କପିଲ ଶର୍ମା ଅମୃତଶରରେ ନବଯୋତ ସିଂହ ସିଦ୍ଧୁଙ୍କ ସହ କେବଳ ସାକ୍ଷାତ ନୁହେଁ ଵଂର ତାଙ୍କ ଘରେ ସ୍ୱାଦିଷ୍ଟ ବ୍ୟଞ୍ଜନ ମଜା ନେଇଛନ୍ତି। ନବଯୋତ ସିଂହ ସିଦ୍ଧୁ ନିଜ ପୁରୁଣା ମିତ୍ର କପିଲ ଶର୍ମାଙ୍କ ପାଇଁ ଦେଶୀ ପରଟା ପରଷି ଥିଲେ।

କମେଡ଼ି କିଙ୍ଗ କପିଲ ଶର୍ମା ଏବଂ ଦ କପିଲ ଶର୍ମା ଶୋର ପୂର୍ବ ଜର୍ଜ ନବଯୋତ ସିଂହ ସିଦ୍ଧୁଙ୍କର ଏବେ ଏବେ ଏକ ସାକ୍ଷାତ ହୋଇଥିଲା। କପିଲ ଶର୍ମା ଏହି ଦିନରେ ପଞ୍ଜାବ ଯାଇଥିଲେ। ଯେଉଁଠି ତାଙ୍କର ସାକ୍ଷାତ ନବଯୋତ ସିଂହ ସିଦ୍ଧୁଙ୍କ ସହ ହୋଇଥିଲା। ସୋସିଆଲ ମିଡିଆରେ ଦୁହିଁଙ୍କର ପୁନଃମିଳନର ଫଟୋ ବହୁତ ଭାଇରାଲ ହେଉଅଛି।
କପିଲ ଶର୍ମା ଅମୃତଶରରେ ନବଯୋତ ସିଂହ ସିଦ୍ଧୁଙ୍କ ସହ କେବଳ ସାକ୍ଷାତ ନୁହେଁ ଵଂର ତାଙ୍କ ଘରେ ସ୍ୱାଦିଷ୍ଟ ବ୍ୟଞ୍ଜନ ମଜା ନେଇଛନ୍ତି। ନବଯୋତ ସିଂହ ସିଦ୍ଧୁ ନିଜ ପୁରୁଣା ମିତ୍ର କପିଲ ଶର୍ମାଙ୍କ ପାଇଁ ଦେଶୀ ପରଟା ପରଷି ଥିଲେ। ଡେ଼ଇନିଙ୍ଗ ଟେବୁଲର ଫଟୋକୁ କପିଲ ଶର୍ମା ନିଜ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହି ସାକ୍ଷାତ ପରେ କପିଲ ଶର୍ମା ନବଯୋତ ସିଂହ ସିଦ୍ଧୁଙ୍କୁ ଧନ୍ୟବାଦ ଦେଇଥିଲେ।

ଏହା ଉଲ୍ଲେଖନୀୟ କି ଯେବେଠୁ ଦ କପିଲ ଶର୍ମା ଶୋର ଆରମ୍ଭ ହୋଇଥିଲା ସେବେଠୁ ହିଁ ନବଯୋତ ସିଂହ ସିଦ୍ଧୁ ଏହି ଶୋକୁ ଜର୍ଜ କରୁଥିଲେ କିନ୍ତୁ ବର୍ଷ ୨୦୧୯ରେ ସେ ପୁଲୱାମା ଆକ୍ରମଣକୁ ନେଇ ଏକ ବିବାଦିୟ ବୟାନ ଦେଇଥିଲେ।ଏପରି କୁହାଯାଉଛି କି ଏହି ବିବାଦିୟ ବୟାନ କାରଣରୁ ନବଯୋତ ସିଂହ ସିଦ୍ଧୁଙ୍କୁ ଶୋରୁ ବାହାର ହେବାକୁ ପଡିଥିଲା।ଏହି ଦିନ ମାନଙ୍କରେ ନବଯୋତ ସିଂହ ସିଦ୍ଧୁଙ୍କ ଯାଗା ଅର୍ଚ୍ଚନା ପୁରନ ସିଂହ ଶୋକୁ ଜର୍ଜ କରୁଛନ୍ତି।
ପଞ୍ଜାବ ଯାଇଥିବା କପିଲ ଶର୍ମା ଅମୃତଶରରେ ନବଯୋତ ସିଂହ ସିଦ୍ଧୁଙ୍କ ସହ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ଅମୃତଶରର ପ୍ରସିଦ୍ଧ ସ୍ଵର୍ଣ୍ଣମନ୍ଦିର ପହଁଞ୍ଚି କରି ତାଙ୍କୁ ମୁଣ୍ଡିଆ ମାରିଲେ। ଯାହାର ସୁନ୍ଦର ଫଟୋକୁ କପିଲ ଶର୍ମା ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।