ପ୍ରାୟ ବଲିଉଡ଼ର ଯୋଡି ମାନଙ୍କୁ ନେଇ ଚର୍ଚ୍ଚା ହୋଇଥାଏ। ସେମାନଙ୍କ ବିବାହ ଆଦି ପ୍ରାୟ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ। ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀ ବିକି କୌସଲ ଓ କ୍ରାଟିନା କେଫ ଜଲ୍ଦି ବିବାହ ସରିଯାଇଛି। ତାଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି।

କେତେକ ଲୋକ ଏହା କହୁଥିଲେକି ଏହି ବିବାହକୁ ସଲମାନ ଆସିବେ ନାହିଁ ହୁଏତ ତାଙ୍କ ଭଉଣୀ ଅର୍ପିତା ଖାନ ଆସିପାରନ୍ତି। କହିରଖିବୁକି ଅର୍ପିତା ଓ କ୍ରାଟିନାଙ୍କର ଭଲ ବନ୍ଧୁତ୍ୱ ରହିଛି କିନ୍ତୁ ଏବେ ଅର୍ପିତା ଏକ ଆଶ୍ଚର୍ଯ୍ୟ କଲାଭଳି ବୟାନ ଦେଇଛନ୍ତି ଯାହାକୁ ନେକ ଚର୍ଚ୍ଚା ଜୋରଧରିଛି। କାରଣ ଏକ ଇଣ୍ଟରଭିଉରେ ସେ ଏହି ବିବାହକୁ ଯିବେ କି ନାହିଁ ପଚରାଯିବା ଦ୍ଵାରା ଅର୍ପିତା ଆଶ୍ଚର୍ଯ୍ୟ କଥା କହିଥିଲେ। ସେ କହିଥିଲେ ଆମକୁ ଡକା ହିଁ ଯାଇନାହି ତେଣୁ ଆମେ ଯିବୁ କିପରି? ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏହାର କାରଣ ହେଉଛି ଅର୍ପିତା ନିଜ ଘରେ ହେଉଥିବା ସବୁ ପାର୍ଟି ଓ କାର୍ଯ୍ୟକ୍ରମରେ କ୍ରାଟିନାଙ୍କୁ ଡାକିଥାନ୍ତି।
ପୂର୍ବ ବର୍ଷ କରୋନାର ପ୍ରକୋପ ଅଧିକ ଥିବାରୁ ସଲମାନଙ୍କ ଦବଙ୍ଗ ଟୁର ହୋଇପାରିନଥିଲା କିନ୍ତୁ ସେ ଏହି ଟୁରରେ ବାହାରିଯାଇଛନ୍ତି ବୋଲି ବିଶେଷ ସୂତ୍ରରୁ ଯାଉଛି।ସଲମାନଙ୍କ ସହ ଏହି ଟୁରରେ ସୁନୀଲ ଗ୍ରୋଭର, ଶିଳ୍ପା ସେଠି, ଆୟୁଷ ଶର୍ମା ଓ ମନିଶ ପାଲ ମଧ୍ୟ ଯୋଗଦେବେ ବୋଲି ଜଣା ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।