ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସ୍ଥାନରେ ମାତ୍ର ୮୬ ଟଙ୍କାରେ ମିଳୁଛି ଭବ୍ୟ କୋଠା, ଆପଣ ମାନେ ମଧ୍ୟ ଅଳ୍ପ ଦାମରେ କିଣିପାରିବେ ଏହି ସବୁ ।

ସମସ୍ତେ ନିଜେ ଏକ ଘର କିଣି ସେଠାରେ ନିଜ ପରିବାର ସହ ସୁଖ ଶାନ୍ତିରେ ରହିବାକୁ ସ୍ୱପ୍ନ ଦେଖିଥାନ୍ତି।କିନ୍ତୁ ଆଜିର ସମୟରେ ଘର କିଣିବା ଏତେ ସହଜ ନୁହେଁ ଆଜି କାଲି ମହଙ୍ଗା ଦର ବହୁତ ଯାହା ପାଇଁ ଲୋକ ମାନେ ଚାହିଁକି ମଧ୍ୟ ନିଜ ପାଇଁ ଭଲ ଘର କିଣିପାରୁ ନାହାଁନ୍ତି। ଅନେକ ଲୋକଙ୍କୁ ଜୀବନସାରା ଭଡା ଘରେ ରହିବାକୁ ପଡୁଛି।ଆଜି କାଲି ଘର କିବିବାକୁ ହେଲେ ନିଜର ସବୁ ପଇସା ଲଗାଇବାକୁ ପଡିବ।ଏବେ କିନ୍ତୁ ଆପଣଙ୍କୁ ଏକ ଘର କିଣିବା ପାଇଁ ଏତେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଇଟାଲୀରେ ମାତ୍ର ୮୬ ଟଙ୍କାରେ ମିଳୁଛ ଭବ୍ୟ ଘର। ଆପଣ ଚାହିଁଲେ ମାତ୍ର ୧୦୦ ଟଙ୍କାରେ ଅନେକ ସମ୍ପତି କିଣିପାରିବେ। ଏହି ଘର ସବୁ ଇଟାଲୀ ର ସିସିଲି ଅଞ୍ଚଳରେ ଏକ ଟାଉନରେ ତିଆରି ହୋଇଛି।

Google

ସମସ୍ତେ ବିଦେଶରେ ଏକ ଘର ପାଇଁ ସ୍ୱପ୍ନ ଦେଖିଥାନ୍ତି ଏବେ ଏହି ସ୍ୱପ୍ନ ସମସ୍ତଙ୍କର ସଫଳ ହୋଇପାରିବ। ଆପଣ ମଧ୍ୟ ଚାହିଁଲେ ଇଟାଲୀରେ ନିଜ ପାଇଁ ଏକ ସୁନ୍ଦର ଘର କିଣିପାରିବେ।

ଆପଣଙ୍କ ମନରେ ଏହି ବିଚାର ଆସୁଥିବ କି ଇଟାଲୀରେ ଘର କିଣିବାପାଇଁ ୟୁରୋକୁ ଇଣ୍ଡିଆନ ଟଙ୍କାରେ ବଦଳାଇଲେ ତ ଆପଣଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।ଚିନ୍ତା କରନ୍ତୁ ନାହିଁ ଏଭଳି କିଛି ଖର୍ଚ୍ଚ ଆବଶ୍ୟକ ନାହିଁ। ଏହି ଘର ସବୁର ଦାମ ଏକ ୟୁରୋ ମାନେ ୮୬ ଟଙ୍କା।

ଆପଣ ଭାବୁଥିବେ ଏକ କଣ ସତରେ ସତ। ଆଜ୍ଞା ହଁ ଏହା ସତ ଅଟେ। ଇଟାଲୀର ସଲେମି ଟାଉନରେ ୮୬ ଟଙ୍କାରେ ଘର ବିକ୍ରି ହେଉଛି। ଏହା ଏକ ରୋଚକ କଥା କିନ୍ତୁ ଏମିତି କରିବାର ବଡ଼ କାରଣ ସେଠାକାର ଜନସଂଖ୍ୟା।

ଆପଣଙ୍କୁ କହିରଖିବୁ କି ଗତ କିଛି ବର୍ଷ ହେବ ଇଟାଲୀରେ ଜନସଂଖ୍ୟା କମିବାରେ ଲାଗିଛି। ସେଥି ମଧ୍ୟରେ ସଲେମି ମଧ୍ୟ ସାମିଲ ଅଛି। ସେଥିପାଇଁ ଟାଉନ ମାନଙ୍କରେ ଏତେ କମ ଦାମରେ ମିଳୁଛି ଘର।

ମିଡିଆ ରିପୋର୍ଟରୁ ଜଣାପଡିଛି କି ସେହି ସହରର ମହାପୋର ଡୋମେନିଟୋ ବେନୁଟି କହିଲେ କି ଏଠାକର ସବୁ ଘର ସିଟି କାଉନ୍ସିଲର ଅଟେ। ଏସବୁ ଘର ମାନ ପୁରୁଣା ଭାବରେ ତିଆରି କରାଯାଇଛି। ଏହି ସ୍ଥାନରେ ରାସ୍ତା, ପାଇପି, ଲାଇନି, ସମୁଦ୍ର ଉଅକୁଳ ଆଦି ସୁବିଧା ମଧ୍ୟ ଅଛି।

ଆପଣ ଜାଣିଥିବେ ମହାମାରି କରୋନା ସମୟରେ ଇଟାଲୀ ଅବସ୍ଥା କିପରି ଥିଲା। ସେଥିପାଇଁ ଅନେକ ଲକ୍ଷ ଲକ୍ଷ ଲୋକ ଏଠାରୁ ପଳାୟନ କରୁଛନ୍ତି। ସେଥିପାଇଁ ଏହି ସବୁ ସବୁ କେହି କିଣୁ ନାହାଁନ୍ତି। ଏହି କାରଣରୁ ଏହି ଘର ସବୁକୁ ଶସ୍ତା କରାଯାଇଛି।

Google

ଆଉ ଏକ କଥା ମଧ୍ୟ କହିରଖିବୁ କି ଏହି ସୁବିଧା କେବଳ ଇଟାଲୀର ଲୋକଙ୍କ ପାଇଁ ନୁହେଁ ଯେ କୌଣସି ଦେଶର ଲୋକ ଚାହିଁଲେ ଘର କିଣିପାରିବ କିନ୍ତୁ ତାଙ୍କ ପାଖରେ ସବୁ କାଗଜ ପତ୍ର ଥିବା ଆବଶ୍ୟକ।

ଆପଣ ହୁଏତ ଜାଣିନଥିବେ ଏହା ପୂର୍ବରୁ ମଧ୍ୟ ୨୦୧୮ରେ ଇଟାଲୀର ଆଲୋଲି ସହରରେ ଘର ଗୁଡିକର ମୂଲ୍ୟ ମାତ୍ର ୮୪ ଟଙ୍କା କରାଯାଇଥିଲା। ଏବେ ସେଠାକାର ଜନସଂଖ୍ୟା ବହୁତ କମିବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *