ବଲିଉଡର ସୁନ୍ଦରୀ ଅଭିନେତ୍ରୀ କଙ୍ଗନା ରଣୱାତ ସର୍ବଦା ନିଜ ବୟାନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚିତ ରୁହନ୍ତି।ସେ ପ୍ରାୟତଃ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି।କଙ୍ଗନା ବଲିଉଡର ଭଲ ଓ ମହଙ୍ଗା ଅଭିନେତ୍ରୀ ମଧ୍ୟରୁ ଏକ। ସେ ଅଧିକାଂଶ ନିଜ ଷ୍ଟାଇଲ ପାଇଁ ଫେମସ ଅଟନ୍ତି।କୌଣସି ପାର୍ଟି,ଇଭେଣ୍ଟ ବା ଅନ୍ୟ କୌଣସି ମୌକାରେ ଅଭିନେତ୍ରୀ କଙ୍ଗନା ସର୍ବଦା ଷ୍ଟାଇଲିସ ଭାବେ ନଜର ଆସନ୍ତି।

କଙ୍ଗନା ରଣୱାତ ଅଟନ୍ତି ବଲିଉଡର ଷ୍ଟାଇଲିସ ଅଭିନେତ୍ରୀ:-
ନିକଟରେ କଙ୍ଗନା ରଣୱାତ ନିଜ ଡ୍ରେସକୁ ନେଇ ଏକ ଏମିତି କାହାଣୀ କରିଥିଲେ,ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଆଜ୍ଞା ହଁ କଙ୍ଗନା ରଣୱାତ ନିଜ ଡ୍ରେସକୁ ନେଇ ନିଜେ ଏକ କାହାଣୀ କରିଥିଲେ। ଏହି ଡ୍ରେସକୁ କିଣିବା ପାଇଁ କଙ୍ଗାନା ନିଜର ଆକାଉଣ୍ଟ ଖାଲି କରିଦେଇଥିଲେ। କଙ୍ଗନାଙ୍କ କାହାଣୀରୁ ଏହା ଲାଗୁଚି କି ସେ ବଲିଉଡର ଷ୍ଟାଇଲିସ ଓ ଭଲ ଅଭିନେତ୍ରୀ ଅଟନ୍ତି। ତେବେ ଆସନ୍ତୁ ଜାଣିବା କଙ୍ଗନାଙ୍କ ଏହି କଥା ବିଷୟରେ….
ରେଡ଼ କାର୍ପେଟ,ଏୟାରପୋର୍ଟ ଲୁକ ବା କୌଣସି ବିବାହ ଇଭେଣ୍ଟ ହେଉ କଙ୍ଗନା ସବୁବେଳେ ନିଜ ଷ୍ଟାଇଲିସ ଲୁକରେ ଆକର୍ଷଣୀୟ ହୋଇଥାନ୍ତି। କଙ୍ଗନା ରଣୱାତଙ୍କ ୱାର୍ଡରୋବରୁ ଜଣାପଡେ କି ସେ କେତେ ବ୍ରେଡ଼ ଫ୍ରିକ ଅଟନ୍ତି। କଙ୍ଗନା ଅଧିକାଂଶ ମାହାଙ୍ଗା ଓ ୱିଟେଜ ଆଉଟ ଫିଟ କିଣନ୍ତି। ରିବିଲିଂ ଡ୍ରେସ ଛଡ଼ା କଙ୍ଗନା କୁର୍ତ୍ତାରେ ମଧ୍ୟ ବହୁତ ଭଲ ଲୁକ ଦେଇଥାନ୍ତି।

କଙ୍ଗାନା ରଣୱାତ କହିଲେ ପ୍ରଥମ ମହଙ୍ଗା ଡ୍ରେସର କାହାଣୀ:-
ନିକଟରେ କଙ୍ଗନାଙ୍କ ଏକ ପୁରୁଣା ଇଣ୍ଟରର୍ଭିଉ ବହୁତ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ତାଙ୍କ ପ୍ରଥମ ମାହାଙ୍ଗା ଡ୍ରେସ ବିଷୟରେ ଚମକେଇବା ଭଳି କଥା କହିଥିଲେ। କଙ୍ଗନା ରଣୱତ ନିଜର ୱାର୍ଡରୋବ କଲେକ୍ସନ ମଧ୍ୟ ଦେଇ ସାରିଛନ୍ତି। ଯାହା କୌଣସି ବି ଝିଅଙ୍କ ପାଇଁ ସ୍ୱପ୍ନ ଅଟେ। କଙ୍ଗନା ଏକ ଇଣ୍ଟରର୍ଭିଉରେ କହିଛନ୍ତି କି ,”ସେ ଏକଦା ନିଜ ଆକାଉଣ୍ଟରେ ଥିବା ସବୁ ପଇସା ଖର୍ଚ୍ଚ କରି ୫୦,୦୦୦ ଟଙ୍କାର ଡ୍ରେସ କିଣି ଦେଇଥିଲେ। ପ୍ରାଇସଡ଼ ପଜେସନ ଡ୍ରେସ କହି କଙ୍ଗନା ତାଙ୍କର ଏହି ରେଡ଼,ସ୍ଲିବ୍ଲେସ ଡ୍ରେସକୁ ନିଜର ପ୍ରଥମ ମହଙ୍ଗା ଡ୍ରେସ ବୋଲି କହିଛନ୍ତି।”

ଆକାଉଣ୍ଟ ଖାଲି କରି କିଣିଥିଲେ ଡ୍ରେସ:-
ଅଭିନେତ୍ରୀ କହିଛନ୍ତି କି ଯେବେ ସେ ଡ୍ରେସର ପ୍ରାଇସ ଦେଖିଲେ ତ ତାଙ୍କୁ ବିଶ୍ୱାସ ହୋଇ ନଥିଲା। ସେହି ଡ୍ରେସ ପୁରା ୫୦ ହଜାରର ଥିଲା। ସେହି ସମୟରେ ମୋ ଆକାଉଣ୍ଟରେ କେବଳ ୫୦,୦୦୦ କିମ୍ବା ୪୫,୦୦୦ ଥିଲା।ସେହି ସମୟରେ ମତେ ଲାଗିଲା କି ମୁଁ ଏକ ସଚ୍ଚା ଫ୍ୟାସନିଷ୍ଟ ଅଟେ। ମୁଁ ସବୁ ପିଇସା ଖର୍ଚ୍ଚ କରି ଏହି ଡ୍ରେସ କିଣିଥିଲି କାହିଁକିନା ଏହି ଡ୍ରେସ ମତେ ବହୁତ ପସନ୍ଦ ଥିଲା। କଙ୍ଗନାଙ୍କ ଏହି କାହାଣୀ ବହୁତ ଅଲଗା ଓ ଚମେକେଇବା ଭଳି ଥିଲା।ଆଜିକାଲି କଙ୍ଗନାଙ୍କ ଏହି ତଥ୍ୟ ବହୁତ ଚର୍ଚ୍ଚାରେ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।