ବିକି କୌଶଲ ଓ କ୍ୟାଟ୍ରିନା ଲୁଚିକି କରିଛନ୍ତି ନିର୍ବନ୍ଧ? ଖବର ଭାଇରଲ

ପ୍ରତ୍ୟେକ ଦିନ ବଲିଉଡ କଳାକାର ମାନଙ୍କ ବିଷୟରେ କିଛି ନ କିଛି ଖବର ଆଗକୁ ଆସିଥାଏ। ଏବେ ଆଉ ଦୁଇ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଚର୍ଚା ହେଉଛି ଯିଏକି ହେଉଛନ୍ତି ବିକି କୌସଲ ଓ କ୍ୟାଟ୍ରିନା କୈଫ। ଆପଣଙ୍କୁ ଏହା ମଧ୍ୟ କହିରଖିବୁ ଦୁହେଁ ନିଜ ପ୍ରସଂସକଙ୍କ ସର୍ଵଦା ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିଥାନ୍ତି। ଏବେ ଦୁହିଁଙ୍କୁ ଭିତରେ ସମ୍ପର୍କ କଥା ଚାରିଆଡେ ଚର୍ଚା ଚାଲିଛି କିନ୍ତୁ ଏବେ ପର୍ଯ୍ୟନ୍ତ ଦୁହେଁ ଏହା ବିଷୟରେ କୌଣସି ତଥ୍ୟ ମିଳିନାହିଁ।

Google

ଅଳ୍ପ ଦିନେ ତଳେ ଦୁହିଁଙ୍କୁ ନେଇ ଏକ ଏପରି ଖବର ଆସୁଥିଲା ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ କାରଣ କୁହାଯାଇଥିଲା କି ବିକି ଓ କ୍ୟାଟ୍ରିନା ଦୁହେଁ ଲୁଚିକି ନିର୍ବନ୍ଧ କରିସାରିଛନ୍ତି। କିନ୍ତୁ ଏହା ବିଷୟରେ ଦୁହେଁ କିଛି କହିନାହାନ୍ତି। ଆପଣଙ୍କୁ କହିରଖିବୁ ଦୁହେଁ ପ୍ରଥମ ଥର ୨୦୧୯ ଦୀପାବଳି ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲେ ଯାହା ପରେ ଅନେକ ସ୍ଥାନରେ ଦୁହେଁ ସାଥିରେ ଦେଖାଯାଇଛନ୍ତି।

କହିରଖିବୁକି ଏହା ମଧ୍ୟରେ ଲୋକପ୍ରିୟ ପାପାରାଜି ଭିରଲ ଭାୟାନି ଦୁହିଁଙ୍କର ଏକାସାଥୀ ଫଟୋ ସେୟାର କରି ଗୁଜବ କଥା ଲେଖି ପୁଣି ସେହି ପୋଷ୍ଟକୁ ଡିଲେଟ କରିଦେଇଥିଲେ। ଆପଣଙ୍କୁ କହିରଖିବୁ ସେହି ଡିଲେଟ ହୋଇଥିବା ପୋଷ୍ଟରେ ସେ କହିଥିଲେକି ନିର୍ବନ୍ଧ କଥା ମିଛ କାରଣ ତାଙ୍କୁ କାଲି ମୁମ୍ବାଇର ବାନ୍ଦ୍ରରେ ଦେଖାଯିବା ସହ ତାଙ୍କ କର୍ମଚାରୀ ମଧ୍ୟ ଏହା ମିଛ ବୋଲି କହିଥିଲେ।

Google

ବିକି ଓ କ୍ୟାଟ୍ରିନ ଏବେ ପର୍ଯ୍ୟନ୍ତ ଆଲୋଚନା ହେଉଥିବା କଥା ଉପରେ କୌଣସି ବୟାନ ଦେଇନହାନ୍ତି କିନ୍ତୁ ହର୍ଷବର୍ଦ୍ଧନ କପୁର ଦୁହେଁ ଏକାସାଥିରେ ରହୁଥିବା ଜଣାଇଛନ୍ତିଏକ ଇଣ୍ଟରଭିଉରେ ତାଙ୍କୁ କୌଣସି ସତ କହିବାକୁ କୁହାଯାଇଥିଲା ଓ ସେ ବାକି ଓ କ୍ୟାଟ୍ରିବା ଏକାସାଥିରେ ରହିବା କଥା କହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *