣ୍ଡ ଟେବୁଲ ଟପରେ ପହଂଚି ଯାଇଥିଲା। ଭାରତ ଇଂଲଣ୍ଡ ସିରିଜର ତୃତୀୟ ମ୍ୟାଚ ୨୪ ଫେବୃଆରୀ ଠାରୁ ଖେଳାଯିବାର ଅଛି ଆଉ ଏହା ଅହମ୍ମଦବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବାକୁ ଯାଉଛି। ଯାହା ଡେ ନାଇଟ ମ୍ୟାଚ ହେବ।

ଭାରତ ଯଦି ୩-୧ ଅଥବା ୨-୧ ରେ ଏହି ସିରିଜ ଜିତି ଯାଉଛି ତାହେଲେ ଭାରତ ଫାଇନାଲ ଖେଳିବା ପାଇଁ ଲର୍ଡ୍ସରେ ପହଂଚି ଯିବ। ଆଉ ଯଦି ସିରିଜ ୧-୧ ଅଥବା ୨-୨ ରେ ଡ୍ର ହେଉଛି ଅଥବା ଇଂଲଣ୍ଡ ୨-୧ ରେ ସିରିଜ ଜିତି ଯାଉଛି ତାହାଲେ କେଉଁ ବି ଟିମ ଫାଇନାଲ ଯାଇପାରିବେ ନାହିଁ ଆଉ ଅଷ୍ଟ୍ରେଲିଆ ଫାଇନାଲ ପଳେଇବ।
ବର୍ତ୍ତମାନ ଚାଲିଥିବା ସିରିଜ ଯଦି ୩-୧ ରେ ଇଂଲଣ୍ଡ ନାମରେ ହେଉଛି ତାହେଲେ ସେ ଫାଇନାଲ ଖେଳିବା ପାଇଁ ପହଂଚି ଯିବ। ଅର୍ଥାତ ଚାଲିଥିବା ସିରିଜରେ ଯଦି ଇଂଲଣ୍ଡ ଫାଇନାଲ ଯିବାକୁ ଚାହୁଁଛି ତାହେଲେ ତାକୁ ଆଗାମୀ ଦୁଇଟି ମ୍ୟାଚ ବିଜୟ ଲାଭ କରିବାକୁ ପଡିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।