ରେଖା ଯେତେବେଳେ ମୁମ୍ବାଇ ପହଁଚିଲେ ତ ବହୁତ ସମୟ ଯାଏ ତାଙ୍କର ଠିକଣା ଅଯନ୍ତା ହୋଟେଲ ଥିଲା ଯାହା ଭିତରୁ ସେ ଡ଼ାଇରେକ୍ଟର ତଥା ପ୍ରଦ୍ୟୁସର ମାନଙ୍କର ଚକର କାଟୁଥିଲେ। ଧୀରେ ଧୀରେ ତାଙ୍କ ଫ୍ୟାନ ବଢିବା ଦ୍ୱାରା ୧୯୭୨ ଆଡକୁ ସେ ଜମିବାକୁ ଲାଗିଲେ ଆଉ ତା ପରେ ନିଜେ ନିଜର ଘର କିଣିଲେ। ଏହା ଜୁହୁ ବିଚ ଆପାର୍ଟନେଣ୍ଟରେ ଥିଲା ବୋଲି ଜଣା ଯାଇଛି।

ଏହି ଆପାର୍ଟମେଂଟରେ ଅଭିନେତ୍ରୀ ଜୟା ବାଦଉଡି ବି ରହୁଥିଲେ ଯିଏ କି ନିଜ କ୍ୟାରିଅରର ଆରମ୍ଭ ସେହି ବିଲ୍ଡିଂଗ ରୁ କରିଥିଲେ। ରେଖାଙ୍କ ସହ ହି ରହୁଥିଲେ ବାସ ଫରକ ଏହା ଥିଲା କି ଜୟା ବହାଦୁଡିଙ୍କୁ ସେହି ସମୟରେ ବଲିଉଡର କିଛି ସବୁଠୁ ବଡ଼ ତଥା ଗଭୀର ଅଭିନେତ୍ରୀ ମାନନ୍କ ଭିତରେ ଗନା ଯାଉଥିଲା ମାତ୍ର ରେଖାଙ୍କ ବାବଦରେ ଏହା କୁହା ଯାଉ ଥିଲା କି ସେ ଅଭିନୟ କୁ ଜମା ବି ଗଭୀରତାର ସହ ନିଅନ୍ତି ନାହିଁ ଆଉ ଏହାପରେ ତାଙ୍କ ଅତୀତ କୁ ଯୋଡି ଦିଆ ଯାଉଥିଲା।
ଜୟାଙ୍କ ଘରେ ରେଖାଙ୍କର ପ୍ରଥମ ଥର ପାଇଁ ଅମିତାଭ ବଚନଙ୍କ ସହ ଦେଖା ହେଲା। ସେ ଜୟାଙ୍କ ସହ ବହୁତ ସମୟରେ ମିଳା ମିଶା କରନ୍ତି। ରେଖା ଜୟାଙ୍କୁ ଦିଦି ବାଇ କହିକି ଡାକୁଥିଲେ। ଜୟା ଜାଣୁ ଥିଲେ କି ଇଣ୍ଡଷ୍ଟ୍ରିରେ ତାଙ୍କ ବାବଦରେ କି କି କଥା ବାର୍ତ୍ତା ଚାଲିଛି ତଥାପି ସେ ରେଖାଙ୍କୁ ପ୍ରେରଣା ଦେଉଥିଲେ। ଏଠାରେ ହି ରେଖାଙ୍କର ଦେଖା ହେଇଥିଲା ଜୟାଙ୍କର ବୟଫ୍ରେଣ୍ଡ ଅମିତାଭ ଙ୍କ ସହ।

ଅମିତାଭ ୧୯୬୯ରେ ଅବାସ ଙ୍କର ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ସେହି ଫିଲ୍ମ ଜମା ବି ଭଲ ଚାଲି ନଥିଲା। ଏହା ପରେ ଡ଼ାଇରେକ୍ଟର ମାନଙ୍କୁ ଲାଗିଲା କି ଅମିତାଭଙ୍କର କିଛି ଭବିଷ୍ୟତ ହି ନାହିଁ। ମାତ୍ର ଜୟା ଏହି ସମୟରେ ଅମିତାଭଙ୍କୁ ପାଖରେ ସ୍ଥାଣୁ ଭଳି ଚଜିଦ ହେଇଥିଲେ।
୧୯୭୩ରେ ହିଁ ଅମିତାଭ ଆଉ ଜୟଙ୍କର ଫିଲ୍ମ ଜଞ୍ଜିର ଆସିଲା। ଏହା ବକ୍ସ ଅଫିସରେ ଧୂମ ମଚେଇ ଦେଲା। ଏହି ଫିଲ୍ମ ପରେ ଅମିତାଭ ବଲିଉଡ ଇଣ୍ଡଷ୍ଟ୍ରିରେ ଆଂଗ୍ରୀ ୟଙ୍ଗ ମ୍ୟାନ ଭାବରେ ସଫଲତା ପାଇଲେ। ବହୁତ ସାରା ଫ୍ଲାପ ଫିଲ୍ମ ପରେ ତାଙ୍କର ଏହି ଫିଲ୍ମ ହିଟ ହେଲା।

ଜୟା ରେଖାଙ୍କ ନିଜ ବାହାଘରରେ ଡାକିଲେ ବି ନାହିଁ। ରେଖା: କେସି ପହେଲି ଜିନ୍ଦେଗାଣି ଭିତରେ ଜଣେ ବରିଷ୍ଠ ପତ୍ରକାର ତଥା ଲେଖକ ୟସୀର ହୁସେନ ଯେତେବେଳେ ରେଖାଙ୍କୁ ଜୟାଙ୍କ ବାବଦରେ ପଚାରିଲେ ତ ରେଖା କହିଲେ ,” ମୁଁ ଜୟାଙ୍କୁ ନିଜର ଭଉଣୀ ମାନୁଥିଲି ଆଉ ତାଙ୍କ ସହ ନିଜର ସମସ୍ତ ଛୋଟ ଛୋଟ କଥା ସେୟାର କରୁଥିଲି ମାତ୍ର ଏବେ ଲାଗେ କି ସେ ସବୁ ଏଣେ ତେଣେ ଲୋକଙ୍କ ସହ ସମାନ ବ୍ୟବହାର କରନ୍ତି।
ରେଖା ଆଗକୁ କହିଲେ କି ସେ ବାସ ଲୋକଙ୍କ ଉପରେ ଭାରି ହେବାକୁ ଚାହାନ୍ତି । ସେତେ ଯାଏ ଯେତେ ଯାଏ ତାଙ୍କୁ ଫାଇଦା ଦେଖା ଯାଉଛି। ଏତେ ସମ୍ପର୍କ ଭିତରେ ବି ସେ ମୋତେ ନିଜ ବିବାହରେ ଡାକିବା ପାଇଁ ବି ସମୟ ପାଇଲେ ନାହିଁ ଯେତେବେଳେ କି ମୋ ଘର ସମାନ ବିଲ୍ଡିଂଗରେ ରହିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।