ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ପରଠୁ ହିଁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ହନିମୁନର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି। କାଜଲ ହନିମୁନ ପାଇ ମାଲଦିପ ଯାଇଥିଲେ। ଯେଉଁଠି ସେ ଅଣ୍ଡରୱାଟର ବିଲାରେ ରହିଥିଲେ। ସେହି ଅଣ୍ଡରୱାଟର ଭିଲା ବି ଶୁଖିଲାରେ ତିଆରି କରାଯାଇଛି।

ସେହି ଅଣ୍ଡରୱାଟର ଭିଲାରେ ନାମ ହେଉଛି ଦି ମୁରାକ।ସେହି ବିଲା ବହୁତ ଆଶ୍ଚର୍ଯ୍ୟଜନକ ଓ ସୁନ୍ଦର ଅଟେ। ସେହି ଭିଲାରେ ଗୋଟେ ରାତିର ଚାର୍ଚ୍ଚ ଆଶ୍ଚର୍ଯ୍ୟ କଲାଭଳି।
ସେହି ଭିଲାରେ ଗୋଟେ ରାତି ରହିବା ପାଇଁ ୫୦ ହଜାର ଡ଼ଲାର ଖର୍ଚ୍ଚ କରିବାକୁ ପଡ଼ିବ। ରିପୋର୍ଟ ଅନୁସାରେ ସେହି ହୋଟେଲକୁ ହେବାକୁ ୧୫ ମିଲିୟନ ଡ଼ଲାର ଖର୍ଚ୍ଚ ହୋଇଥିଲା।
ଭିଲାର କଥା କହିବାତ ଏହା ଦୁନିଆର ପ୍ରଥମ ଅଣ୍ଡରୱାଟର ହୋଟେଲ ବିଲା ଅଟେ। ଏହି ଭିଲା ସମୁଦ୍ର ତଟରୁ ୧୬ ଫୁଟ ତଳେ ପ୍ରସ୍ତୁତ କରାଯାଇଛି। ଏହାର ଚାରିପାଖ କାଚର ଅଟେ।
ଏହା ଭିତରେ ରହି ଆପଣ ସହଜରେ ସମୁଦ୍ରର ଜୀବ ମାନଙ୍କୁ ଦେଖିପାରିବେ। ଏହି ଭିଲା ୨୦୧୮ରେ ଖୋଲାଯାଇଥିଲା। ଏହା କୋନାର୍ଡ ମାଲଦୀପ ରଙ୍ଗାଲି ଦୀପର ଅଂଶ ଅଟେ।
ଏହି ଭିଲା ଷ୍ଟିଲ ,କଂକ୍ରିଟ, ଏକ୍ରେଲିକ ଦ୍ଵାରା ପ୍ରସ୍ତୁତ କରାଯାଇଛି। ଏଥିରେ ଯିମ ଓ ପ୍ରାଇଭେଟ ସିକ୍ୟୁରୀଟି ଡିଟେଲ୍ସ ପାଇଁ ସ୍ଥାନ ଅଛି। ପୁରା ଭିଲାକୁ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି।
କାଜଲ ଅଗ୍ରୱାଲ ଯେଉଁ ହୋଟେଲର ଫଟୋ ସେୟାର କରିଛନ୍ତି ସେଥିରେ ସମୁଦ୍ର ଜୀବ ସହଜରେ ଦେଖାଯାଉଛି।ଫଟୋରେ କାଜଲ ଓ ସ୍ୱାମୀ ଗୌତମ ସହ ପୋଜ ଦେଇଛନ୍ତି। ସେ ବେର୍ଡରୂମ ଫୋଟର କିଛି ଅଂଶ ମଧ୍ୟ ଦେଇଛନ୍ତି।
କହିରଖିବୁ କି ୩୦ ଅକ୍ଟୋବରକୁ କାଜଲ ଅଗ୍ରୱାଲ ବିବାହ କରିଥିଲେ। ସେ ନିଜ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ମୁମ୍ବାଇର ଏହା ହୋଟେଲରେ ବିବାହ କଲେ।
କରୋନା ଭାଇରସ ପାଇଁ ତାଙ୍କ ବିବାହରେ ବହୁତ କମ ଲୋକ ସାମିଲ ହୋଇଥିଲେ। କେବଳ ଘର ଲୋକଙ୍କ ଉପସ୍ଥିତରେ ବିବାହ ହେଲା। କାଜଲଙ୍କ ବିବାହ ବହୁତ ଚର୍ଚାରେ ରହିଥିଲା।
କାଜଲଙ୍କର ସ୍ୱାମୀଙ୍କ ପୁରା ନାମ ଗୌତମ କିଚଲୁ ଅଟେ। ସେ ଏକ ଏଣ୍ଟରପ୍ରେନ୍ୟୁଅର ଅଟନ୍ତି। ସେ ଜଣେ ଦିସସର୍ନ ଲିଭିଙ୍ଗ ଡିଯାଇନ ସପର ଫାଉଣ୍ଡର ଅଟନ୍ତି ଓ ନିଜେ ଜଣେ ଏଣ୍ଟିରିଅର ଡିଯାଇନର ଅଟନ୍ତି।
ଗୌତମ କିଚଲୁଙ୍କ କମ୍ପାନୀ ଫର୍ନିଚର, ଡେକୋର ଆଇଟମ୍ସ, ପେଣ୍ଟିଙ୍ଗସ ଓ ହାଉସହୋଲ୍ଡ ଜିନିଷ ସେଲ କରିଥାନ୍ତି।
ସେହି ପରି କାଜଲଙ୍କ କଥା କହିବାତ କାଜଲ ସାଉଥ ଫିଲ୍ମ ଜଗତର ଜଣାଶୁଣା ନାମ ଅଟନ୍ତି। ସେହିପରି ବଲିଉଡ଼ରେ ତାଙ୍କୁ ଫିଲ୍ମ ସିଂଘମରୁ ନାମ ମିଳିଲା। ସେହି ଫିଲ୍ମରେ ସେ ଅଜୟ ଦେବଗନ ଙ୍କ ସହିତ କାମ କରିଥିଲେ।
ସେହି ଫିଲ୍ମରେ କାଜଲଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା। ଏହା ଛଡା ସେ ଫିଲ୍ମ ସ୍ପେଶାଲ ୨୬ ରେ ବି ନଜର ଆସିଛନ୍ତି। ସେହି ଫିଲ୍ମରେ ଅକ୍ଷୟ କୁମାର ଲିଡ଼ ରୋଲରେ ଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।