ଭଲ ଖେଳ ଖେଳି ସୀମା ସମସ୍ତଙ୍କୁ ବହୁତ ଖୁସି କରିନେଇଥିଲେ କିନ୍ତୁ ରାମାୟଣ ସହିତ ଜଡିତ ଏହି ପ୍ରଶ୍ନ ପାଇଁ ସୀମା ଖେଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ପଡିଲା।ସୀମା ଶୋ କୁ ନିଜ ସ୍ୱାମୀ ଙ୍କ ସାଥିରେ ପହଁଚି ଥିଲେ ଏବଂ ଏଠାରୁ ସେ ୬ ଲକ୍ଷ ୪୦ ହଜାର ଜିତିଥିଲେ।

କଁନ ବନେଗା କରୋଡ଼ପତି ୧୨ ତମ ସଂସ୍କରଣରେ ଏପିସୋଡ଼ ରେ ହୋଷ୍ଟ ଅମିତା ବଚ୍ଚନ ସମ୍ମୁଖରେ ହଟ ସିଟ ରେ ପାଟନା ର ସୀମା କୁମାରୀ ବହୁତ ଭଲ ଭାବରେ ଖେଳ ଖେଳୁଥିବାର ଦେଖିବାକୁ ମିଳିଲା।ଭଲ ଖେଳ ଖେଳି ସୀମା ସମସ୍ତଙ୍କୁ ବହୁତ ଖୁସି କଲେ କିନ୍ତୁ ରାମାୟଣ ସହିତ ଜଡିତ ଏକ ପ୍ରଶ୍ନ ଉପରେ ସୀମା ଙ୍କୁ ଖେଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ପଡିଲା। ସୀମା ଶୋ କୁ ନିଜ ସ୍ୱାମୀ ଙ୍କ ସାଥିରେ ପହଁଚି ଥିଲେ ଏବଂ ଏଠାରୁ ୬ ଲକ୍ଷ ୪୦ ହଜାର ଜିତିଥିଲେ।ଯେଉଁ ପ୍ରଶ୍ନ ର ଉତ୍ତର ସୀମା ଦେଇପାରିନଥିଲେ ସେହି ପ୍ରଶ୍ନ ଏହା ଥିଲା:
“ବାଲ୍ମୀକି ରାମାୟଣ ଅନୁସାରେ ଅପହରଣ ସମୟରେ ସୀତା ମାତାଙ୍କ ଅପହରଣ ସମୟରେ କେଉଁ ରଙ୍ଗର ବସ୍ତ୍ର ପିନ୍ଧିଥିଲେ ଏବଂ ହନୁମାନ ମଧ୍ୟ ତାଙ୍କୁ ଅଶୋକ ବାଟିକାରେ ସେହି ରଙ୍ଗର ବସ୍ତ୍ର ପିନ୍ଧିଥିବାର ଦେଖିଥିଲେ କି ?”
(୧)ଲାଲି
(୨)କମଳା ରଙ୍ଗ
(୩) ଗୋଲାପୀ ରଙ୍ଗ
(୪) ନୀଳ ରଙ୍ଗ
ଏହି ପ୍ରଶ୍ନ ଉପରେ ସୀମା ଅଟକି ଗଲେ ଏବଂ ଶୋ କୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବାର ନିଷ୍ପତି ନେଲେ।ଏହା ପରେ ଅମିତା ବଚ୍ଚନ ଏହି ପ୍ରଶ୍ନର ସଠିକ ଉତ୍ତର କହିଲେ-କମଳା ରଙ୍ଗ ।
ଆପଣମାନଙ୍କୁ କହିଦେଉଛି କି ସୀମା ଶୋ ରେ ତାଙ୍କ ସ୍ୱାମୀ ଙ୍କର ବହୁତ ପ୍ରଶଂସା କରିଥିଲେ ଯେଉଁଥିରେ ଅମିତା ବଚ୍ଚନ କହିଥିଲେ କି ଏଠାକୁ କେତେକ ମହିଳା ଆସନ୍ତି ଯେଉଁମାନେ ତାଙ୍କ ସ୍ୱାମୀଙ୍କ ବହୁତ ବେଜିତ କରିଥାନ୍ତି କିନ୍ତୁ ଆପଣ ଆପଣଙ୍କ ସ୍ୱାମୀଙ୍କ ପ୍ରଶଂସା କଲେ ସେଥିପାଇଁ ମୁଁ ଆଚମ୍ବିତ ହୋଇଗଲି।ଏହା ପରେ ଅମିତା ବଚ୍ଚନ ପଚାରିବାରୁ ସୀମାଙ୍କ ସ୍ୱାମୀ କହିଲେ କି ସେ ତାଙ୍କର ପିଲାଙ୍କ ର ଯତ୍ନ ନେବା ପାଇଁ ନିଜର ଚାକିରୀ ଛାଡ଼ିଦେଇଥିଲେ।
ସୀମା କୁମାରୀ କେବିସିରେ କହିଲେ କି ସେ ଏହା ଏଥିପାଇଁ କଲେ କି ତାଙ୍କ ପତ୍ନୀ ଚାକିରୀ କରିପାରନ୍ତୁ ଏବଂ ପିଲାମାନଙ୍କର ଆବଶ୍ୟକତା ଠିକ ଭାବରେ ପୂର୍ଣ୍ଣ କରିପାରନ୍ତୁ।ସେଠାରେ ସେହି ସମୟରେ ତାଙ୍କୁ କେତେ ଜଣ ସାଙ୍ଗମାନେ ତାଙ୍କର ସମାଲୋଚନା କରି କହିଲେ କି ସେ ତାଙ୍କର ସ୍ତ୍ରୀଙ୍କ ରୋଜଗାରରେ ଚଳୁଅଛି କିନ୍ତୁ ସେ କାହାର କଥାକୁ ଧ୍ୟାନ ଦେଲେ ନାହିଁ।ସେଠାରେ ଅମିତା ବଚ୍ଚନ ଏହା ଶୁଣି ସୀମାଙ୍କ ସ୍ୱାମୀଙ୍କ ବହୁତ ପ୍ରଶଂସା କଲେ।ଏହା ଛଡା ସୀମା ତାଙ୍କ ଭଲ ଖେଳରେ ବି ଅମିତା ବଚ୍ଚନ ଙ୍କୁ ବହୁତ ଖୁସି କଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।