କାଜଲ ଅଗ୍ରୱାଲଙ୍କୁ ଏହି ବିଜନେସମ୍ୟାନଙ୍କ ସହ ହେଲା ପ୍ରେମ, ସିକ୍ରେଟରେ ଏନଗେଜମେଣ୍ଟ । ଜାଣନ୍ତୁ କେବେ ହେବ ବିବାହ ।

Kajal Aggarwal falls in love with this business man secretly engaged ready to marriage

ସାଉଥ ଫିଲ୍ମ ଷ୍ଟ୍ରାର କାଜଲ ଅଗ୍ରୱାଲ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି। ଜାଣନ୍ତୁ କେଉଁ ହ୍ୟାଣ୍ଡସମ ହଙ୍କ ସହ “ସିଙ୍ଘମ ଷ୍ଟାର” କରିବେ ବିବାହ ।

ଫିଲ୍ମ ଇଣ୍ଡଷ୍ଟ୍ରିରେ କୋରନା କାଳରେ କାଫି ସମୟରୁ କିଛି ଖୁସି ଖବର ଶୁଣିବାକୁ ମିଳୁନଥିଲା । ହେଲେ କିଛିଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଖୁସି ଖବର ଶୁଣିବାକୁ ମିଳୁଛି । ସବୁଠାରୁ ପ୍ରଥମେ ସୂତ୍ରରୁ ଜଣାପଡ଼ିଛି ଯେ ବହୁତ ଜଲ୍ଦି ନେହା କକ୍କଡ଼ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେହିପରି ନିକଟରେ ବଲିଉଡର ସିଂଘମ ଗାର୍ଲ ମାନେ କାଜଲ ଅଗ୍ରୱାଲ ଜଲ୍ଦି ହିଁ ବିଜନେସମ୍ୟାନ “ଗୌତମ କୀଚଲୁ” ଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।

Kajal Aggarwal falls in love with this business man secretly engaged
Google

ନିକଟରେ ସାଉଥ ଫିଲ୍ମ ଷ୍ଟାର କାଜଲ ଅଗ୍ରୱାଲଙ୍କ ବିବାହ ଖବର ସାମ୍ନାକୁ ଆସିଛି। ସୂତ୍ର ମୁତାବକ ସେ ଏକ ବିଜନେସ ମ୍ୟାନଙ୍କ ସହ ବିବାହ କରିବେ। ଏହି ବିଜନେସ ମ୍ୟାନଙ୍କ ନାମ “ଗୌତମ କୀଚଲୁ” କୁହାଯାଇଛି। ଵିଵାହର ଖବର ସାମ୍ନାକୁ ଆସିବା ପରେ କାଜଲଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଖବର ଶୁଣିବା ପରେ ଏବେ ଲୋକ କାଜଲଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି। ଏହା ଛଡା କାଜଲ ଅଗ୍ରୱାଲ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ଇଂସ୍ଟଗ୍ରାମ ଆକାଉଣ୍ଟରେ ଏକ ଏମିତି ପୋଷ୍ଟ ଦେଇଛନ୍ତି।ଯାହାକୁ ଦେଖି ତାଙ୍କ ପ୍ରସଂଶକଙ୍କ ହାଟ ବିଟ ବଢିଯାଇଛି।

View this post on Instagram

?

A post shared by Kajal Aggarwal (@kajalaggarwalofficial) on

ଖବର ମୁତାବକ କାଜଲ ଅଗ୍ରୱାଲ ଓ ଗୌତମ କୀଚଲୁଙ୍କ ନିର୍ବନ୍ଧ ହୋଇସାରିଛି ଓ ଏମାନଙ୍କ ବିବାହ ବହୁତ ବଡ଼ ସମାରୋହରେ ହେବ। ଏହି ବିବାହ ଲଭ ମ୍ୟାରେଜ ଅଟେ।କାଜଲ ଓ ଗୌତମ କୀଚଲୁଙ୍କ ବିବାହ ମୁମ୍ବାଇରେ ହେବ।ସାଉଥ ଷ୍ଟାରଙ୍କ ବିବାହରେ ବହୁତ ଲୋକ ନ ଆସିଲେ ମଧ୍ୟ ଏହା ଗ୍ରାଣ୍ଡ ସେଲିବ୍ରେସନ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *