ରବିନ୍ଦ୍ର ଜାଡେଜାଙ୍କର ବଡ଼ ଖୁଲାସା! କେମିତି ରାତାରାତି ବଦଳିଯାଇଥିଲା ତାଙ୍କ କ୍ୟାରିୟର।

ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ କିଏବା ନଜାଣେ। ବର୍ତ୍ତମାନ ଜାଡେଜା ବିଶ୍ୱଟେଷ୍ଟ ଚମ୍ପିୟାନସିପର ଫାଇନାଲ ଓ ଇଂଲଣ୍ଡ ସହ ସିରିଜ ପାଇଁ ଟିମରେ ବଛାଯାଇଛନ୍ତି କିନ୍ତୁ କୁହାଯାଏନା ସମସ୍ତଙ୍କର କିଛି ଖରାପ ସମୟ ଆସିଥାଏ। ଜାଡେଜାଙ୍କର ମଧ୍ୟ ସେହି ସମୟ ଆସିଥିଲା ଯାହା ଫଳରେ ସେ ଆଘାତ ପ୍ରାପ୍ତ ହେବା ପରେ ୨୦୧୮ ଇଂଲଣ୍ଡ ଗ୍ରସ୍ତ ପୂର୍ବରୁ ଅନେକ ସମୟ ଧରି ଜାଡେଜା ଟିମରୁ ବାହାରିଥିଲେ। ଜାଡେଜା ନିଜ ପରିଶ୍ରମ ଜାରି ରଖିଥିଲେ ଯାହା ଦ୍ୱାରା ଯେବେସେ ଇଂଲଣ୍ଡ ଗ୍ରସ୍ତରେ ସାମିଲ ହେଲେ ସେ ନିଜ ସୁନ୍ଦର ପ୍ରଦର୍ଶନ ଦ୍ଵାରା ପୁନର୍ବାର କରି ନିଜ ସ୍ଥାନ ଫେରିପାଇଥିଲେ ଯାହାର ସ୍ୱରୁପ ହେଉଛି ଆଜି ସେ ଇଂଲଣ୍ଡ ଗ୍ରସ୍ତ ଓ ବିଶ୍ୱଟେଷ୍ଟ ଚମ୍ପିୟାନସିପ ଫାଇନାଲ ପାଇଁ ବଛାଯାଇଛନ୍ତି।

Google

ଆପଣଙ୍କୁ କହିରଖିବୁ ଅନେକ ଦିନ ଟିମରୁ ଦୂରରେ ରହିବା ପରେ ଯେବେ ଜାଡେଜାଙ୍କୁ ୨୦୧୮ରେ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ସ୍ଥାନ ମିଳିଲ ଏହାର ଶେଷ ଟେଷ୍ଟ ଓଭାଲରେ ଖେଳାଯାଇଥିଲା। ସେହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଙ୍ଗ କରି ୩୩୨ ରନ କରିଥିଲା। ଏହା ପରେ ଭାରତୀୟ ଟିମର ଆରମ୍ଭ ବହୁତ ଖରାପ ରହିଥିଲା ଟିମ ୧୬୦ ରନରେ ୬ଟି ୱିକେଟ ହରାଇଦେଇଥିଲା। ସେହି ସମୟରେ ଜାଡେଜା ୧୫୬ ବଲରେ ୮୬ ରନର ଗୁରୁତ୍ୱପୂର୍ଣ୍ଣ ପାରି ଖେଳି ଦଳକୁ ଏକ ମିଜଭୁତ ସ୍ଥିତିରେ ପହଁଞ୍ଚାଇଥିଲେ।ଏହା ପରେ କୋଚ ରବି ଶାସ୍ତ୍ରୀଙ୍କ ସହ ଅନେକ ଖେଳାଳି ତାଙ୍କୁ ପ୍ରଶଂସା କରିଥିଲେ।

ଜାଡେଜା କହିଛନ୍ତି ଏହା ମୋ କ୍ୟାରିୟରର ଏକ ଟ୍ରନିଙ୍ଗ ପଏଣ୍ଟ ଥିଲା। ଯାହା ଦ୍ୱାରା ମୁଁ ପୂର୍ଣ୍ଣର୍ବାର ନିଜ ସ୍ଥାନ ଫେରିପାରିବା ସହ ଆତ୍ମବିଶ୍ୱାସ ମଧ୍ୟ ଫେରିପାଇଥିଲି।ଜାଡେଜାଙ୍କ କହିବା ଅନୁସାରେ ସେ ପାୟ ଦେଢ଼ ବର୍ଷ ଦଳରୁ ବାହାରେ ଥିଲେ। ଏହା ପରର ତାଙ୍କୁ ଟେଷ୍ଟ ଟିମରେ ବଛାଯାଇଥିଲା ସତ କିନ୍ତୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରୁନଥିଲା। ଏହା ତାଙ୍କୁ ମାନସିକ ରୂପରର ଦୃବଳ କରିଦେଉଥିଲା ବୋଲି ଜାଡେଜା କହିଛନ୍ତି।ସେ ଦେଢ଼ ବର୍ଷ ଠିକରେ ସୋଇପାରିନଥିଲେ ବୋଲି ମଧ୍ୟ କହିଛନ୍ତି।

Google

ଜାଡେଜା କହିଛନ୍ତି ଯେବେ ହାର୍ଦିକ ପାଣ୍ଡ୍ୟା ଆଘାତ ହେଲେ ମୋ ପାଇଁ ଏହା ଏକ ରାସ୍ତା ହେଲା ଟିମରେ ଖେଳିବାର। ଏହା ପରେ ମୁଁ ଆଉ ପଛକୁ ବୁଲି ଚାହିଁନାହିଁ। ମୁଁ ଲଗାତର ମୋର ଭଲ ପ୍ରଦର୍ଶନ ଦ୍ଵାରା ଟିମରେ ଖେଳିଆସୁଛି। ଆପଣଙ୍କୁ କହିରଖିବୁ ଜାଡେଜା ଏବେ ପର୍ଯ୍ୟନ୍ତ ଭାରତ ପାଇଁ ୫୧ଟି ଟେଷ୍ଟ, ୧୬୮ ଏକଦିବସିୟ ଓ ୫୦ ଟି-୨୦ ମ୍ୟାଚ ଖେଳିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *